ACF Soumya ଡେଥ ମିଷ୍ଟ୍ରି: Soumyaଙ୍କ କେସରେ ଆସିଲା ନୂଆ ମୋଡ, ଏହି ଚାରି ଜଣଙ୍କ ଝାଳ ବାହାର କରିଦେଲା କ୍ରାଇମ ବ୍ରାଞ୍ଚ, ଦେଖନ୍ତୁ Video 

ପ୍ରଶ୍ନ ପଚାରି ପଚାରି 4 ଜଣଙ୍କ ଝାଳ ବାହାର କରିଦେଲା କ୍ରା-ଇ-ମ ବ୍ରା-ଞ୍ଚ । ଭିତରକୁ ଯିବା ବେଳେ ଶଢା ସିଧା ଫେରିଲା ବେଳେ ଘାଇଲା । 4 ଜଣଙ୍କୁ 200 ରୁ ଅଧିକ ପ୍ରଶ୍ନ । ପୁଣି ଜେରା ହେବେ ବିଦ୍ୟା ଭାରତୀ ଡି ଏଫ ଓ । ମୃ-ତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ପୁରା ଜୋରସୋର କାମ କରୁଛି କ୍ରା-ଇ-ମ ବ୍ରା-ଞ୍ଚ । ପଚରା ଉଚରା କରିବାକୁ କ୍ରା-ଇ-ମ ବ୍ରା-ଞ୍ଚ ୬ ଜଣଙ୍କୁ ଡାକି ଥିଲା । ପ୍ରଥମ ପର୍ଜ୍ୟୟରେ ଦୁଇ ଜଣ ଓ ଦିତୀୟ ପର୍ଜ୍ୟୟରେ ଦୁଇ ଜଣଙ୍କୁ ମରାଥନ ଜେରା କରିଥିଲା କ୍ରା-ଇ-ମ ବ୍ରା-ଞ୍ଚ ।

ଅନ୍ୟ ଦୁଇଜଣଙ୍କୁ ଆଜି ଜେରା କରିବ କ୍ରା-ଇ-ମ ବ୍ରା-ଞ୍ଚ । ରୋଷେଇୟା ମନ୍ମଥ କୁମ୍ଭଙ୍କ ସହିତ ଅନ୍ୟ ଚାରି ଜଣ କର୍ମଚାରୀଙ୍କୁ ଡକା ଯାଇଥିଲା । ରୋଷେୟା ମନ୍ମଥ କୁମ୍ଭଙ୍କୁ ଜେରା କରିଥିବା ବେଳେ ଦୁଇ ଜଣ ଏସ ସି ଏଫ ଓ ଗୌ ପ୍ରସାଦ ରଥ, ଭାସ୍କର ରାଓ ଏବଂ ଆକାଶ ପ୍ରଧାନ ଆଦି ଚାରି ଜଣଙ୍କୁ ପଚରାଉଚରା କରିଥିଲା କ୍ରା-ଇ-ମ ବ୍ରା-ଞ୍ଚ ।


ସମୟ ଅଭାବରୁ ବନ କର୍ମଚାରୀ ସନ୍ତୋଷ ବିଶ୍ଵାଳ ଏବଂ ଅଜୟ ବାରିକଙ୍କୁ ଜେରା ସମ୍ଭବ ହୋଇନଥିବାରୁ ସେମାନେ ମଙ୍ଗଳବାର ଜେରା ହେବେ ବୋଲି କହିଛନ୍ତି କ୍ରା-ଇ-ମ ବ୍ରା-ଞ୍ଚ ଡି ଏସ ପି ମନୋରଞ୍ଜନ ମିଶ୍ର । ଆଜି ଯେଉଁ ମାନଙ୍କୁ ଜେରା କରାଯାଇଛି ସେମାନଙ୍କୁ ସଠିକ ଉତ୍ତର ମିଳିଥିବାର ଜଣା ପଡିଛି ।

କିନ୍ତୁ ଆବଶ୍ୟକ ହେଲେ ସେମାନଙ୍କୁ ପୁଣି ଜେରା କରିବେ ବୋଲି ଜଣା ପଡିଛି । ଏହି ଘଟଣାର ତଦନ୍ତ ବେଳେ ପୋ-ଲି-ସ ବହୁତ ଭୁଲ କରିଛି ବୋଲି କ୍ରା-ଇ-ମ ବ୍ରା-ଞ୍ଚର ଏଡିଜି ସଂଜୀବ ପଣ୍ଡା ପ୍ରକାଶ କରିଛନ୍ତି । ସେହି ପରି ପୁରୀ ଡିଜି ସଂଜୀବ ବାରିକ ମଧ୍ୟ ପୋ-ଲି-ସର ଖାମଖିଆଲି ଗୁଣ ଲାଗି ବହୁତ ବର୍ଷୀ ଥିଲେ ।

ତେଣୁ ବର୍ତମାନ ତଦନ୍ତ ଭାର ନେଇଥିବା କ୍ରା-ଇ-ମ ବ୍ରା-ଞ୍ଚ ତଦନ୍ତକୁ ମୂଳରୁ ଆରମ୍ଭ କରିଥିବା ବେଳେ କୌଣସି ଦିଗକୁ ଛାଡି ବାକୁ ଚାହୁଁ ନହିଁ । ତେଣୁ ସବୁ ଦିଗରୁ ତଦନ୍ତ କରୁଛି । ଜଣକୁ ଜଣକୁ ଦେଢରୁ ଦୁଇ ଘଣ୍ଟା ରଖିକି ଜେରା କରୁଛି ଓ ପଚାଶରୁ ୬୦ ପ୍ରଶ୍ନ ପଚାରିବା ସହିତ ସତ ଓଗାଳିବା ପାଇଁ ଚେଷ୍ଟା କରୁଛି ।

ଘଟଣା ତଦନ୍ତ କରୁଥିବା ପୋ-ଲି-ସ ଘଟଣା ପୁରା ସତକୁ ଲୋକ ଲୋଚନକୁ ଆଣି ପାରିନଥିଲା । ଏବେ ତଦନ୍ତ କରୁଥିବା କ୍ରା-ଇ-ମ ବ୍ରା-ଞ୍ଚ କେତେ ଦୂର ସଫଳ ହେଉଛି ତା ପାଇଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *