ଯିଏ ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବ ଏହି 5ଟି କଥା ନିଶ୍ଚୟ କହିବ

ପ୍ରେମ ଖାଲି କହିବାର ନୁହେଁ ତାକୁ କରିକି ଦେଖେଇବାର ଅଛି । ବହୁତ ଉପାୟ ଥାଏ ନିଜ ଭଲପାଇବାକୁ ଦେଖାଇବା ପାଇଁ । ନିଜ ପ୍ରେମକୁ ଦେଖାଇବା ପାଇଁ ସବୁଠୁ ସହଜ ଉପାୟ ହେଉଛି ନିଜ ଶବ୍ଦ ଦ୍ଵାରା ନିଜ ପ୍ରେମକୁ ଅନୁଭବ କରାଇବା । ଏହି ଶବ୍ଦ ଗୋଟିଏ ହୃଦୟକୁ ଆଉ ଗୋଟିଏ ହୃଦୟ ସହିତ ଯୋଡି ଥାଏ । ଏହି ଶବ୍ଦ ଜରିଆରେ ନିଜର ପ୍ରେମକୁ ଆଉ କାହା ଆଗରେ ପ୍ରକାଶ କରିପାରିବ । ଯଦି କେହି ତୁମକୁ ନିଜ ପ୍ରେମର ଅନୁଭବ କରିବାକୁ ଚାହୁଁଛନ୍ତି ତାକୁ ମଧ୍ୟ ଶବ୍ଦର ସାହାରା ନେବାକୁ ପଡିଥାଏ ଶବ୍ଦ ସହିତ ଏହା ଅସୁବିଧା ହୋଇଥାଏକି ବହୁତାବର ପ୍ରେମ ଭାବର ଅନୁଭବ ହୋଇପାରିନଥାଏ ।


ସତ ଭଲପାଇବାର ଲକ୍ଷଣ ହେଉଛି ସମର୍ପଣ ଖାଲି ବାହାରୁ ନୁହେଁ, ଶବ୍ଦରେ ନୁହେଁ  । ଆତ୍ମାରୁ ସମର୍ପଣ, ମନରୁ ସମର୍ପଣ ହୃଦୟରୁ ସମର୍ପଣ । ଯେବେ କୌଣସି ମଣିଷ ଆତ୍ମାରୁ ସମର୍ପଣ କରିଥାଏ ଆପଣଙ୍କ ଆଗରେ ସେଥିଲାଗି ତାକୁ ଆଉ କାହାର ଆବଶ୍ୟକ ହୋଇନଥାଏ ।ଆପଣଙ୍କ ଛଡା ତାଙ୍କ ଜୀବନରେ ଆଉ କେହି ଆସିପରିବନି । ଆପଣ ତାଙ୍କ ଜୀବନରେ ଆସିଲାପରେ ସବୁ ଖାଲିପଣ ଦୂର ହୋଇଥାଏ । ଏହା ସେବେ ହୋଇଥାଏ ଯେବେ କୌଣସି ମଣିଷ ଶଚା ପ୍ରେମ କରିଥାଏ ।


ପ୍ରାୟୋରୀଟି: ଯେଉଁ ଲୋକ ଆପଣକୁ ସଚା ପ୍ରେମ କରିବ ତାର ଜୀବନରେ ସବୁଠୁ ପ୍ରଥମେ ଆପଣ ହିଁ ରହିବେ ବାକି ସବୁ ଜିନିଷ ପରେ ଆଉ ପ୍ରଥମେ ଆପଣ । ସେ ସମସ୍ତଙ୍କ ଠାରୁ ଆପଣଙ୍କୁ ଅଧିକ ଭ୍ଯାଲୁ ଦେବ । ଆପଣଙ୍କ ପାଇଁ ନିଜର ଦଶ କାମ ମଧ୍ୟ ରୋକିଦେବ । କୌଣସି କାମ ପାଇଁ ଆପଣଙ୍କୁ ରୋକିବନି । ସେହି କରିପାରେ ଯେ ତୁମକୁ ସଚା ପ୍ରେମ କରୁଥିବ । ମିଛ ପ୍ରେମ କରୁଥିବା ଲୋକରତ ହଜାର ବାହାନା ହୋଇଥାଏ । କେବେ ବୀଜୀ ହେବାର ବାହାନା କରିବତ କେବେ କାମର ବାହାନା କରିଥାଏ । ସଚା ପ୍ରେମରେ କେବେ କୌଣସି ମଜବୁରି ଆସିନଥାଏ କି କୌଣସି ବାହାନା ଆସିନଥାଏ ।


ଯେଉଁଠି ସଚା ପ୍ରେମ ହୋଇଥାଏ ଶେଠୀ ସବୁ ସମୟରେ ପ୍ରେମ ବଢିଥାଏ । ସେ ଖାଲି ଆପଣଙ୍କ ରଙ୍ଗ ରୂପରେ ନୁହେଁ ସବୁ କଥାରେ ଇନ୍ଟରେସ୍ଟ ରହିବ । ସେ ଆପଣଙ୍କ ଗୁଣ ଓ କମିକୁ ମଧ୍ୟ ପ୍ରେମ କରିବ । ଯଦି ପ୍ରେମରେ ପ୍ରତିଦିନ ପ୍ରେମ ଆଉ ଚାହାତ ବଢିବାକୁ ଲାଗିବ ଏହାର ମାନେ ସେ ପୁରା ଆପଣଙ୍କୁ ସଚା ପ୍ରେମ କରୁଛନ୍ତି । ଯିଏ ଆପଣଙ୍କୁ ସଚା ପ୍ରେମ କରିବା ସିଏ ଆପଣଙ୍କ ପାଇଁ କିଚିବି କରିଯିବ । ସେ ଆପଣଙ୍କ ପାଇଁ ସେ କାମ ମଧ୍ୟ କରିବ ଯାହା ସେ କେବେ ନିଜ ପାଇଁ ମଧ୍ୟ କରିନଥିବେ ।


ଯିଏ ଡରିଥାଏ ସେ କେବେ ସଚା ପ୍ରେମ କରିନଥାଏ, ଏହା ବିଲକୁଲ ସତ୍ୟ ହୋଇଥାଏ ।  ଯିଏ ସତ ପ୍ରେମ କରିଥାଏ ତାର ହୃଦୟର ସବୁ ଡର ଖତମ ହୋଇଥାଏ । ସେ ଆପଣଙ୍କର ଭାବନାର ସବୁବେଳେ କଦର କରିବ ସବୁବେଳେ ଇଜତ କରିବ । ଯିଏ ଆପଣଙ୍କୁ ଭଲ ପାଇଥାଏ ସେ ସବୁବେଳେ ଚେଷ୍ଟା କରିଥାଏ ଆପଣଙ୍କୁ ଖୁସି ରଖିବା ପାଇଁ । ସେ ଆପଣଙ୍କୁ କେବେ ଦୁଃଖ ଓ କଷ୍ଟରେ ଆପଣଙ୍କୁ କେବେ ଦେଖି ପାରିନଥାଏ ।

Leave a Reply

Your email address will not be published. Required fields are marked *