ସୋମବାର 22 ମାର୍ଚ୍ଚ 2021- ବାବା ଭୋଳାନାଥଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବାର ଯୋଗ ବନୁଛି । ଗୋଟେ ନୂଆ ପ୍ରୋଜେକ୍ଟକୁ ଆରମ୍ଭ କରିବା ପାଇଁ ବଡ ଲୋକଙ୍କ ସହିତ କଥା ହେବେ । ସବୁ ଲମ୍ବିତ କାର୍ଯ୍ୟକୁ ପୁରା କରିବେ । ଯଦି ଆପଣ ଚାକିରି କରୁଛନ୍ତି ଆପନ୍ନକ କିଛି ଯୋଜନାକୁ ମଞ୍ଜୁରୀ ମିଳିବ । କ୍ରୋଧ କାରଣରୁ ଆପଣ କାର୍ଯ୍ୟ ବିଗିଡାନ୍ତୁ ନାହିଁ ତାର ଧ୍ୟାନର ଆବଶ୍ୟକ ଅଟେ । କୌଣସି ଅଚିହ୍ନା ଲୋକ ଉପରେ ବିଶ୍ବାସ କରନ୍ତି ନହିଁ ।

ବୃଷ :- ଆଜି ଆପଣଙ୍କ ସକାରାତ୍ମକ ଅନୁଭବ କରିବେ । କାହାର ସହଯୋଗ ହର୍ଷିତ କରିବ । କିଛି ଲାଭ ହେବାର ସମ୍ଭାବନା ରହିଛି । ଏହି ସମୟରେ ଟିକେବି ରିସ୍କ ନିଅନ୍ତୁ ନାହିଁ ଅନ୍ଯଥା ଆପଣଙ୍କୁ ହାନି ପହଞ୍ଚାଇ ପାରେ । ଧନ ଆଗମନର ସଙ୍କେତ ରହିଛି । ନିରର୍ଥକ କଥାରେ ଯୁକ୍ତି କରନ୍ତୁ ନହିଁ ଓ ବାଦ ବିବାଦରୁ ବଞ୍ଚନ୍ତୁ । ବିଦେଶ ଗମନ ପାଇଁ ପରିସ୍ଥିତି ଅନୁକୂଳ ହେବ । ବରିଷ୍ଠ ଅଧିକାରୀ ଦ୍ଵାରା ବହୁତ ଭଲ କାମ ମିଳିବ ।

ମିଥୁନ :- କାର୍ଯ୍ୟ କ୍ଷେତ୍ରରେ ଅଧିକାରୀ ବର୍ଗ ଙ୍କ ଠାରୁ ସହଯୋଗ ମିଳିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ନୂଆ ସଉଦା ମିଳିପାରେ ବା ଭବିଷ୍ୟତରେ ଲାଗୁ ହେବା ପାଇଁ କିଛି ନୂଆ କରିବାର ଯୋଜନା କରିବେ । ଆଜି ଆପଣ ନିଜ କାମ କାର୍ଯ୍ୟକୁ ବଢାଇବା ପାଇଁ ବହୁତ ସଫଳ ହେବ । ଏହା ସହିତ କାର୍ଯ୍ୟ ସମ୍ବନ୍ଧିତ ଯାତ୍ରାର ଲାଭ ମିଳିବ । ଆପଣଙ୍କ ପାରିବାରିକ ଜୀବନ ସୁଖମୟ ରହିବ । ବିରୋଧୀ ପକ୍ଷ ଆପଣଙ୍କ ବିପକ୍ଷରେ ନିର୍ବଳ ରହିବେ, ତାଙ୍କ ଦ୍ଵାରା କରାଯାଇଥିବା ପ୍ରୟାସ ନିଷ୍ଫଳ ହେବ ।

କର୍କଟ :- କୌଣସି ବିଶିଷ୍ଟ ଯୋଜନା ଦ୍ଵାରା ବଡ ଲାଭ ହୋଇପାରେ । ସ୍ଵାଜନଙ୍କ ଠାରୁ ଭଲ ସମାଛାଡ଼ ମିଳିବ । ଆପଣଙ୍କ କାରିୟରକୁ ନେଇ ଆପଣ ଇମାନ୍ଦାର ନୁହନ୍ତି । ସମପତିର ବଡ ସଉଦା ହୋଇପାରେ, ଯାହା ଲାଭ ହେବ । ଆପଣ ବୁଲିବା ଖାଇବା ଓ ପଇସା ପତ୍ର ଖରଚ କରିବାର ମୁଡରେ ରହିବେ କିନ୍ତୁ ଯଦି ଆପଣ ଏମିତି କରିବେ ତାହେଲେ ପରେ ପସ୍ତେଇବ ।  ପରିବାରରେ ବଡ ବିବାଦ ବାତାବରଣ ବନିପାରେ ।

ସିଂହ :-  ଦିନର ଆରମ୍ଭରେ ଅଳସ ଅନୁଭବ କରିବେ । ସନ୍ଥଙ୍କ ସାନିଧ୍ୟ ଲାଭ କରିବେ । ସ୍ଵାସ୍ଥ୍ୟରେ ଶିଥିଳତା ଓ ବ୍ୟଗ୍ରତା ଅନୁଭବ କରିବେ । ଆଜି ବହୁତ ଦିନରୁ ରହିଯାଇଥିବା କାମ ପୁରା ହେବାରେ ସଫଳ ହେବ । ପାରିବାରିକ ବିବାଦରୁ ଦୂରରେ ରୁହନ୍ତୁ । ଲଭମେଟଙ୍କ ସହିତ ଝଗଡା ହୋଇପାରେ, ଉଚିତ ହେବକି କଥା ହେବା ବେଳେ ସଂଯମତା ରକ୍ଷା କରନ୍ତୁ । ନିଜ କଥା ଉପରେ ଚର୍ଚା କରିବା ବା କାହା ଆଗରେ ପ୍ରକାଶ କରନ୍ତୁ ନହିଁ।

କନ୍ୟା :- ଯାତ୍ରା ଆପଣଙ୍କ ପାଇଁ ଆନନ୍ଦ ଦାୟକ ଓ ବହୁତ ଫଳପ୍ରଦ ହେବ । କିଛି ଦାୟିତ୍ଵ ଆପନ୍ନକ ପାଇଁ ରହିଛି, ତାକୁ କରିବାର ପ୍ରୟାସ କରିବେ । କାହାର ବିଗିଡି ଥିବା ସ୍ୱାସ୍ଥ୍ୟ ଆପଣଙ୍କର ଚିନ୍ତାର କାରଣ ହୋଇପାରେ । ବାହନ, ମସିନାରୀ, ଅଗ୍ନି ପ୍ରୟୋଗରୁ ସାବଧାନ ରୁହନ୍ତୁ । ପରିବାରର ସମସ୍ତଙ୍କ ସହିତ ମିଳିମିଶି ରୁହନ୍ତୁ ଓ ଆଉ ତାଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ପ୍ରେମ ଜୀବନରେ ମଧୁରତା ବନି ରହିବ ।

ତୁଳା :- ଆଜି କାହା ସହିତ ବଡ ବିବାଦ କରନ୍ତୁ ନହିଁ । ନିଜ ରଗକୁ କଣ୍ଟ୍ରୋଲରେ ରଖିବା ପାଇଁ ପୁରା ଚେଷ୍ଟା କରନ୍ତୁ । ବେକାର କଥା ଉପରେ ଆପଣଙ୍କ ପଇସା ବର୍ବାଦ ହୋଇପାରେ । ଆଜି ଦିନରେ ଆପଣଙ୍କ ପ୍ରରାକ୍ରମ ଓ ସାହସ ବହୁତ ବଢିବ । ସମଯରେ ମାନ ସନମାନ ମିଳିବ । ପରିବାରରେ ବହୁତ ଶାନ୍ତି ମିଳିବ । ନିଜ କଥାକୁ କଠୋର କରନ୍ତୁ ନହିଁ । ସ୍ୱାସ୍ଥ୍ୟ ସମସ୍ଯା ଆପଣଙ୍କୁ ଚିନ୍ତିତ କରିବ ।

ବିଛା :-  ଆଜି ହଠାତ ଫାଇଦା ହୋଇପାରେ । ସ୍ଵାସ୍ଥ୍ୟରେ ସୁଧାର ଆପଣଙ୍କ ପାଇଁ ଭାଗ୍ୟ ନେଇକରୀ ଆସିବ । ବିବାହିତା ଜାତକଙ୍କ ଦାଂପତ୍ଯ ଜୀବନରେ କିଛି ଚ୍ୟାଲେଞ୍ଜ ଆସିପାରେ । ଆଜି ଆପଣଙ୍କୁ ପରିବାରର ଇଷ୍ଟ ମିତ୍ରଙ୍କ ସହିତ ଭେଟ, ଉପହାର ମିଳିବ । ବାଣୀ ଉପରେ ସଂଯମତା ରଖନ୍ତୁ, ଅନ୍ଯଥା କାମ ବିଗିଡି ପାରେ । ପରିବାରରେ କୌଣସି ସାଙ୍ଗର କଥା ଚାଲିବ, ଜିଏକି ଆପଣଙ୍କ କୌଣସି ନୂଆ ସ୍ଥିତି ବିଷୟରେ ଅବଗତ କରାଇବ ।

ଧନୁ  :- ଆଜି ପରିବାରର ମହୋଲ ଟିକେ ଖର ହୋଇପାରେ । ଲୋକ ଆପଣଙ୍କ କ୍ଷମତା ଉପରେ ଭରସା କରିବେ । ଆପଣଙ୍କ ଯୋଗ୍ୟତା ଉପରେ ବିଶ୍ବାସ ଜତାଇବେ । ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବା ପାଇଁ ବହୁତ ଭଲ ମୋଟିଭେସନ ମିଳିବ । ଆଜି ସାମାଜିକ ସ୍ତରରେ ଆପଣ ଅଧିକ ବ୍ୟସ୍ତ ରହିବେ । ନିଜ ପାଇଁ ଦିନଟି ଆଜି ବହୁତ ଭଲ ରହିବ ।

ମକର :- ମକର ରାଶିର ଲୋକ ମାନସିକ ଚିନ୍ତରୁ ବଞ୍ଚିକି ରୁହନ୍ତୁ । ଆପଣଙ୍କ ଚାକିରିରେ ପ୍ରଶଂସା ଆଉ ପଦୋନ୍ନତି ଦୁଇଟି ଯାକ ମିଳିବ । ବିରୋଧୀ ମାନଙ୍କ ଉପରେ ଭାରି ପଡିବେ । ଆପଣଙ୍କ ଆଖପାଖରେ ଚହଳ ପହଲ ହେବ । ବାଣୀ ଉପରେ ନିୟତ୍ରଣ ରଖନ୍ତୁ । କାର୍ଯ୍ୟରେ ବାଧା ଆସିପାରେ । ସ୍ୱାସ୍ଥ୍ୟ ମଜଭୁତ ରହିବ । ଯାହା ଫଳରେ କାମରେ ସଫଳତା ମିଳିବ ।  ସଫଳତା ଆପଣାଙ୍କ ପାଦ ଚୁମିବ ।

କୁମ୍ଭ :- ପରିବାର ତରଫରୁ ଆପଣଙ୍କୁ ଭଲ ସହଯୋଗ ମିଳିବ । ଆଜି କମ ପ୍ରେସରରେ ଆପଣଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ରହିବ । କୌଣସି କଥାରେ ଖୁସି ମିଳିବ । ଜୋସରେ ଆସି କୌଣସି ରିସ୍କ ନିଅନ୍ତୁ ନାହିଁ । ଭାବିଥିବା କାମ ଧୀରେ ହୋଇବ । ଜୀବନସଠି ସହିତ ବିବାଦ ହୋଇପାରେ । ମାତପିତଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଆଧ୍ୟତ୍ମ ଦ୍ଵାରା ଲାଭ ହୋଇବ ।

ମୀନ :- ଆଜି ବୀନା କାରଣରେ ଟେନସନ ନିଅନ୍ତୁ ନହିଁ । ନୂଆ ରଣନୀତି ଦ୍ଵାରା ନିଜ କାର୍ଯ୍ୟ କର୍ତା ଓ କର୍ମଠ କର୍ମଠ ଲୋକଙ୍କୁ ସଙ୍ଗଠିତ କରନ୍ତି । ଧାର୍ମିକ ଆଚରଣ କରିବେ । ଛୋଟ ପ୍ରବାସର ଆୟୋଜନ କରିପାରିବ । ବ୍ୟାପାରୀ ଜନଙ୍କ ବ୍ୟାପାରରେ ବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *