ଜୋସ ଜୋସରେ ସମସ୍ତଙ୍କ ସାମ୍ନାରେ Parineeti Chopraଙ୍କ ସହିତ Sidharth Malhotra କରିଲେ ଏମିତି କିଛି, Video ହେଉଛି ଭାଇରାଲ

ଅଭିନେତ୍ରୀ ପରିଣୀତ ଚୋପଡାଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଯିଏକି ବର୍ତ୍ତମାନ ନିଜର ଫିଲ୍ମର ଶୁ-ଟି-ଙ୍ଗରେ ବହୁତ ବ୍ୟସ୍ତ ରହୁଛନ୍ତି । କହିବାକୁ ଗଲେ ତାଙ୍କର ପ୍ରାୟତଃ ଫିଲ୍ମ ବକ୍ସ ଅଫିସରେ ବିଶେଷ କିଛି ଖାସ କମାଲ କରି ପାରି ନାହିଁ । ବର୍ତ୍ତମାନ ଦିନରେ ପରିଣୀତ ଚୋପଡା ନିଜର ଏକ ପୁରୁଣା ଭିଡିଓକୁ ନେଇ ବହୁତ ଚର୍ଚିତ ଅଛନ୍ତି । ଏହି ଭିଡିଓରେ ସେ ନିଜର ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେଉଛନ୍ତି । କଣ ପୁରା ଘଟଣା ଚାଳନ୍ତୁ ଜାଣିବା ।

ବଲୀଉଡରେ ଅଭିନେତ୍ରୀମାନଙ୍କୁ ପ୍ରାୟତଃ ନିଜର ଡ୍ରେସ କାରଣରୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥାଏ । କିନ୍ତୁ ଏହା ସତ୍ବେ ବି ସବୁଦିନ ଅଭିନେତ୍ରୀମାନଙ୍କର ଏହିଭଳି କିଛି ଭିଡିଓ ନିଶ୍ଚିତ ରୂପରେ ଭାଇରାଲ ହୋଇଥାଏ । ପରିଣୀତ ଚୋପଡାଙ୍କ ବି ଏକ ଭିଡିଓ ଭାଇରାଲ ହେଉଛି ।

ପରିଣୀତ ଚୋପଡା ବର୍ତ୍ତମାନ ନିଜର ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେ ନିଜର ଏକ ଭିଡିଓ ବି ଶେୟାର କରିଥିଲେ । ଯେଉଁଥିରେ ସେ ଜିମରେ ୱାର୍କଆଉଟ କରୁଥିବାର ନଜର ଆସୁଛନ୍ତି । କହିଦେଉଛୁ କି ଅଭିନେତ୍ରୀ ପରିଣୀତ ଚୋପଡା ଜଲ୍ଦି ହିଁ ରଣବୀର କପୁର ଓ ଅନିଲ କପୁରଙ୍କ ସହ ଫିଲ୍ମ ‘ଆନିମାଲ’ରେ ନଜର ଆସିବେ । କିନ୍ତୁ ବର୍ତ୍ତମାନ ସମୟରେ ପରିଣୀତ ଚୋପଡା ଏହି ଫିଟନେସ ଭିଡିଓ ଛଡା ବି ତାଙ୍କର ଅନ୍ୟ କିଛି ଭିଡିଓ ବି ଭାଇରାଲ ହେଉଛି ।

ପରିଣୀତ ଚୋପଡା ଓ ସିଦ୍ଧାର୍ଥ ମଲ୍ହୋତ୍ରା ନିଜର ଫିଲ୍ମ ଜବରିୟା ଜୋଡ଼ୀର ପ୍ରମୋଶନ ପାଇଁ ଗୋଟିଏ ଇଭେଣ୍ଟକୁ ଯାଇଥିଲେ । ଯେଉଁଠି ପରିଣୀତ ଚୋପଡା ଗୋଟିଏ ଡିପ ନେକଲାଇନ ବାଲା ଡ୍ରେସ ପିନ୍ଧି ପହଞ୍ଚିଥିଲେ । ଯାହା ସହିତ ସେ ଅଳ୍ପ ମେକଅପ ଓ ଖୋଲା ଚୁଟିରେ ନିଜର ଲୁକକୁ ସମ୍ପୂର୍ଣ କରିଥିଲେ । ଯେତେବେଳେ ସେ ଏହି ଇଭେଣ୍ଟକୁ ପହଞ୍ଚିଲେ ତେବେ ସମସ୍ତେ ତାଙ୍କର ଏହି ଡ୍ରେସିଙ୍ଗ ଅବତାରକୁ ଦେଖି ଇମ୍ପ୍ରେସ ହୋଇଗଲେ । କିନ୍ତୁ କିଛି ସମୟ ପରେ ପରିଣୀତ ଚୋପଡାଙ୍କୁ ନିଜର ହିଁ ଏହି ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଲା ।

ମିଡିଆ ଓ ଫ୍ୟାନମାନଙ୍କ ଡିମାଣ୍ଡରେ ସିଦ୍ଧାର୍ଥ ମାଲ୍ହୋତ୍ରା ନିଜ ଫିଲ୍ମର ଏହି ସିନକୁ ରିକ୍ରିଏଟ କରିଲେ । କିନ୍ତୁ ଯେତେବେଳେ ସେ ପରିଣୀତ ଚୋପଡାଙ୍କୁ ନିଜ କୋଳରେ ଉଠାଇଲେ ତେବେ ସେହି ସମୟରେ ପରିଣୀତ ଚୋପଡା ନିଜ ଡ୍ରେସକୁ ନେଇ ବହୁତ ଅସୁରକ୍ଷିତ ମନେ କରୁଥିବାର ନଜର ଆସିଲେ । ଆପଣ ଦେଖି ପାରିବେ କି ପରିଣୀତ ଚୋପଡାଙ୍କ ଏହି ଡ୍ରେସ ବହୁତ ଡିପ ନେକ ଅଟେ । ଯେଉଁ କାରଣରୁ ତାଙ୍କର କ୍ଳେଭେଜ୍ସ ସଫା ସଫା ନଜର ଆସୁଛି ।

ଯେତେବେଳେ ସିଦ୍ଧାର୍ଥ ପରିଣୀତ ଚୋପଡାଙ୍କୁ କୋଳାରେ ଉଠାଇଲେ ତେବେ ଅଭିନେତ୍ରୀ ନିଜର ଡ୍ରେସକୁ ଠିକ କରୁଥିବାର ସମସ୍ତଙ୍କ ସାମ୍ନାରେ ନଜର ଆସିଲେ । ଏହା ସହିତ ନିଜର କ୍ଳେଭେଜ୍ସକୁ ବି ଠିକ କରୁଥିବାର ସେ କ୍ୟାମେରା ସାମ୍ନାରେ ନଜର ଆସିଲେ । ଏହି ଭିଡିଓକୁ ଦେଖିବା ମାତ୍ରେ ହିଁ ଲୋକମାନେ ତାଙ୍କୁ ସଠିକ ରୂପରେ ଡ୍ରେସ ପିନ୍ଧିବା ପାଇଁ ବି ଉପଦେଶ ଦେଲେ । ଏତିକି ନୁହେଁ ପରିଣୀତ ଚୋପଡାଙ୍କୁ ବହୁତ ଟ୍ରୋଲ ବି କରାଗଲା ।

Leave a Reply

Your email address will not be published. Required fields are marked *