‘ତୁମେ ଆତ୍ମହତ୍ୟା କଲେ ସୋନାଲିକୁ କିଛି ଫରକ ପଡ଼ିବନି’, Soumyaଙ୍କୁ ଏମିତି କାହିଁକି କହିଥିଲେ Sonaliଙ୍କ ମା’…. ଭାଇରାଲଲ ହେଉଛି Audio ରେକର୍ଡିଂ

ବନ୍ଧୁଗଣ ଭୁବନେଶ୍ଵରର ଯୁବକ ସୋମ୍ୟ ପାଣିଗ୍ରାହୀ ନିଜର ପ୍ରେମିକା ସୋନାଲିଙ୍କ ପ୍ରେମରେ ଧୋକା ପାଇବା କାରଣରୁ ଆତ୍ମହତ୍ୟା କରିଛନ୍ତି ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଦୁହିଙ୍କର ସମ୍ପର୍କ ବିଷୟରେ ଦୁଇ ପରିବାରର ଜାଣିଥିଲେ । ତେବେ ମୃତ୍ୟୁ ପୂର୍ବରୁ ସୋମ୍ୟ ସୋନାଲିଙ୍କ ମା ସହ ସୋନାଲି ବିଷୟରେ କିଛି ଆଲୋଚନା କରିଛନ୍ତି ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତେବେ ସୋମ୍ୟ ଓ ସୋନାଲିଙ୍କ ମା କଥା ହୋଇଛନ୍ତି କି ସୋନାଲି ପ୍ରତିଦିନ ସୋମ୍ୟଙ୍କୁ ସବୁ କଥାରେ ମିଛ କହୁଥିଲେ । ସୋମ୍ୟ କହିଛନ୍ତି ଯେ ସୋନାଲି ତାଙ୍କୁ ମାରିବା ପାଇଁ ମଧ୍ୟ ଧମକ ଦେଉଥିଲେ । ସବୁବେଳେ ସୋନାଲି ଅନ୍ୟ ମାନଙ୍କ ସହ ବୁଲାବୁଲି କରିବାକୁ ପସନ୍ଦ କରୁଥିବାରୁ ସୋମ୍ୟ କହିବାରୁ ସୋନାଲି ଏହାର ପ୍ରତିବାଦ କରିଥିଲେ ।

ସୋନାଲିଙ୍କ ସାଙ୍ଗ ସରିତାଙ୍କ ସହ ସୋନାଲୀ ରହିଥିବାର ମିଛ କହିବା ପରେ ସୋମ୍ୟଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ବାରମ୍ବାର ସୋମ୍ୟ ଫୋନ କରିବା ପରେ ମଧ୍ୟ ସୋନାଲି ଉଠାଇ ନ ଥିଲେ । ଏ ବାବଦରେ ସୋମ୍ୟ ସୋନାଲିଙ୍କ ମାଙ୍କ ସହ ଆଲୋଚନା କରିଛନ୍ତି ।

କଣ ପାଇଁ ସୋନାଲି ସୋମ୍ୟଙ୍କ ସହ ଏପରି ଦୁର୍ବ୍ୟବହାର କରୁଛନ୍ତି ତାହା ବିଷୟରେ ସୋମ୍ୟ ସୋନାଲିଙ୍କ ମାଙ୍କ ସହ ଆଲୋଚନା କରୁଛନ୍ତି । ସୋନାଲିଙ୍କ ମା କହୁଛନ୍ତି କି ତୁମେ ମୋ ଝିଅକୁ ଆଉ ଫୋନ କରିବା ନାହି କି ତା ସହ କଥା ହେବ ନାହି ।

ସୋମ୍ୟ ଓ ସୋନାଲିଙ୍କ ଫୋଟୋ ସୋନାଲିଙ୍କ ମୋବାଇଲରେ ରହିଥିବାରୁ ତାକୁ ଡ଼ିଲିଟ କରିବା ପାଇଁ ସୋମ୍ୟ କହିଅବରୁ ସୋନାଲିଙ୍କ ମା କହିଛନ୍ତି ଯେ ସେ ଫୋଟୋ ରଖୁଥାଉ ତୁମର କଣ ଅସୁବିଧା ହେଉଛି । ଯାହା ଅସୁବିଧା ହେବ ତାର ହେବ । ସୋମ୍ୟ କାନ୍ଦିକି କହୁଛନ୍ତି କି ମୁଁ ଆତ୍ମହତ୍ୟା କରିଲେ ସୋନାଲି ଉପରେ ଫରକ ପଡିବ କିନ୍ତୁ ସୋନାଲିଙ୍କ ମା କହୁହନ୍ତି କି ତାଙ୍କ ଝିଅ ଉପରେ କିଛି ବି ଫରକ ପଡିବ ନାହି ।

ସୋମ୍ୟଙ୍କ କହିବା ମୁତାବକ କଣ ପାଇଁ ସବୁ କଥାରେ ସୋନାଲି ମିଛ କହି ଅନ୍ୟ କାହା ସହ ଦେଖା କରିବାକୁ ଯାଉଛନ୍ତି । ଏତେ ବର୍ଷର ସମ୍ପର୍କ ପରେ ସୋମ୍ୟଙ୍କୁ କଣ ପାଇଁ ସୋନାଲି ଧୋକା ଦେଲେ ତାହା ପ୍ରଶ୍ନ କରିଛନ୍ତି ସୋମ୍ୟ । ସୋନାଲୀଙ୍କ ସହ ଆଉ ସମ୍ପର୍କରେ ରହିବେ ନାହି ବୋଲି ସୋମ୍ୟ ସୋନାଲିଙ୍କ ମାଙ୍କୁ କହିଛନ୍ତି ।

ସୋମ୍ୟ ବହୁତ କଷ୍ଟ ଅନୁଭବ କରୁଛନ୍ତି ସୋନାଲିଙ୍କ ବ୍ୟବହାର ପାଇଁ ଯାହା ଶୁଣିବା ପରେ ସୋନାଲିଙ୍କ ମା ମଧ୍ୟ କହୁଛନ୍ତି ମତେ ବି ଖରାପ ଲାଗୁଛି । ସୋମ୍ୟ କହିଛନ୍ତି ସୋନାଲି ମୋ ପାଇଁ ଯୋଗ୍ୟ ନୁହେଁ । ସୋନାଲି ସବୁବେଳେ ଭଲରେ ରୁହନ୍ତୁ କିନ୍ତୁ ତାର କର୍ମ ପାଇଁ ସେ ଭୋଗିବ ବୋଲି କହିଛନ୍ତି ସୋମ୍ୟ ।

ସୋମ୍ୟ କାନ୍ଦିକରି କରି ସୋନାଲୀଙ୍କ ମାଙ୍କୁ କହୁଛନ୍ତି ଯିଏ ମୋତେ କନ୍ଦେଇଛି ସେ ନିଶ୍ଚିନ୍ତ ଦିନେ କାନ୍ଦିବ । ସୋନାଲି ସର୍ବଦା ପାପ ଡିସ୍କୋ ଯିବା ପାଇଁ ଜିଦ କରିବା ସହ ଯେଉଁ ପିଲା ସହ ମିସୁଛନ୍ତି ସେମାନେ ଖରାପ ବୋଲି ସୋମ୍ୟ କହିଛନ୍ତି ।

ବନ୍ଧୁଗଣ ଆପଣଙ୍କର ସୋମ୍ୟଙ୍କର ଆଲୋଚନା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *