ମୃତ୍ୟୁ ପୂର୍ବରୁ Sonaliଙ୍କୁ ଶେଷ Call କରି କେମିତି କାନ୍ଦୁଥିଲେ Soumya, ଶୁଣନ୍ତୁ Audio

ବନ୍ଧୁଗଣ ଭୁବନେଶ୍ଵରର ଯୁବକ ସୋମ୍ୟ ପାଣିଗ୍ରାହି ତାଙ୍କର ପ୍ରେମିକା ସୋନାଲିଙ୍କ ଠାରୁ ପ୍ରେମରେ ଧୋକା ଖାଇବା ପରେ ଆତ୍ମହତ୍ୟା କରିଛନ୍ତି ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇ ପଡିଛି । ମୃତ୍ୟୁ ପୂର୍ବରୁ ସୋମ୍ୟ ଓ ସୋନାଲି କିଛି କଥାକୁ ନେଇ ଆଲୋଚନା କରିଛନ୍ତି । ତେବେ ସୋନାଲି ସାରସତ ନାମକ ପୁଅ ସହ କଥା ହେବେ ବୋଲି ସୋମ୍ୟଙ୍କୁ କହିଛନ୍ତି । ବାପା ମାଙ୍କ ରାଣ ପକାଇବା ପାଇଁ ସୋମ୍ୟ ଓ ସୋନାଲିଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା ।

ସୋନାଲି କହିଛନ୍ତି ଗୋଟେ ବାପାର ପୁଅ ହୋଇଥିଲେ ମୋତେ ଆଉ କଲ କରିବ ନାହି । ସୋନାଲି କହିଛନ୍ତି ଯେ ମୋର ତୁମ ସହ ଆଉ ରହିବାର ନାହି । ସବୁବେଳେ ମୋତେ ସନ୍ଦେହ କରୁଛ ମୋର ତୁମ ସହ ଆଉ ରହିବାର ନାହି ବୋଲି ସୋନାଲି କହିଛନ୍ତି । ସୋମ୍ୟ ରାଣ ପକାଇ କହୁଛନ୍ତି ସୋନାଲି ତୁମେ ସାରସତ ସହ କଥା ହେବ ।

ଉତ୍ତରରେ ସୋନାଲୀ ହଁ କହୁଛନ୍ତି । ୨୪ ଘଣ୍ଟା ଖାଲି ସୋମ୍ୟଙ୍କୁ ସୋଦିବା ସହ ସନ୍ଧେ କରୁଛନ୍ତି ବୋଲି ସୋନାଲି କହିଛନ୍ତି । କଥା ହେବା ସମୟରେ ସୋମ୍ୟ ବହୁତ ଜୋରରେ କାନ୍ଦୁଛନ୍ତି ଯାହା ଏହି ଭିଡିଓରେ ଆପଣ ମାନେ ଶୁଣି ପାରିବେ ।

ଏହି ସମୟରେ ସୋନାଲି କହୁଛନ୍ତି କି ତୁମେ ଏମିତି କାନ୍ଦିଲେ ମୋ ଉପରେ କିଛି ଫରକ ପଡିବ ନାହି । ସୋନାଲୀ ଫୋନ ଉଠାଇ ନ ଥିବାରୁ ସୋମ୍ୟ ସୋନାଲିଙ୍କ ବନ୍ଧୁ ସରିତାଙ୍କୁ କଲ କରିଥିଲେ । ଯାହାକୁ ନେଇ ସୋନାଲି ପ୍ରଶ୍ନ କରିଛନ୍ତି କି କଣ ପାଇଁ ତୁମେ ସରିତାକୁ ଫୋନ କରିଥିଲା ।

ସୋମ୍ୟ ସରିତାକୁ ଫୋନ କରି କହିଥିଲେ କି ସରିତା ସୋନାଲି ଜ୍ୟାକେଟ ଆଣିଛନ୍ତି କି ନାହି ତୁମେ ତାକୁ ଫୋନ ଦିଅ ସେ ମୋ ଫୋନ ଉଠାଉ ନାହି । ସୋମ୍ୟ କହୁଛନ୍ତି ତପନକୁ ତୁମେ ଫୋନ କରି କଥା ହଉନ । ଯାହାର ଉତ୍ତରରେ ସୋନାଲି କହିଛନ୍ତି କି କଣ ପାଇଁ ମୁଁ ତପନକୁ ଫୋନ କରିବି । ସୋମ୍ୟ କେବଳ ଜ୍ୟାକେଟ ପାଇଁ ଫୋନ କରିଥିଲେ ବୋଲି ସଫେଇ ଦେଇଛନ୍ତି ।

କିନ୍ତୁ ସୋନାଲିଙ୍କ କହିବା ଅନୁସାରେ ଯିଏ ଜ୍ୟାକେଟ ପାଇଁ ଫୋନ କରିବା ସେ କଣ ପଚାରିବ ତାର ପ୍ରେମିକା କୁଆଡେ ଯାଇଛି ବୋଲି । ସୋନାଲି ସଫା ସଫା ସୋମ୍ୟଙ୍କୁ ଆଉ ତାଙ୍କ ପାଖକୁ ଫୋନ କରିବାକୁ ମନ କରି ଦେଇଛନ୍ତି ଯାହା ଏହି ଭିଡିଓରେ ସ୍ପଷ୍ଟ ହେଉଛି । ସୋନାଲି ସୋମ୍ୟଙ୍କୁ ଏତେ ଖରାପ ବ୍ୟବହାର କରୁଛନ୍ତି ଯାହା ଏହି ଭିଡିଓରେ ସ୍ପଷ୍ଟ ହେଉଛି ।

ସୋମ୍ୟ କହୁଛନ୍ତି କି ମୋ ବାପା ମା ମୋତେ ଏତେ ଭଲ ପାଆନ୍ତି କି ତୁମେ ମୋ ସହ ଏମିତି କଣ ପାଇଁ ବ୍ୟବହାର କରୁଛ । ତୁମେ ଏମିତି କାନ୍ଦିକି ଗଡୁଥାଅ ବୋଲି ଉତ୍ତରରେ ସୋନାଲି କହିଛନ୍ତି । ସୋନାଲି କାହା ସହ ଗାଡି ଦେଖି ପଳାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୋମ୍ୟ । ସଂସ୍କାର ଭରପୁର ମୋ ପାଖରେ ରହିଛି ବୋଲି ସୋନାଲି କହିଛନ୍ତି । ସୋମ୍ୟ ସୋନାଲିଙ୍କ ମାଙ୍କ ସହ କଥା ହେବାକୁ କହିବାରୁ ସୋନାଲି ମନା କରିଛନ୍ତି ।

ବନ୍ଧୁଗଣ ଆପଣଙ୍କର ସୋମ୍ୟ ଓ ସୋନାଲିଙ୍କ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *