ଏହି ୭ ଟି ସହଜ ପ୍ରଶ୍ନର ଉତ୍ତର ଦେଇକି ଦେଖାନ୍ତୁ, ୯୯% ଲୋକ ଫେଲ ହୋଇଗଲେ- ଆପଣ ଥରେ ଟ୍ରାଏ କରନ୍ତୁ

ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ବହୁତ ସରଳ ପ୍ରଶ୍ନ ଅଟେ ଏହାକୁ ଭଲରେ ପଢିବା ଦ୍ଵାରା ଉତ୍ତର ମିଳିଯିବ । ଆପଣଙ୍କୁ ସବୁ ପ୍ରଶ୍ନ ପାଇଁ ୧୦ ସେକେଣ୍ଡ ସମୟ ମିଳିବ ତାହା ଭିତରେ ଆପଣଙ୍କୁ ଉତ୍ତର ଦେବାକୁ ହେବ । ବିନା ଉତ୍ତର ଦେଖି ନିଜେ କୁହନ୍ତୁ ଓ ପରେ ଉତ୍ତର ଦେଖନ୍ତୁ ।

କିଛି ମାସ ୩୧ ଦିନିଆ ହୋଇଥାଏ କିନ୍ତୁ କିଛି ମାସ ୩୦ ଦିନ ହୋଇଥାଏ ତ ୨୮ ଦିନର କେତୋଟି ମାସ ହେବ ?

ଉତ୍ତର :- କଣ ଆପଣ ଫେବୃଆରି ଅନୁମାନ କରିଛନ୍ତି ତ ଆପଣ ଭୁଲ ଅଟନ୍ତି । ଆପଣଙ୍କୁ ପଚରା ଯାଇଥିଲା କେତେ ମାସରେ ୨୮ ଦିନ ହୋଇଥାଏ । ସବୁ ମାସରେ ୨୮ ଦିନ ହୁଏ ସେ ଜାନୁଆରୀ ହେଉକି ଫ୍ରେବୃଆରି ହେଉ । ଟିକେ ଅଲଗା ପ୍ରକାର ଥିଲା କିନ୍ତୁ ଆପଣ ବୁଝିଯାଇଥିବେ ।

କଣ ଇଂଗ୍ଲିଶର ଶବ୍ଦ ଅଛି ଯାହା ଇଂରାଜୀରେ ସବୁବେଳେ ଇନକରେକଟଲୀ ଉଚାରଣ କରା ଯାଇଥାଏ ?

ଉତ୍ତର :- ପ୍ରଶ୍ନକୁ ଥରେ ପଢନ୍ତୁ ଉତ୍ତର ପ୍ରଶ୍ନରେ ମିଳିଯିବ । ଏହାର ଉତ୍ତର ନିଜେ ଇନକରେକଟଲୀ ଅଟେ ।

ଗୋଟେ ମାଂସ ଦୋକାନର ମାଲିକ ୧୦ ଇଞ୍ଚର ଜୋତା ପିନ୍ଧିଛି, ଓ ୫’୧୦ ଫିଟ ଅଟେ ତ ସେ ତରାଜୁରେ କଣ ମାପିବ ?

ଉତ୍ତର :- ମାଂସ

ଯଦି ମାଇକେଲ ମାର ତିନୋଟି ପୁଅ ଅଛି, ତା ଭିତରୁ ୨ୟ ନାମ ଜୁନ ଓ ମେ ଅଟେତ ତୃତୀୟ ପୁତ୍ରର ନାମ କଣ ଅଟେ ?

ଉତ୍ତର :- ଆପଣ ଜୁଲାଇ  ଗେସ କରିଥିବେ କିନ୍ତୁ ଉତ୍ତର ମାଇକେଲ  ଅଟେ ।

ରାଜ ଦୌଡୁ ଥିଲା, ଦୌଡରେ ସେ ୨ୟ ପୋଜିସନରେ ଥିବା ବ୍ୟକ୍ତିକୁ କ୍ରଶ କରୁଛି, ତ ରାଜର ପୋଜିସନ ଏବେ କଣ ହେବ ?

ଉତ୍ତର :- ଯଦି ଆପଣଙ୍କ ଉତ୍ତର ୧ମ ଅଟେ ତାହେଲେ ଭୁଲ ଅଟେ, ଠିକ ଉତ୍ତର ହେଲା ୨ ୟ ପୋଜିସନ । ରାଜା ଯେମିତି ୨ୟ ପୋଜିସନ ବାଲା ବ୍ୟକ୍ତିକୁ କ୍ରଶ କରିଛି ସେହି ବ୍ଯକ୍ତିର ପୋଜିସନ ୩ୟ ହୋଇଲା  ଓ ରାଜର ସ୍ଥାନ ୨ୟ ହେଲା ।

ମାଉଣ୍ଟ ଏଭରେଷ୍ଟର ଖୋଜିବା ପୂର୍ବରୁ କେଉଁ ମାଉଣ୍ଟ ସବୁଠୁ ବଡ ଥିଲା ?

ଉତ୍ତର :-  ମାଉଣ୍ଟ ଏଭରେଷ୍ଟ । ଏହାର ଉଚତା ୮୦୮୪୮ ମିଟର ଅଟେ , ଏହି କଥା ଜାଣି ଗର୍ବ ହେବ ମାଉଣ୍ଟ ଏଭରେଷ୍ଟର ଉଚତା ରାଧାନାଥ ସିକଦର ମାପିଥିଲେ ।

ଜର୍ଜର ଗୋଟେ ଗୋଡ କାଠର ଥିଲା, ସେ ଗୋଟେ ନଦୀ କୁଳକୁ ବୁଲିବାକୁ ଯାଇଥିଲା ସେଠି ସିକ୍ୟୁରୀତି ତାକୁ କହିଲା କି ଆପଣ କଥାର ଗୋଡ ସହିତ ଫୋଟୋ ନେଇପାରିବନି, କଣ ପାଇଁ ?

ଉତ୍ତର :- କ୍ୟାମେରା, ଗାର୍ଡ ଏଥିପାଇଁ କହିଲା କାଠର ଗୋଡ ସହିତ ଫୋଟୋ କେମିତି ନେଇପାରିବ । ସେଥିପାୟନ୍ତା କ୍ୟାମେରା ଦରକାର ।

Leave a Reply

Your email address will not be published. Required fields are marked *