ପୁରା ୭୦ ବର୍ଷ ପରେ ଏହି ଲକ୍ଷ୍ମୀ ପୂଜାରେ ଧନର ଦେବତା କୁବେର ଦେବାକୁ ଯାଉଛନ୍ତି ଆଶୀର୍ବାଦ କରିବେ ଏହି ୫ଟି ରାଶି ଉପରେ ଧନର ବର୍ଷା

ଲକ୍ଷ୍ମୀ ପୂଜା ଦିନ ବହୁତ ବିଧି ବିଧାନ ସହ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ । ଯାହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହା ସହିତ ଏହି ଦିନରେ ଧନ ପ୍ରାପ୍ତି ପାଇଁ ବି କେତେକ ଉପାୟ କରାଯାଇଥାଏ । ଯାହାକୁ କରିବା ଦ୍ଵାରା ସୁଖ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଏଥର ଲକ୍ଷ୍ମୀ ପୂଜା ୨୭ ଅକ୍ଟୋବରକୁ ପଡୁଛି ଓ ଏଥର ପୁରା ୭୦ ବର୍ଷ ପରେ ଧନର ଦେବତା କୁବେର ଏହି ୫ଟି ରାଶି ଉପରେ ଧନ ବର୍ଷା କରିବାକୁ ଯାଉଛନ୍ତି ।

ଆସନ୍ତୁ ଜାଣିବା ସେହି ୫ଟି ରାଶି ବିଷୟରେ ଯେଉଁମାନେ ହେବାକୁ ଯାଉଛନ୍ତି ମାଲାମାଲ

ବିଛା ରାଶି

ଏହି ଲକ୍ଷ୍ମୀ ପୂଜାରେ ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ ବିଛା ରାଶିର ଲୋକମାନଙ୍କୁ ବହୁତ ଲାଭ ହେବ । ଯେଉଁମାନେ ବ୍ୟାପାର କରୁଛନ୍ତି ତାଙ୍କୁ ନିଜ କ୍ଷେତ୍ରରେ ଭଲ ଲାଭ ମିଳିବ । ଯେଉଁ କାର୍ଯ୍ୟରେ ସଂଘର୍ଷ କରିବାକୁ ପଡୁଥିଲା ତାହା ବର୍ତ୍ତମାନ ସଫଳ ହୋଇଯିବ ଓ ଲାଭ ବି ଦେବ । ସମସ୍ତ କାର୍ଯ୍ୟରେ ପୁରା ହେବା ଉପରେ ମନ ପ୍ରସନ୍ନ ରହିବ ।

ମୀନ ରାଶି

ମୀନ ରାଶିର ଲୋକମାନଙ୍କୁ ନିଜର କ୍ୟାରିୟରରେ ଭଲ ହେବା ପାଇଁ ସୁଯଗ ମିଳିବ ଓ ସେଥିରେ ସଫଳତା ବି ମିଳିବ । ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବ । ଯଦି ଆପଣଙ୍କର ଟଙ୍କା ଅଟକି ଯାଇଛି ତେବେ ଆପଣଙ୍କୁ ମିଳିଯିବ । ସମ୍ପତି ଠାରୁ ବି ଆପଣ ମୋଟା ଧନ ଆୟ କରି ପାରିବେ ।

କୁମ୍ଭ ରାଶି

୨୭ ଅକ୍ଟୋବର ସୂର୍ଯ୍ୟର ପ୍ରବେଶ ତୁଳା ରାଶିରେ ହେବ । ଯେଉଁଥିରେ ଆପଣଙ୍କର କ୍ୟାରିୟର ଓ ବ୍ୟବସାୟରେ ବି ଲାଭ ମିଳିବାର ଅବସର ପ୍ରାପ୍ତ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ବି ମଜବୁତ ହେବ ଓ ମାନ – ସମ୍ମାନରେ ବୁଦ୍ଧି ହେବ । ପରିବାରରେ ହର୍ଷୋ-ଉଲ୍ଲାସର ବାତାବରଣ ବି ରହିବ । ଆପଣଙ୍କୁ ବହୁତ ଅଧିକ ଧନ ମିଳିବାର ସମ୍ଭାବନା ଅଛି ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନଙ୍କୁ ଏହି ଲକ୍ଷ୍ମୀ ଦିନ ଠାରୁ ହିଁ ନିଜର କାମ କାର୍ଯ୍ୟରେ ଭଲ ସଫଳତା ମିଳିବା ଆରମ୍ଭ ହୋଇଯିବ । ଯାହା କଷ୍ଟ ଚାଲୁଥିଲା ତାହା ଶେଷ ହୋଇଯିବ । ଏହା ଦ୍ଵାରା ଆପଣଙ୍କର ମନ ବି ପ୍ରସନ୍ନ ରହିବ ।

ଧନୁ ରାଶି

୨୭ ଅକ୍ଟୋବରରୁ ଆପଣଙ୍କୁ ଗ୍ରହର ସ୍ଥିତି ଶୁଭ ରହିବ । ଯାହା ଦ୍ଵାରା ଆପଣଙ୍କୁ ଭଲ ଲାଭ ମିଳିବ । ଆପଣଙ୍କର ଆମଦାନୀ ବଢି ପାରେ ଓ ଆୟର ନୂତନ ସ୍ରୋତ ମିଳିବ । କୌଣସି ବି କାର୍ଯ୍ୟକୁ ନେଇ ଆପଣଙ୍କର ପ୍ରୟାସ ସଫଳ ହେବ । ଟଙ୍କାର ଅସୁବିଧା ଦୂର ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *