ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ମେଷ ରାଶି ଲୋକ ନିଜ ଭିତରେ ସଂଯମତା ରକ୍ଷା କରନ୍ତୁ ନହେଲେ ଆପଣଙ୍କ ଏହି ସ୍ଵଭାବ ଲାଗି କାହା ସହିତ ମନମାଳିନ୍ୟ ହୋଇପାରେ । ପରିବାରର ମହୋଲ କିଛି ଚିନ୍ତା ଜନକ ହୋଇପାରେ ସେଥିପାଇଁ ଆପଣ ପ୍ରୟାସ କରି ତାକୁ ଠିକ କରିବା ଦରକାର । ନିଜ କର୍ମଚାରୀଙ୍କ କାରଣରୁ ଅସୁବିଧା ହୋଇପାରେ । ମିତ୍ରଙ୍କ ସହିତ ସମୟ ବ୍ଯତୀତ ହେବ ।
ବୃଷ:- ଘର ପରିବାର ଲୋକଏନକେଏସ ସହିତ ଭଲ ସମୟ ବ୍ଯତୀତ କରିବେ । ଆପଣଙ୍କ କାମ ସହିତ ଜଡିତ ସମସ୍ୟାର ସମାଧାନ ହେବ । ଆପଣଙ୍କ ଖର୍ଚ ଅଧିକ ହୋଇପାରେ ସେଥିଲାଗି ବୁଝି ସୁଝି ଖର୍ଚ କରନ୍ତୁ । ଛାତ୍ରଙ୍କ ପାଇଁ ଏହି ଦିନତି ବହୁତ ଭଲ ରହିବ । ଆଜି ଆମେ ଊର୍ଜାବାନ ଅନୁଭବ କରିବେ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲରେ ରଖିବାକୁ ସାହାର୍ଯ୍ୟ କରିବ । ସାମାଜିକ କ୍ଷେତ୍ରରେ ଆପଣଙ୍କୁ ଲୋକପ୍ରିୟତା ମିଳିପାରେ । ସନ୍ତାନ ତରଫରୁ ଖୁସି ଖବର ମିଳିପାରେ ।
ମିଥୁନ :- ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ସମୁଦୟରେ ଆପଣଙ୍କ ମାନସନମାନ ବଢିବ । ଯାତ୍ରା ଲାଭକରି ରହିବା ଓ ଦିନ ମଙ୍ଗଳମୟ ବିତିବ । ଆପଣ ସହିବାର ଶକ୍ତି ରଖନ୍ତୁ । ଜଲ୍ଦି ଆପଣ କ୍ରୋଧରେ ଭାରି ଯାଉଞ୍ଚନ୍ତି । ଆଜି ସନ୍ତାନଙ୍କ ତରଫରୁ ଆପଣଙ୍କୁ କୌଣସି ପ୍ରକାରର ଶୁଭ ସମାଚାର ମିଳିପାରେ । ପ୍ରେମ ପ୍ରସଙ୍ଗ ମାମଲାରେ ମଧ୍ୟ ସଫଳତା ମିଳିବାର ଆଶା ରହିଛି ।
କର୍କଟ :- ଆଜି ଆପଣଙ୍କ ଖର୍ଚ ଅଧିକ ହୋଇପାରେ । ଯଦି ଆପଣ ନିଜକୁ ଅଭିବ୍ୟକ୍ତ କରିବାରେ ଜୋର ଦେବେ, ତେବେ ସଫଳତା ଆପଣଙ୍କ ପାଦ ଚୁମିବ । ଆପଣଙ୍କ କଥା ଦ୍ଵାରା ଲୋକ ପ୍ରଭାବିତ ହେବ । କାର୍ଯ୍ୟ କ୍ଷେତ୍ରରେ ଅବସ୍ତା ସାମାନ୍ଯ ରହିବ । ରଚନାତ୍ମକ କାମରେ ଲାଗିଥିବା ଲୋକଙ୍କୁ ବଡ ସଫଳତା ମିଳିବ । ଜୀବନସାଥି ଓ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କ ସମ୍ବନ୍ଧ ସାମଜସ୍ୟ ପୂର୍ଣା ରହିବ । ବିଦେଶ ଯିବାର ସ୍ଵପ୍ନ ପୁରା ହୋଇପାରେ ।
ସିଂହ :- ଆଜି ଆପଣ ନିଜ ଖାଇବା ପିଇବାରେ ଧ୍ୟାନ ଦିଅନ୍ତୁ । ନିଜର ପୁରା ଊର୍ଜା ଓ ଚିହ୍ନା ପରିଚଙ୍କ ପ୍ରୟୋଗ କରି ଯେତେ ଜଲ୍ଦି ହୋଇବ ନିଜ କାମକୁ ପୁରା କରିବେ । ଆୟ ବଢିବ ଦ୍ଵାରା ମନ ଖୁସି ରହିବ । ଘରେ କୌଣସି ସମାରୋହର ଆୟୋଜନ କରିବେ । ଦାଂପତ୍ଯ ଜୀବନରେ ଜୀବନସାଥି ଆପଣଙ୍କ ସହଯୋଗ କରିବେ ଓ ତାଙ୍କ ଦ୍ଵାରା ଆପଣଙ୍କୁ କିଛି ଏମିତି ସଯେସନ ମିଳିବ ଯାହା ଆପଣଙ୍କର ବହୁତ କାମରେ ଆସିବ ।
କନ୍ୟା :- ଆଜି କୀର୍ତି ଯଶରେ ବୃଦ୍ଧି ହେବ । ପରିଜନଙ୍କ ସହିତ ମନମାଳିନ୍ୟ ନହେଉ, ତାର ଧ୍ୟାନ ରଖନ୍ତୁ । ମୌଦ୍ରିକ ଲାଭ ପାଇଁ ଏହା ଗୋଟେ ଉତ୍କୃଷ୍ଟ ଦିନ ହେବ । ଆପଣଙ୍କ ପାରିବାରିକ ଓ ବୈବାହିକ ଜୀବନ ସମାଜସ୍ୟ ପୂର୍ଣ ରହିବ । କାହା ସହିତ ଅଧିକ ଦିନରୁ ଚାଲିଥିବା ଅସୁବିଧା ଦୂର ହେବ । ଛାତ୍ର ମାନଙ୍କୁ କିଛି ଭଲ ଲାଭ ମିଳିବାର ସମ୍ଭାବନା ରହିଛି । ଆପଣଙ୍କୁ ଆପଣଙ୍କ ଭାଇ ଭଉଣୀ କାରଣରୁ ଲାଭ ହୋଇପାରେ ।
ତୁଳା :- ଆଜି ସାଙ୍ଗ ମାନଙ୍କ ସହିତ ମସ୍ତି ମଜାକ କରିବା ପାଇଁ ସୁଯୋଗ ମିଳିବ । କୌଣସି ନୂଆ ଜବ ପ୍ରୋଜେକ୍ଟରେ କାମ କରିବେ । ଆପଣଙ୍କ ବିରୋଧୀ ଆପଣଙ୍କଠୁ ହାର ମାନିନେବେ । କାମରେ ଭଲ ଫଳ ମିଳିବ । ଆପଣଙ୍କୁ ବହୁତ ପ୍ରକାର ଖାଦ୍ଯର ଆନନ୍ଦ ଉଠାଇବାର ସୁଯୋଗ ମିଳିବ । ବ୍ୟାପାର ପାଇଁ ଦିନଟି ସାମାନ୍ଯ ରହିବ । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଠିକ ଠାକ ରହିବ ।
ବିଛା :- ବିଛା ରାଶିର ଲୋକଙ୍କୁ ଆଜି କୌଣସି ନୂଆ ଅନୁଭବ ପ୍ରାପ୍ତ ହେବ । କୌଣସି ପ୍ରକାର ଯୁକ୍ତିତର୍କରେ ପଡନ୍ତୁ ନହିଁ, ନହେଲେ ଆଗକୁ ଯାଇ କଥା ବିଗିଡି ଯାଇପାରେ । ନୂଆ ମିତ୍ରା ବନିବେ, ବୁଦ୍ଧିମାନର ସହିତ କାର୍ଯ୍ୟ କରନ୍ତୁ ଓ ନିଜର ଅଧାକାମ ଶେଷ କରିବାରେ ଫୋକସ କରନ୍ତୁ । ନେଗେଟିଭ କଥାରୁ ଦୂରେଇ ରୁହନ୍ତୁ ।
ଧନୁ :- ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟକୁ ପୁରା କରନ୍ତୁ । ଆପଣଙ୍କୁ ନିଜ ସନ୍ତାନ ଠାରୁ ସହଯୋଗ ଓ ଲାଭ ମିଳିବ । ପୁରା ଦିନ ଘରେ ଉଶ୍ଚବର ମାହୋଲ ବନିବ । ପ୍ରେମୀ ମାନଙ୍କ ପାଇଁ ଏହି ଦିନ ବହୁତ ଭଲ ରହିବ । ଏହି ରାଶିର ଶିକ୍ଷା କ୍ଷେତ୍ରରେ ଜଡିତ ଛାତ୍ରଙ୍କୁ ବହୁତ ଭଲ ପରିଣାମ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ କିନ୍ତୁ ସୁସ୍ତି ଆପଣଙ୍କ ପାଇଁ କୌଣସି ପ୍ରକାର ଅସୁବିଧା ହୋଇପାରେ ।
ମକର :- ଆଜି ଆପଣଙ୍କୁ ମାନ ସନମାନ ମିଳିବ । ମଧ୍ୟାନ୍ନ ପରେ ସ୍ଥିତି ଟିକେ ବଦଳିବ । ଆଜି କାହାକୁ ଉଧାର ଦିଅନ୍ତୁ ନହିଁ, ପରିବାର ଲୋକଙ୍କ ସହିତ ମିଳାମିଶା ବହୁତ ଲାଭକାରୀ ରହିବ । ଜୀବନ ସାଥି ସହିତ ସମ୍ପର୍କରେ ଆହୁରି ମଧୁରତା ବଢିବ । ପ୍ରେମୀଙ୍କୁ ଉପହାର ମିଳିବ । କେଉଁଠୁ ଶୁଭ ସମାଚାର ପ୍ରାପ୍ତି ହୋଇପାରେ ଓ ବିଦେଶରେ ରହୁଥିବା କୌଣସି ନିଜ ଲୋକ ଆସିପାରନ୍ତି ।
କୁମ୍ଭ :- ଆଜି ଦିନତି ଏମିତି ଅଟେକି ଆପଣ ଯାହା ଚାହୁନଥିବେ ସେହିଭଳି ହେବନି । କାମରେ ଆପଣଙ୍କୁ ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ ତେବେ ଯାଇ ଭଲ ଫଳ ହାସିଲ କରିପାରିବେ । ନିଜ ବିରୋଧୀମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଆପଣଙ୍କୁ ଭାବୁକ ନହେବା ଦରକାର । ପରିବାରରେ ଆପଣଙ୍କ ହସ୍ତକ୍ଷେପ ଜରୁରୀ ହୋଇପାରେ କାରଣ ପରିବାରକୁ ଆପଣଙ୍କ ଆବଶ୍ୟକତା ହୋଇପାରେ ।
ମୀନ :- ଆଜି ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ଓ ଖୁସି ବଜାଏ ରହିବ । ବଡ ବିବାଦରୁ ଦୂରରେ ରୁହନ୍ତୁ ଓ ଏମିତି ଯୁକ୍ତି ତର୍କରେ ପଡନ୍ତୁ ନହିଁ ଯେଉଁଥିରେ ଆସୁବିଧା ହୋଇପାରେ । କାହା ସହିତ କଥା ହେଲା ବେଳେ କଥା ଉପରେ ସଂଯମତା ରକ୍ଷା କରନ୍ତୁ । ଆଜି କୌଣସି ମାମଲାରେ ଆଜି ଆପଣଙ୍କୁ ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ ।