ନୂଆ ନୂଆ ବାହା ହୋଇଥିବା ହେରୋଇନ ମାନଙ୍କ ନଣନ୍ଦ ମାନଙ୍କୁ ଆଗରୁ କେବେ ଦେଖିନଥିବେ

ଓଡିଆ ଶ୍ରୀଏଲ ଦୁନିଆ ହେଉ ବା ଫିଲ୍ମ ଦୁନିଆ ଏଠାରେ କେବଳ ସେହି ବ୍ୟକ୍ତି ସଫଳତା ପାଇଥାଏ ଯାହା ଅଭିନୟ ଦର୍ଶକ ମାନଙ୍କ ମନ କିଣି ପାରିଥାଏ । ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ନିଜ ସ୍ବପନକୁ କିଛି ଲୋକ ସାକାର କରିଥାନ୍ତି । ତେବେ ପରିଶ୍ରମ କଲେ ଦିନେ ନା ଦିନେ ସବୁକିଛି ଭଲ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ପରିବାର ଜୀବନରେ ବହୁତ ମୁଲ୍ୟବାନ ହୋଇଥାଏ ଆଉ ଭାଉଜ ନଣନ୍ଦ ସମ୍ପର୍କ ସାଙ୍ଗ ସାଥି ସମ୍ପର୍କ ହୋଇଥାଏ ।

ନଣନ୍ଦ ନିଜ ଭାଉଜକୁ ନିଜ ମନ କଥା ଖୋଲିକି କହି ପାରିଥାଏ ଯାହା ସେ ନିଜ ଭାଇକୁ କହି ପାରେ ନାହିନ ତାହା ସେ ନିଜ ଭାଉଜକୁ କହିଥାଏ ଏହି ଭଳି କିଛି ଅଭିନେତ୍ରୀ ମାନଙ୍କ ସମ୍ପର୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଲିପି :

ତାରା ତାରିଣୀ ସିରିଏଲରେ ଆପଣ ଲିପିଙ୍କ ଅଭିନୟ ଦେଖିବାକୁ ପାଇଥିବେ, ତେବେ ଲିପିଙ୍କ ଅଭିନୟ ପାଇଁ ଆଜି ତାରା ତାରିଣୀ ଏତେ ପ୍ରସିଦ୍ଧ ହୋଇ ପାରିଛି । କଣ ଆପଣ ଜାଣିଛନ୍ତି ଲିପି କେବେ ଅଭିନୟ ଦୁନିଆକୁ ଆସିବାକୁ ଇଛା କରି ନଥିଲେ ସେ ନିଜ ବାପାଙ୍କ ଭଳି ପୋଲିସ ହବାକୁ ଇଛା କରିଥିଲେ କିନ୍ତୁ ତାଙ୍କ ମା ତାଙ୍କୁ ଅଭିନୟ ପାଇଁ କହିଥିଲେ ଆଉ ସେ ଆଜି ମା ପାଇଁ ଅଭିନୟ ଦୁନିଆରେ ଅଛନ୍ତି । ଲିପିଙ୍କର ତାଙ୍କ ମା ସହ ବହୁତ ଭଲ ସମ୍ପର୍କ ଅଛି ଦୁହେଁ ଦୁଇ ଭଉଣୀ ଭଳି ଅଛନ୍ତି । ତେବେ ଫ୍ରେଣ୍ଡ୍ସ ଇଏ ହେଉଛନ୍ତି ଲିପିଙ୍କ ଭାଉଜ ।

ପ୍ରିୟଙ୍କା :

ପ୍ରିୟଙ୍କା ଅଭିନୟ ଦୁନିଆକୁ ଆସିଲା ପରେ ନିଜ ଅଭିନୟ ଦ୍ଵାରା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ତାଙ୍କ ଅଭିନୟ ଆଉ ସୁନ୍ଦରତା ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିଛି । ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ସେ ନିଜ ପରିଶ୍ରମ ଦ୍ଵାରା ଆଜି ଏହି ଜାଗା ହାସଲ କରିଛନ୍ତି । ପ୍ରିୟଙ୍କାଙ୍କୁ ଆପଣ ମାନେ ତେଜସ୍ବିନୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବାର ଦେଖିଥିବେ । ପ୍ରିୟଙ୍କା ଭାଉଜ ଦେଖିବାକୁ ବହୁତ ସୁନ୍ଦରୀ ଆଉ ତା ଠାରୁ ବି ଅଧିକ ସୁନ୍ଦର ତାଙ୍କ ବ୍ୟବହାର ଅଟେ ।

ଜିନା :

ଆପଣ ମାନେ ଜିନାଙ୍କୁ ବହୁତ ଆଲ୍ବମ ଆଉ ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ ତାଙ୍କ ଅଭିନୟ ଲୋକଙ୍କ ମନରେ ଗୋଟେ ଅଲଗା ସ୍ଥାନ ରଖିଛି ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ଭାଉଜ ସହ ତାଙ୍କ ସମ୍ପର୍କ ବହୁତ ଗଭୀର ଅଟେ ଦୁଇ ନଣନ୍ଦ ଭାଉଜ ପ୍ରାୟତଃ ସମୟ ଏକାଠି ରୁହନ୍ତି । ଇଏ ହେଲେ ଜିନାଙ୍କ ଭାଉଜ ।

Leave a Reply

Your email address will not be published. Required fields are marked *