ଶହେ ବର୍ଷ ପରେ ଦେଖିବାକୁ ମିଳିବ ଏଭଳି ବିରଳ ସୂର୍ଯ୍ୟ ପରାଗ, ଗୋଟିଏ ଦିନରେ 3 ଟି ସୂର୍ଯ୍ୟପରାଗ…

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷ ଗୋଟିଏ ଦିନରେ ହେବ ୩ଟି ସୂର୍ଯ୍ୟପରାଗ । ଏପ୍ରିଲ ୨୦ରେ ହେବାକୁ ଥିବା ଏହି ପରାଗ ଗୋଟେ ନୁହେଁ ବରମ ୩ଟି ହେବାକୁ ଯାଉଛି । ଏହି ପରାଗକୁ ବୈଜ୍ଞାନିକ ମାନେ ହାଇବ୍ରିଡ ସୂର୍ଯ୍ୟପରାଗ ବୋଲି କହୁଛନ୍ତି । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୨୦ରେ ଦେଖାଯିବ । ଏହି ପରାଗ ସକାଳ ୭ଟା ୮ ମିନିଟରୁ ରମ୍ଭ ହୋଇ ଦିନ ୧୨ଟା ୨୯ ମିନିଟରେ ଶେଷ ହେବ ।

ଏହି ସୂର୍ଯ୍ୟ ପରାଗର ଅବଧି ୫ ଘଣ୍ଟା ୨୪ ମିନିଟ ରହିଛି । କିନ୍ତୁ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗ ପୂର୍ବରୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ । ଏହି ପରାଗ ରେ ସୂର୍ଯ୍ୟ ମେଷ ରାଶିକୁ ଚାଳନ କରୁଛନ୍ତି । ତେବେ ମେଷ, ବୃଷ, କନ୍ୟା ରାଶି ଉପରେ ପରାଗ ର ପ୍ରଭାବ ଭଲ ରହୁ ନାହି । ଚଳିତ ଥର ସୂର୍ଯ୍ୟପରାଗ ୩ଟି ହୋଇ ଥିବାରୁ ସୂର୍ଯ୍ୟ ମଧ୍ୟ ୩ ପ୍ରକାରର ଦେଖାଯିବେ ।

ଆଂଶିକ ପରାଗ, ପୂର୍ଣ୍ଣ ପରାଗ ଓ କୁଣ୍ଡଳାକାର ପରାଗ । ଚଳିତ ଥର ଏହି ପରାଗ ଆଣ୍ଟାର୍ଟିକା, ଥାଇଲ୍ୟାଣ୍ଡ, ଚୀନ, ଫିଲିପିନ୍ସ, ତାଇୱାନ, ପାପୁଆ, ଯୁଗିନୀ, ଇଣ୍ଡୋନେସିଆ, ଅଷ୍ଟ୍ରେଲିୟା, ପୂର୍ବ ଓ ଦକ୍ଷିଣ ଏସିଆ, ପ୍ରଶାନ୍ତ ମହାସାଗର, ହିନ୍ଦ ମହାସାଗର ଆଦି ସ୍ଥାନରେ ଦେଖାଯିବ । ଆଂଶିକ ସୂର୍ଯ୍ୟ ପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କର ଛୋଟ ଅଂଶକୁ ପ୍ରଭାବିତ କରାଯିବ ଯାହାକୁ ଆଂଶିକ ପରାଗ କୁହାଯିବ ।

ପୂର୍ଣ୍ଣ ସୂର୍ଯ୍ୟ ପରାଗ ରେ ଚନ୍ଦ୍ର ସୂର୍ଯ୍ୟଙ୍କ ମଝିରେ ରହି ସୂର୍ଯ୍ୟଙ୍କ କିରଣକୁ ରୋକିଥାଏ । ଏହି ପରାଗ ରେ ସୂର୍ଯ୍ୟ ଙ୍କ ଚାରିପଟେ କୁଣ୍ଡଳ ବା ରିଙ୍ଗ ଦୃଶ୍ୟମାନ ହୁଏ । ଏହାକୁ କୁଣ୍ଡଳାକାର ସୂର୍ଯ୍ୟ ପରାଗ  କୁହାଯାଏ । ଚଳିତ ପରାଗ ରେ ସୂର୍ଯ୍ୟ ଏଭଳି ଦୃଶ୍ୟମାନ ହେବେ । ସେହି ପରି ପୂର୍ଣ୍ଣ ସୂର୍ଯ୍ୟ ପରାଗ ରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ କୁହାଯାଏ । ହାଇବ୍ରିଡ ସୂର୍ଯ୍ୟ ପରାଗ କଣ ଅଟେ । ଆଂଶିକ, ପୂର୍ଣ୍ଣ ଓ କୁଣ୍ଡଳକାର ପାରଗ କୁ ହିନ ହାଇବ୍ରୀଡ ସୂର୍ଯ୍ୟ ପରାଗ ବୋଲି କୁହାଯାଏ ।

ଏହା ପ୍ରତି ୧୦୦ ବର୍ଷରେ ଥରେ ହୋଇଥାଏ । ଏହି ପରାଗରେ ଚନ୍ଦ୍ର ପୃଥିବୀ ଠାରୁ ଦୂରରେ ନ ଥାଏ କିମ୍ବା ପାଖରେ ବି ନ ଥାଏ । ଏହି ପରାଗରେ କିଛି ସମୟ ପାଇଁ ସୂର୍ଯ୍ୟ ରିଙ୍ଗ ଭଳି ଦେଖା ଯାଇଥାନ୍ତି । ଏହାକୁ ରିଙ୍ଗ ଅଫ ଫାୟାର ମଧ୍ୟ କୁହାଯାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *