ଶୁକ୍ର ବୃଷ ରାଶିରେ ଚଳିଲେ ବକ୍ରୀଚାଲ, କାହା ଉପରେ ହେବ ଧନର ବର୍ଷା ଓ କାହା ସ୍ଥିତି ହବ ଖରାପ- ଜାଣନ୍ତୁ

ସମୟକୁ ବହୁତ ଶକ୍ତିଶାଳି କୁହାଯାଇଛି କାହିଁକିନା ସମୟ ଅନୁଯାଇ ବ୍ୟକ୍ତି ପରିସ୍ଥିତି ଦୁର୍ବଳ ଏବଂ ସବଳ ହୋଇଥାଏ, ଆପଣମାନେ ନିଜ ଜୀବନରେ ଏହା ବହୁତ ଥର ଅନୁଭବ କରିଥିବେ ଯେ ବେଳେ ବେଳେ ଆପଣଙ୍କ ସମୟ ବହୁତ ଭଲ ଏବଂ ବେଳେ ବେଳେ ବହୁତ ଚିନ୍ତାମୟ ହୋଇଥାଏ ଏହା ସବୁ ସମୟ ଉପରେ ନିର୍ଭର କରିଥାଏ, ତେବେ କେତେବେଳେ ଆପଣଙ୍କୁ ହଟାତ ଏତେ ସୁଖ ପ୍ରାପ୍ତ ହୋଇଥାଏ ଯାହା ବିଷୟରେ ଆପଣଙ୍କ କେବେ ଚିନ୍ତା କରି ନଥାନ୍ତି ଆଉ କେବେ ଏତେ ଦୁଃଖ ମିଳିଥାଏ ଯାହାକୁ ଆପଣ ସମ୍ଭାଳି ପାରନ୍ତି ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ୧୩ ମଇ ୨୦୨୦ କୁ ବୃଷ ରାଶି ରେ ଶୁକ୍ର ଗ୍ରହ ପ୍ରବେଶ କରିବେ ଏବଂ ୨୫ ଜୁନ ୨୦୨୦ ପର୍ଯ୍ୟନ୍ତ ଏହି ରାଶି ରେ ରହିବେ, ଶୁକ୍ରଗ୍ରହକୁ ଜ୍ଯୋତିଷ ଶାସ୍ତ୍ରରେ ପ୍ରେମ, କଳା, ସୋନ୍ଦାର୍ଜୀ ଏବଂ ଏସ୍ବର୍ଜୀ କାରକ କୁହାଯାଇଥାଏ । ଶୂକରଙ୍କ ଓଲଟା ଚାଲି ପାଇଁ ସବୁ ୧୨ଟି ରାଶିଙ୍କ ଉପରେ ଭଲ ଏବଂ ଖରାପ ପ୍ରଭାବ ଦେଖିବାକୁ ମିଳିବ, ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ ।

ମେଷ :

ମେଷ ରାଶି ଲୋକଙ୍କ ରାଶିରେ ଶୁକ୍ର ଗ୍ରହ ଦ୍ଵିତୀୟ ଭାଗରେ ବକ୍ରି କରିବାକୁ ଯାଉଛି, ଯାହା କାରଣ ପାଇଁ ଏହି ରାଶି ଲୋକ ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ଆଜି ଆପଣଙ୍କ ମାନ ସମ୍ମାନ ବଢିବ ଆଜି ଆପଣ କିଛି ବଡ ଏବଂ ସମାଜ ସେବା ଭଳି କାର୍ଯ୍ୟ କରିବେ । ବହୁତ ସମୟ ଧରି ପରିବାର ରେ ହଉ ଥିବା ସମସ୍ଯା ଦୂର ହୋଇ ଜୀବ, କିଛି ଲୋକ ଆପଣଙ୍କୁ ସବୁବେଳେ ସପୋର୍ଟ କରିବେ ।

ବୃଷ :

ବ୍ରଶ ରାଶିରେ ଶୁକ୍ର ଗ୍ରହ ବକ୍ରି କରୁଛନ୍ତି ଏବଂ ବ୍ରଶ ରାଶି ଶୁକ୍ର ତେବେ ଗ୍ରହ ସ୍ଵରାଶି ଅଟେ,ଏହି ରାଶି ଲୋକଙ୍କ ପାଇଁ ବହୁତ ଭଲ ସମୟ ଅଟେ, ଭଲ ପରିଣାମ ଦେଖିବାକୁ ପ୍ରାପ୍ତ କରିବେ, ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖକାରୀ ଅଟେ, ଆଜି ଆପଣ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ, ଘର ପରିବାର ସୁଖମୟ ହବ । ଅନ୍ୟ ସାହାଜ୍ଯ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରିବେ, ସରକାରୀ ଲାଭ ପ୍ରାପ୍ତି କରି ପାରନ୍ତି କିଛି ଲାଭ ପାଇଁ ସମସ୍ତଙ୍କୁ କଥା କୁହନ୍ତି ନାହିଁ ।

ମିଥୁନ :

ମିଥୁନ ରାଶିରେ ଶୁକ୍ର ଗ୍ରହ ଦ୍ଵାଦଶ ଭାବରେ ବକ୍ରି ହୋଇଛି, ସାଙ୍ଗମାନଙ୍କ ପାଇଁ ଆଜି ଆପଣ ବହୁତ ଭଲ ସାହାଜ୍ଯ କାରୀ ହୋଇବେ । ପାଠ କ୍ଷେତ୍ର ରେ ଆପଣଙ୍କ ରୁଚି ବଢିବ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ, ଯେତେ ଚାହାନ୍ତି ସେତେ ଭଲ କାର୍ଯ୍ୟ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହୋଇବ । ଦାନ କରନ୍ତୁ ଆପଣଙ୍କ ପାଇଁ ଆବଶ୍ୟକ ଅଟେ । ଆଜି ଦିନ ଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ ।

କନ୍ୟା :

କନ୍ୟା ରାଶି ରେ ଶୁକ୍ର ନବମ ଭାବରେ ଅଛନ୍ତି, ଏହା ଆପଣଙ୍କ ପାଇଁ ଶାନ୍ତିପୂର୍ଣ ହୋଇବ, ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ । ସନ୍ଧ୍ୟା ସାମୟରେ ହଟାତ ଧାନ ଲାଭ ହୋଇବ, ଆଜି ମନ ଖୋଲି ସମୟ ଲାଭ ଉଠାନ୍ତୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ଅଟେ । ଆପଣଙ୍କ ହଜି ଥିବା ସାଙ୍ଗ ଆଜି ଆପଣଙ୍କୁ ଦେଖା କରିବେ ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ ।

ବିଛା :

ବିଛା ରାଶି ପାଇଁ ଶୁକ୍ର ଗ୍ରହ ବକ୍ରି ବହୁତ ଲାଭକାରୀ ଅଟେ, ଆପଣଙ୍କୁ ନିଜ ଭଲ ପାଇବା ମିଳିବ ଯାହା ପାଇଁ ଆପଣ ଅପେକ୍ଷା କରି ଥିଲେ, ବ୍ୟବସାୟ ପାଇଁ ଦୂର ଯାତ୍ରା ଯିବାକୁ ପଡି ପାରେ କିନ୍ତୁ ତାହା ପରେ ଗଲେ ମଧ୍ୟ ଚଳିବ ଆଜି ଆପଣ ନିଜ ଘର ଲୋକଙ୍କ ସହ ସମୟ ବିତାନ୍ତୁ । ପ୍ରଚୁର ମାତ୍ରା ରେ ଧନ ଲାଭ ସମ୍ଭବ ଅଟେ, ଆଜି ଆପଣ ନିଜ ସାମର୍ଥ୍ୟ ଠାରୁ ଅଧିକ କାମ କରିବେ ଯାହା ଦ୍ଵାରା ସମସ୍ତେ ଖୁସି ହୋଇବେ ।

କୁମ୍ଭ :

କୁମ୍ଭ ରାଶି ପାଇଁ ମଧ୍ୟ ଶୁକ୍ର ବକ୍ରି ବହୁତ ଶୁଭକାରୀ ଅଟେ, ଅନ୍ୟ କାର୍ଯ୍ୟ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉଚିତ ଅଟେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ । ଚିନ୍ତା କରନ୍ତୁ ନାହିଁ କିଛି ଭଲ ଖବର ଆପଣଙ୍କ ଘରେ ଆସିବ ଯାହା ଦ୍ଵାରା ସମସ୍ତ ଘର ଲୋକ ଖୁସି ହୋଇବେ । ଆପଣଙ୍କ ସପନ ଆଜି ପୂର୍ଣ ହୋଇବ, ବେକାର ଯାତ୍ରାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଭଲ ଲୋକଙ୍କ କଥା ଶୁଣନ୍ତୁ ଏବଂ ବଡ କଥା ମାନି ଚଳନ୍ତୁ ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

ତେବେ ଆସନ୍ତୁ ଜାଣିବା ଅନ୍ୟ ରାଶିଙ୍କ ପାଇଁ କେମିତି ରହିବ :

କର୍କଟ :

କର୍କଟ ରାଶି ଲୋକଙ୍କ ପାଇଁ ଶୁକ୍ର ବକ୍ରି ଶୁଭ ଏବଂ ଅଶୁଭ ଦୁହେଁ ହବ । ନିଜ ରହସ୍ୟମୟ କଥା ଗୁଡିକ କାହାକୁ କୁହନ୍ତୁ ନାହିଁ, ଆଜି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ, ଏବଂ ଆଜି ଆପଣଙ୍କୁ ସବୁ ଆଡୁ ସଫଳତା ପ୍ରାପ୍ତ ହବ । ଆଜି ଆପଣ ନିଜ ଲକ୍ଷ ପାଇବାରେ ସଫଳ ହୋଇବେ, ଆଜି ଆପଣ ନିଜ ମାଁ ବାପା ସହ ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ ।

ସିଂହ :

ଶୁକ୍ର ବକ୍ରି ସିଂହ ରାଶି ପାଇଁ ଭଲ ରହିବ, ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଉଚିତ, ଆଜି ଦିନ ବହୁତ ଲୋକଙ୍କ ପାଇଁ ଚିନ୍ତାମୟ ରହିବ, ପୁରୁଣା ହାନି ଆଜି ପୂର୍ଣ ହବାକୁ ଲାଗିବ କିନ୍ତୁ ଏହା ପାଇଁ ଆପଣଙ୍କୁ ପ୍ରୟାସ କରିବା ଉଚିତ ଅଟେ, ଆଜି ଆପଣଙ୍କ ଯେତେ ନିର୍ମାଣ କାର୍ଯ୍ୟ ଅଧା ହୋଇଛି ତାହା ଆଜି ପୂର୍ଣ ହୋଇ ଜୀବ, ଜୀବନସାଥି ସହ ସମ୍ପର୍କ ମଧୁର ହୋଇବ ।

Image Courtesy: Google

ତୁଳା :

ତୁଳା ରାଶି ଲୋକଙ୍କ ପାଇଁ ଶୁକ୍ର ବକ୍ରି କାରଣରୁ ବହୁତ କିଛି ଅସୁବିଧା ଦେଖିବାକୁ ହବ କିନ୍ତୁ ପରେ ସମାଧାନ ହୋଇଯିବ । ଆପଣ ନିଜ ଯୋଜନା ଗୁପ୍ତ ରଖିବେ, ସାଙ୍ଗମାନଙ୍କ ସହ ଦେଖା ଆପଣଙ୍କୁ ସୁଖ ପ୍ରଦାନ କରିବ । କାମରେ ଆଜି ଆପଣଙ୍କୁ ଥକା ଓ ଚିଟା ଲାଗିବ, ଆଜି ଠାରୁ କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ । ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।

ଧନୁ :

ଧନୁ ରାଶି ରେ ଶୁକ୍ର ବକ୍ରି କିଛି ଚିନ୍ତାମୟ ହବ ସବୁ ଆଡେ ହସ ଖୁସି ମାହୋଲ ରହିବ, ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ସହ ସମ୍ପର୍କ ଭଉତ ଭଲ ରହିବ ଏବଂ ଆପଣ ତାଙ୍କ ସହ ସମୟ ବିତାଇ ସୁଖ ପ୍ରାପ୍ତ କରିବେ । ଆଜି ଆପଣ ସାମାଜିକ କାର୍ଯ୍ୟ ପାଇଁ ଆକର୍ଷଣ କେନ୍ଦ୍ର ରହିବେ, ଅଫିସ ଅଧିକାରୀମାନଙ୍କ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ । ଆଜି ସଂଘର୍ଷ ପରେ କୌଣସି କାର୍ଯ୍ୟ ପୂର୍ଣ ହୋଇବ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ ।

ମକର :

ମକର ରାଶିରେ ଶୁକ୍ର ପଞ୍ଚମ ଭାବରେ ବାସ କରିବେ, ସମାଜ ରେ ଆପଣଙ୍କ ମହତ୍ଵ ବଢିବାକୁ ଲାଗିବ ଆଜି ଲୋକମାନେ ଆପଣଙ୍କୁ ସମ୍ମାନିତ କରିବେ, ଜୀବନସାଥି ଓ ସନ୍ତାନ ପରାମର୍ଶ କାର୍ଯ୍ୟ କଲେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆଜି ଆପଣଙ୍କ ଜୀବନ ରେ ସବୁ ପ୍ରକାର ସୁଖ ପ୍ରାପ୍ତ କରିବେ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ ।

ମୀନ :

ଶୁକ୍ର ବକ୍ରି ଦ୍ଵାରା ଆପଣ ବହୁତ ଗୁଡିକ କାର୍ଯ୍ୟ ଏକା ସହ କରି ପାରିବେ, କୋର୍ଟ ଆଇନ ସମ୍ବନ୍ଧିତ କାର୍ଯ୍ୟ ରେ କିଛି ସମୟ ଲାଗି ପାରେ । ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ । ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ, ସଫଳତା ପ୍ରବଳ ଯୋଗ ଅଛି ।

Leave a Reply

Your email address will not be published. Required fields are marked *