ହନୁମାନଙ୍କ ଶକ୍ତିଶାଳୀ ମନ୍ତ୍ର ! ଶୋଇବା ପୁର୍ବରୁ ଜପନ୍ତୁ ଯାହା ମାଗିବେ ତାହା ପାଇବେ…

ବନ୍ଧୁଗଣ ଭଗବାନ ହନୁମାନଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଇଥାଏ । କାରଣ ପ୍ରଭୁ ସଙ୍କଟ ମୋଚନ ତାଙ୍କ ଭକ୍ତ ମାନଙ୍କୁ ସବୁ ପକାର ସଙ୍କଟରୁ ରକ୍ଷା କରିଥାନ୍ତି ।  ପ୍ରଭୁ ହନୁମାନଙ୍କର ଗଦା ଅସ୍ତ୍ର ହୋଇଥାଏ । ଏଥିସହ ମଙ୍ଗଳବାର ଓ ଶନିବାର ଏହି ଦୁଇ ବାର ପ୍ରଭୁଙ୍କର ପ୍ରିୟ ବାର ହୋଇଥାଏ । ସବୁ ହିନ୍ଦୁଙ୍କ ଘରେ ପ୍ରଭୁ ହନୁମାନଙ୍କ ପୂଜା ପାଠ ସହ ତାଙ୍କର ହନୁମାନ ଚାଳିଶା ପାଠ କରାଯାଇଥାଏ । ବିଶେଷ କରି ମଙ୍ଗଳବାର ଦିନଟିକୁ ପ୍ରଭୁ ହନୁମାନଙ୍କର ପୂଜା ପାଠ କରିବାର ସର୍ବଶ୍ରେଷ୍ଠ ଦିନ ବୋଲି ମାନା ଯାଇଥାଏ ।

ତେଣୁ ଯେଉଁ ମାନେ ପ୍ରଭୁ ହନୁମାନଙ୍କର କୃପା ପାଇବାର ଅଛି । ତେବେ ସେମାନେ ମଙ୍ଗଳବାର ଦିନରେ ତାଙ୍କର ବିଶେଷ ରୂପେ ପୂଜା ଆରାଧନା କରିପାରିବେ । ଏଥିସହ ଏପରି କିଛି କାର୍ଯ୍ୟ କରନ୍ତୁ । ଯାହା ଦ୍ଵାରା ଆପଣ ଭଗବାନ ହନୁମାନଙ୍କୁ ଅତି ଶୀଘ୍ର ପ୍ରସନ୍ନ କରାଇ ପାରିବେ । ବନ୍ଧୁଗଣ ହନୁମାନ ଚାଳିଶା ପାଠ କରିବାର ଅନେକ ଫାଇଦା ରହିଛି ।

ଯେଉଁ ଭକ୍ତ ପୁରା ହୃଦୟରୁ ଭକ୍ତି ଓ ଶ୍ରଦ୍ଧାଭାବରେ ପ୍ରଭୁଙ୍କର ହନୁମାନ ଚାଳିଶାକୁ ପାଠ କରିଥାଏ । ପ୍ରଭୁ ତାହାର ସବୁ ସଙ୍କଟକୁ ଦୂର କରିଥାନ୍ତି । ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ବିଶେଷ ରୂପେ ପୂଜା କରିବା ସହ ସେଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ । ଯାମିନୀ ତେଲ ପ୍ରଭୁ ହନୁମାନଙ୍କରା ଅତ୍ୟନ୍ତ ପ୍ରିୟ ତେଲ ଅଟେ । ତେଣୁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ତାଙ୍କୁ ଯାମିନୀ ତେଲ ଅର୍ପଣ କରନ୍ତୁ । ଯାହା ଦ୍ଵାରା ବ୍ୟକ୍ତିରା ଜାତକରେ ମଙ୍ଗଳଦୋଷର ପ୍ରଭାବ ଲାଗି ନଥାଏ ।

ବା ଯେଉଁ ବ୍ୟକ୍ତିରା କୁଣ୍ଡଳୀରେ ମଙ୍ଗଳ ଦୋଷ ଲାଗିଥାଏ । ଏହି ଉପାୟ କରିବା ଦ୍ଵାରା ତାହାର ପ୍ରଭାବ କମ ହୋଇଯାଇଥାଏ । ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ତାଙ୍କୁ ଗୁଡ, ଚିନୀ ସହ ପାନ ପତ୍ର ଚଢାଇ ପାରିବେ । ଲାଲ କିମ୍ବା କେଶରୀ ରଙ୍ଗ ପ୍ରଭୁ ହନୁମାନଙ୍କର ପ୍ରିୟ ରଙ୍ଗ ହୋଇଥାଏ ।

ତେଣୁ ମଙ୍ଗଳବାର ଦିନ ଲାଲ ରଙ୍ଗରା ପୋଷାକ ଧାରଣ କରିବା ବହୁତ ହିଁ ଶୁଭ ବୋଲି ମାନା ଯାଇଥାଏ । ଏହା ଛଡା ଲାଲ କପଡା ଓ ମଶୁର ଡାଲି ମଙ୍ଗଳବାର ଦିନ ଦାନ କରିବାକୁ ଶୁଭ ମାନା ଯାଇଥାଏ । ଏହା ଦ୍ଵାରା ବ୍ୟକ୍ତିର ମାନସିକ ଚିନ୍ତା ଦୂର ହୋଇଥାଏ । ମଙ୍ଗଳବାର ଦିନ ଭଗବାନ ବଜରଙ୍ଗୀବାଲୀଙ୍କର ପୂଜା କରିବା ସହ ଏହି ମନ୍ତ୍ରର ଜପ କରନ୍ତୁ ।

ସେହି ମନ୍ତ୍ରଟି ହେଉଛି ଓମ୍ ଶ୍ରୀ ହନୁମନ୍ତେୟ ନମଃ । ଏହି ମନ୍ତ୍ରଟିକୁ ଜପ କରିବା ଦ୍ଵାରା ପ୍ରଭୁ ବଜରଙ୍ଗୀବାଲୀଙ୍କର ଆପଣଙ୍କ ଉପରେ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *