ଶୋଇବା ପୂର୍ବରୁ ପାଣି କାହିଁକି ପିଇବା ଉଚିତ, ନିଶ୍ଚୟ ଜାଣନ୍ତୁ

ସକାଳୁ ଉଠିଲା ପରେ ଖାଲି ପେଟରେ ତିନି ଗ୍ଲାସ ପାଣି ପିଇଲେ ଅନ୍ତରର ଶକ୍ତି ଜାଗ୍ରତ ହୋଇଥାଏ । ଏକ ଗ୍ଲାସ ପାଣି ଗାଧୋଇ ସାରି ପିଇଲେ ବ୍ଲଡ ପ୍ରେସର ନିୟତ୍ରଣ ହୋଇଥାଏ । ଦୁଇ ଗ୍ଲାସ ପାଣି ଖାଇବାର ଅଧଘଣ୍ଟା ପୂର୍ବରୁ ପିଇଲେ ଖାଦ୍ଯ ଭଲ ହଜମ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଅଧ ଘଣ୍ଟା ପାଣି ପିଇଲେ ହୃଦଘାତ ସମ୍ବାଭନା କମ ହୋଇଥାଏ । ପାଞ୍ଚୋଟି ଗୋଲମରୀଚ, ଗୋଟିଏ ପିଆଜ ଓ ଅଧା ଚାମଚ ଲୁଣକୁ ବତୀ କେଶରେ ଲଗାଏଲେ କେସ ଝଡିବା ବନ୍ଦ ହୁଏ ।


ମୁହଁରେ କଳା ଦାଗ ଥିଲେ ଦହିରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ଧୋଇଲେ ମୁହଁ ସଫା ହୋଇଥାଏ । ମୁହଁର ରଙ୍ଗ ସଫା କରିବା ପାଇଁ ହେଲେ ଆଲୁର ରସକୁ ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ । ଦୁଇଟି ଗୁଜୁରାତିକୁ ଗୁଣ୍ଡା କରି ରାତିରେ ଶୋଇବା ବେଳେ ଉଷୁମ ପାଣିରେ ଖାଇଲେ କେସ ମୂଳ ମଜଭୁତ ହୋଇଥାଏ । ଅଣ୍ଟା ଦରଜ ହଉଥିଲେ ପାଞ୍ଚଟି ଖଜୁରୀ କୋଳି ସହିତ ମେଥି ଗୁଣ୍ଡକୁ ସିଝାଇ ଖାଇଲେ ତାହା ଦୂର ହୁଏ ।


ପେଟର ଗ୍ଯସ ସମସ୍ଯା ଦେଖାଦେଲେ ଏକ ଚାମଚ ଜୁଆଣୀ ସହିତ ଟିକେ କଳା ଲୁଣ ମିଶାଇ ଉଷୁମ ପାଣିରେ ଖାନ୍ତୁ । ରୋଷେଇ କରିବା ଦ୍ଵାରା ଚୁଲାକୁ ଭଲ ଭାବେ ସଫା କଋବ ଉଚିତ ଏହା ସମୃଦ୍ଧିର ପ୍ରତୀକ ଅଟେ । ରାତିରେ ରୋଷେଇ ଘରେ କେବେବି ଅଇଁଠା ବାସନ ରଖନ୍ତୁ ନାହିଁ ଏହା ଶୁଭ ହୋଇଥାଏ । ଭଙ୍ଗା ବାସନରେ କେବେବି ଖାଆନ୍ତୁ ନହିଁ ଏହା ଅଶୁଭ ହୋଇଥାଏ ।


ରୋଷେଇ ଘରେ କେବେବି ଔଷଧ ଏବଂ ପୂଜା ସ୍ଥାନରେ ରଖନ୍ତୁ ନହିଁ ଏହା ଅମଙ୍ଗଳ ହୋଇଥାଏ । ଘରର ଉତ୍ତର ପୂର୍ବ କୋଣରେ କାଚ ପାତ୍ରରେ ଲୁଣ ରଖିଲେ ଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଘର ଭିତରେ ମହାଦେବଙ୍କର ପରିବାର ସହିତ ଫଟ ରଖିଲେ ପିଲାମାନେ ଆଜ୍ଞାକାରି ହୋଇଥାନ୍ତି । ପଇସା ରଖୁଥିବା ସ୍ଥାନରେ କିମ୍ବା ଆଲମାରୀରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ଯା ହୋଇନଥାଏ ।


ଘରର ପଇସା ରଖୁଥିବା ଆଲମାରି ଘରର ଦକ୍ଷିଣ ଦିଗରେ ରଖିଲେ ଶୁଭ ହୋଇଥାଏ । ଘରର ଗାଧୁଆ ଘର କିମ୍ବା ପାଇଖାନା କବାଟ ସବୁବେଳେ ବନ୍ଦ ରହିବା ଉଚିତ ଏହାକଲେ ମଙ୍ଗଳହୋଇଥାଏ । ରୋଷେଇ ଘରେ କେବେବି ଆଇନା ଲଗାଇବା ଉଚିତ ନୁହେଁ ଏହା କଲେ ମଙ୍ଗ ହୋଇଥାଏ । ଘରର ଉତ୍ତର ଦିଗରେ ବିବାହ ଫଟ ଲଗାଇବା ମଙ୍ଗଳ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *