Mumbaiର 26 ବର୍ଷୀୟ ଏହି Doctor ସହ ଘଟିଲା ଆଶ୍ଚର୍ଯ୍ୟ କଲା ଭଳି ଘଟଣା….ଦେଖନ୍ତୁ Video

ପ୍ରତିଦିନ କରୋନାର ନୂଆ ରୂପ ଶୁଣିବାକୁ ମିଳୁଛି, କେବେ ନୂଆ ଭେରୀଆଣ୍ଟ ଆସିଗଲାତ କେବେ କାହାକୁ ବ୍ୟକ୍ସସିନ ଲଗାଇଲା ପରେ ମଧ୍ୟ କରୋନା ହୋଇଗଲା । କିନ୍ତୁ ଏବେ ଗୋଟିଏ ଆଶ୍ଚର୍ଯ୍ୟ କର ଘଟଣା ସାମନାକୁ ଆସିଛି ଯେଉଁଠି ଗୋଟିଏ ମହିଳା ଡାକ୍ତର ଦୁଇଟି ଟୀକା ନେଲା ପରେ ମଧ୍ୟ ତିନି ତିନି ଥର କରୋନା ସଂକ୍ରମଣ ହୋଇଛି ।

ମୁମ୍ବାଇରେ ରହିଥିବା ୨୬ ବର୍ଷର ଡାକ୍ତର ସୃଷ୍ଟି ହଲାରି ପୂର୍ବ ତେର ମାସରେ ତିନିଥର କରୋନର ଶିକାର ହୋଇଥିଲେ । ବିଏମସି ଡାକ୍ତରଙ୍କ ସାମ୍ପଲ ନେଇକି ତାକୁ ଜିନୋମ ଶିକୁଏନ୍ସ ପାଇଁ ପଠାଇ ଛନ୍ତି । ୨୬ ବର୍ଷର ସୃଷ୍ଟି ହଲାରି କହିଲେକି ଗୋଟିଏ ଡାକ୍ତର ହିସାବରେ ନିଜେ ଆଶ୍ଚର୍ଯ୍ୟ ମୁଁ ପେସେଣ୍ଟ ମାନଙ୍କୁ ସୁରକ୍ଷିତରହିବାର ସଜେସନ ଦେଉଛି ।

ଲଗାତାର କୋଭିଡ ପ୍ରୋଟୋକଲର ପାଳନ କରୁଛି । ଏହି ୪୫ ଦିନରେ ୨ ଥର ଅଟେ ଯେବେ ମୋତେ କରୋନା ହୋଇଛି । ମୋ ସହିତ ପୁରା ପରିବାର ମଧ୍ୟ କରୋନର କବଳରେ ଆସିଛି, କିନ୍ତୁ ବ୍ୟକ୍ସସିନ କାରଣରୁ ଏହା ଫାଇଦା ହୋଇଛିକି କୌଣସି କ୍ଷତି ହୋଇନି । ତୃତୀୟ ଥର କରୋନା ପଜେଟିଭ ହେବାକୁ ନେଇକି ସୃଷ୍ଟି କହିଲେକି ଏହା ପଲ୍ସ ପଜେଟିଭ ନଥିଲା ।

କିନ୍ତୁ ତାଙ୍କୁ ଲଗାତାର କୋଭିଡର ଲକ୍ଷଣ ଥିଲା । ସୃଷ୍ଟି ହଲାରି ୮ ମାର୍ଚକୁ ବ୍ୟକ୍ସସୀନର ପ୍ରଥମ ଡୋଜ ନେଇଥିଲେ । ଆଉ ୨୯ ଏପ୍ରିଲକୁ ୨ ଯ ଡୋଜ ନେଇଥିଲେ । ଆସନ୍ତୁ ଜାଣିବା ଡାକ୍ତରଙ୍କୁ କେବେ କେବେ କରୋନା ହୋଇଥିଲା । ୧୭ ଜୁନ ୨୦୨୦ କୋଭିଦ ସେଣ୍ଟରରେ ସହକର୍ମୀଙ୍କ କଣ୍ଟାକ୍ଟରେ ଆସିଥିଲେ ଯେବେ ଟେଷ୍ଟ କରିଥିଲେ ତେବେ କରୋନା ପଜେଟିଭ ବାହାରିଥିଲେ । ୨୯ ମେ ୨୦୨୧ ଆରମ୍ଭରେ ହଲ୍କା ଲକ୍ଷଣ ଦେଖାଦେଇଥିଲା ତା ପରେ ଟେଷ୍ଟ କରିଥିଲେ ତେବେ ମଧ୍ୟ ପଜେଟିଭ ବାହାରିଥିଲେ ।

୧୧ ଜୁଲାଇ ୨୦୨୧ ତୃତୀୟ ଥର ପଜେଟିଭ ଆସିଥିଲେ ଡାକ୍ତର । ପ୍ରଥମେ ଡାକ୍ତରର ମା କୋଭିଡ ପଜେଟିଭ ଥିଲେ ଆଉ ପରେ ସେ ନିଜେ ପଜେଟିଭ ବାହାରି ଥିଲେ । ଡାକ୍ତରଙ୍କ ମୁତାବିକ ପ୍ରଥମେ ଯେବେ ତାଙ୍କୁ କୋଭିଡ ହୋଇଥିଲା ତାଙ୍କୁ ଅଧିକ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡିନଥିଲା ।

କିନ୍ତୁ ଦିତୀୟ ଓ ତୃତୀୟ ଥର ମୁଣ୍ଡ ବିନ୍ଧା ଓ ଅଧିକ ଦିନ ପର୍ଯ୍ୟନ୍ତ ଶରୀରରେ ବିନ୍ଧା ରହିଥିଲା । କିନ୍ତୁ ଏବେ ସେ ପୁରା ଠିକ ଅଛନ୍ତି । କୁହାଯାଇଚିକି କୋଭିଡ ବ୍ୟକ୍ସସିନ ଲାଗିଲା ପରେ ମଧ୍ୟ କରୋନା ହୋଇପାରେ, କିନ୍ତୁ କୌଣସି ଗମ୍ଭୀର କ୍ଷତି କରିପାରିବ ନହିଁ ।

ଟୀକା ଦ୍ଵାରା ଯେଉଁ ଆଣ୍ଟି ବଡି ବନିଥାଏ ସେ କରୋନା ଭାଇରସ ପ୍ରଭାବକୁ ବହୁତ କମ କରିଥାଏ । ଆଉ ହସ୍ପିଟାଲ ଯିବାର ସୁଯୋଗ ବହୁତ କମ ଲୋକଙ୍କୁ ହୋଇଥାଏ । ଟୀକା ଭାଇରସର ଇନଫେକଶନକୁ ସହେ ପ୍ରତିଶତ ରୋକିପାରିନଥାଏ କିନ୍ତୁ ମଣିଷର ଭାଇରସ ସହିତ ଲଢିବା ପାଇଁ କ୍ଷମତାକୁ ବଢାଇ ଦେଇଥାଏ । ଏହା ପୂର୍ବରୁ ସମସ୍ତଙ୍କୁ ଟିକରା ଦୁଇଟି ଡୋଜ ନେବା ବହୁତ ଆବଶ୍ୟକ ଅଟେ । କାରଣ ଆଗକୁ ଆସୁଥିବା କରୋନା ବିପଦକୁ ରୋକିପାରିବା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *