ACF ସୋମ୍ୟରଞ୍ଜନଙ୍କ ଡେଥ କେସ- ମୃତ୍ୟୁ ପଛରେ ଆମ୍ବୁଲାନ୍ସ ରହସ୍ୟ, ଦେଖନ୍ତୁ Video କଣ କହିଲେ ପ୍ରତ୍ୟକ୍ଷଦର୍ଶୀ

ନମସ୍କାର ବନ୍ଧୁଗଣ । ଏସିଏଫଓ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଆଉ ଏକ ବଡ ଖୁ-ଲା-ସା ହୋଇଛି । ସୂ-ଚ-ନା ଅନୁସାରେ ସେହି ବଡ ଖୁ-ଲା-ସା ହେଉଛି ଆ-ମ୍ବୁ-ଲା-ନ୍ସ ଟ୍ଵି-ଷ୍ଟ । ସୋମ୍ୟ ନି-ଆଁ-ରେ ପୋ-ଡି ହେବା ପରେ ତାଙ୍କୁ ଆ-ମ୍ବୁ-ଲା-ନ୍ସରେ ହସପିଟାଲକୁ ଅଣା ଯିବା ସମୟରେ ଫ-ରେ-ଷ୍ଟ ଗେଟ ପାଖରେ ଦୀର୍ଘ ଗୋଟେ ଘଣ୍ଟା ଧରି ଆ-ମ୍ବୁ-ଲା-ନ୍ସକୁ ଅ-ଟ-କା ଯାଇଥିଲା ।

ଏହାକୁ ନେଇ ବର୍ତ୍ତମାନ ଖୁବ ଜୋ-ର-ସୋ-ର-ରେ ଚର୍ଚ୍ଚା ଚାଲିଛି । ଘ-ଟ-ଣା ଦିନ ମହିଳା ପୋ-ଲି-ସ ମମତା ପାଣ୍ଡେ ସେଠାରେ ଉପସ୍ଥିତ ଥିଲେ । ଆ-ମ୍ବୁ-ଲା-ନ୍ସ ଅଧା ରାସ୍ତାରେ ଯିବା ସମୟରେ ଯେତେବେଳେ ଅ-ଟ-କା ଯାଇଥିଲା ସେହି ସମୟରେ ମମତା ପାଣ୍ଡେ ଆ-ମ୍ବୁ-ଲା-ନ୍ସ ପାଖରେ ଉପସ୍ଥିତି ଥିବାର ଏହି ଭି-ଡି-ଓ ରୁ ସ୍ପଷ୍ଟ ହେଉଛି । ସୋମ୍ୟଙ୍କ ଶରୀରର ୭୦% ପୋ-ଡି ହେବା ପରେ ତାଙ୍କୁ ହ-ସ୍ପି-ଟା-ଲ ଅଣାଯିବା ସମୟରେ ଆ-ମ୍ବୁ-ଲା-ନ୍ସ କିଏ ଓ କାହିଁକି ଅ-ଟ-କା-ଇ ଥିଲା ତାହା ଏବେ ପ୍ର-ଶ୍ନ ଉଠୁଛି ।

ଏହି ଘ-ଟ-ଣା କୁ ନେଇ ସେଠାରେ ଉପସ୍ଥିତ ଥିବା ମହିଳା ପୋ-ଲି-ସ ମମତା ପାଣ୍ଡେଙ୍କୁ ପ୍ର-ଶ୍ନ କରା ଯାଇଥିଲେ ମଧ୍ୟ ସେ ଏବେ କୌଣସି ଉତ୍ତର ଦେବାକୁ ଚାହୁଁ ନାହାନ୍ତି ବୋଲି ନିଜ ରା-ଏ ରେ କହିଛନ୍ତି । ମମତା ପାଣ୍ଡେ ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ କିଛି ସ-ମ୍ପ-ର୍କ ରହିଛି କି ନାହି ତାହା ମଧ୍ୟ ମମତା ପାଣ୍ଡେ ସ୍ପ-ଷ୍ଟ କରିବାକୁ ମନା କରି ଦେଇଥିଲେ । ଏ ଯାଏଁ ଏହି ଘ-ଟ-ଣାକୁ ନେଇ କ୍ରା-ଇ-ମ ବ୍ରା-ଞ୍ଚ ମମତା ପାଣ୍ଡେଙ୍କୁ କିଛି ବି ଜେ-ରା କରି ନାହାନ୍ତି । ଆଇଆଇସି ମମତା ପାଣ୍ଡେ ନିଜ ମତରେ କହିଛନ୍ତି ଯେ ଏହି ଘ-ଟ-ଣା ଏବେ ତ-ଦ-ନ୍ତ-ର ପରିସରଭୁକ୍ତ ହୋଇ ଆସିଛି ।

ତେଣୁ ସେ ନିଜ ସ-ଫେ-ଇ-ରେ କିଛି ବି କହିବାକୁ ଚାହୁଁ ନାହାନ୍ତି । ଯେଉଁ ଜାଗାରେ ଆ-ମ୍ବୁ-ଲା-ନ୍ସ ଅ-ଟ-କି ଥିଲା ସେଠିକାର କିଛି ସ୍ଥାନୀୟ ବାସିନ୍ଦା ଯିଏ କି ପ୍ରତ୍ଯେକ୍ଷଦର୍ଶୀ ନିଜ ରାଏ ରେ କହିଛନ୍ତି ଯେ ଯଦି ଠିକ ସମୟରେ ଆ-ମ୍ବୁ-ଲା-ନ୍ସ ହ-ସ୍ପି-ଟା-ଲରେ ପହଞ୍ଚି ପାରିଥାନ୍ତା ତେବେ ହୁଏ ତ ସୋମ୍ୟ ସାରଙ୍କ ଜୀବନ ବଞ୍ଚି ପାରିଥାନ୍ତା ।

କୌଣସି ବ୍ୟକ୍ତି ଜୀବନ ମ-ର-ଣ ସହ ଲଢିବା ସମୟରେ ତାକୁ ହ-ସ୍ପି-ଟା-ଲ ନ ନେଇ ଗୋଟେ ଘଣ୍ଟା ଧରି ଆ-ମ୍ବୁ-ଲା-ନ୍ସ ଅ-ଟ-କା-ଇ ରଖିବାର କଣ କା-ର-ଣ ହୋଇପାରେ ଏହାକୁ ନେଇ କିଛି ସ୍ଥାନୀୟ ଲୋକେ ନି-ନ୍ଦା ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତି କହିଛନ୍ତି ଯେ ସୋମ୍ୟ ଓ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କୁ ସେ ପ୍ରତେକ ଦିନ ମର୍ନିଙ୍ଗ ୱାକ କରିବା ସମୟରେ ଦେଖିଛନ୍ତି ।

ସୋମ୍ୟ ଜଣେ ବହୁତ ଭଲ ମଣିଷ ହେବା ସହ ନିରୀହ ସ୍ଵଭାବର ବ୍ୟକ୍ତି ଥିଲେ ବୋଲି ବ୍ୟକ୍ତି ଜଣକ ନିଜ ରାଏରେ କହିଛନ୍ତି । ଏହି ତମାମ ଘ-ଟ-ଣା ସାମନାକୁ ଆସିବା ପରେ ଏବେ ଗୋଟିଏ ପ୍ର-ଶ୍ନ ଉଠୁଛି ଯେ ସୋମ୍ୟଙ୍କୁ କିଏ ଓ କାହିଁକି ପୋ-ଡିଛନ୍ତି । ଏହା ସହ କଣ ପାଇଁ ରାସ୍ତା ମଝିରେ ଆ-ମ୍ବୁ-ଲା-ନ୍ସକୁ କିଏ ଓ କାହିଁକି ଅ-ଟ-କା-ଇ ଥିଲେ ତାହା ଏବେ ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇ ପଡିଛି ।

ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *