ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସେ ନିଜର ଅନେକ ମତାମତ ପାଇଁ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଅନେକ ସମୟରେ ସେ ଅନେକ ଘଟଣା କୁ ନେଇ ନିଜର ଭିନ୍ନ ଭିନ୍ନ ମତ ଦେଇଥାନ୍ତି ଯାହାକୁ ନେଇ ଲୋକେ ତାଙ୍କୁ ଚର୍ଚ୍ଚା ମଧ୍ୟ କରିଥାନ୍ତି । ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ସେ କିଛି ଏମିତି ବୟାନ ଦେଇଛନ୍ତି । ଏହି ବୟାନରେ ସୁର ଭାଇ କହିଛନ୍ତି ସେହି ଟାଇମରେ ଆମେ ଲୁଚେଇ ଛପେଇ କରୁଥିଲ ଏବେ ମେଲି ଯିବ ।
ଯିଏ ଯାହାକୁ ପାଇବ ଗାଳି କରିବ ଯିଏ ଯାହାକୁ ପାଇବ ମନ୍ତ୍ରୀ କରି ଦେ । ଏ ଯେଉଁ ଅର୍ଡର ବେଳେବେଳେ ହେଉଛି ମୁଁ ଯୁଡିସିଆଲକୁ ଅସମ୍ମାନ ଦେଉନି କିନ୍ତୁ ଭାରତ ଗଣତନ୍ତ୍ର ପ୍ରତି ବହୁତ ଅପମାନ । ଏଠି ଗୋଟେ ସାହାଡା ମେଲା ହେଇଯିବ ଯିଏ ଯାହାକୁ ପାଇବ ପେଟରେ କରିଦେବ ଯିଏ ଯାହାକୁ ପାଇବ କାଢି ଦେବ, ଯିଏ ବାହା ହେଇଛି କାଢି ଦେବ ଏଗୁଡାକ କଣ । ଏ ଭାରତ ମାଟି ଟା କଳଙ୍କିତ ହୋଇଯିବ । ମୁଁ ଯୁଡିସିଆଲ କୁ ସମ୍ମାନ ଦେଉଛି ଯଦି କେଉଁଠି କିଏ ପ୍ରେଗନେଣ୍ଟ ହେଇଛନ୍ତି କିଏ ଭଗାଉ ଥିବ ମୁଁ ସାହାର୍ଯ୍ୟ କରିବି ।
ହେ ଶୁଣ ମୁଁ ଦୃଢତାର ସହ କହୁଛି ମୋ ଜୀବନରେ ପ୍ରାୟ ମୁଁ ରାଜନୀତି କଲା ଦିନୁ ଆଗେ ଏ ଗରିବ ଲୋକର ଘରର ଲୋକ ପ୍ରେଗନେଣ୍ଟ ହୁଅନ୍ତିନି । ବଡ ବଡିଆ ଲୋକ ଧନୀ ଲୋକ ଜ୍ଞାନୀ ଲୋକ ତାଙ୍କରି ଝିଅ ଗୁଡାକ ପ୍ରେଗନେଣ୍ଟ ହୋଇଯାନ୍ତି । ମୋ ପାଖରେ ଆସି କାନ୍ଦିବେ ମୁଁ ସେମାନଙ୍କୁ ଯୋଗାଇ ଦେବି ଡାକ୍ତର ପଟକିନ ଆବ୍ରୋସନ ଢୋ । ସେଇ ଟାଇମରେ ଆମେ ଲୁଚାଇ ଛପାଇ କରୁଥିଲି ଏଇନେ ମେଲି ଯିବ ଆଉ ।
ଆଉ କିଛି ସାହାଣ ମେଲା ହେଇଯିବ । ଆଉ ତମେ ଯେଉଁ ଭଳିଆ ଟୋକା ତମ ମୁହଁ ଦେଖୁଛି ଘଷି ହେଇଯିବ ଯେ, ଆଉ ସୀମା ରହିବନି । ଯୋଉଟା ବ୍ରେକ ଥିଲା ଏ ଯୁଡିସିଆଲରେ ଯେଉଁ ଅର୍ଡର ହେଇଗଲା ପୁରା ସାହାଣ ମେଲା ହେଇଯିବ ଭାରତର ବର୍ଷ ରେ । ମୁଁ ବହୁତ ଦୁଃଖିତ ଅବଶ୍ୟ ଯୁଡିସିଆଲକୁ ସମ୍ମାନ । ବାବା ତାହା ନ ହେଲେ ପୁଣି ଝାରପଡା ଜେଲ ।
ଝିଅ ମାନେ ଆଉ କଣ ବିଶ୍ଵାସ କରିବେ ଲଣ୍ଡନ, ପ୍ୟାରିସ, ୟୁରୋପ ଦେଶରେ ଗୋଟେ ଝିଅ ଗଲେ ଆଉ ଗୋଟେ ଆସିଥାଏ । କଣ ନା ଗୁଡ ଫ୍ରେଣ୍ଡ । ଯଦି ଭଲ ବନ୍ଧୁ ସବୁ କିଛି ହୋଇ ପାରିବ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।