ବନ୍ଧୁଗଣ ଆଜିଭଳି ଦିନରେ କୌଣସି ପ୍ରକାରର ସନ୍ଦେହ ନାହିଁ ଯେ ପ୍ରଭାସ, ଅଲୁ ଅର୍ଜୁନ, ଏବଂ ରବିତେଜା ଙ୍କର ଜାଦୁ ପୁରା ସାଉଥ ଇଣ୍ଡଷ୍ଟ୍ରି ଉପରେ ଖେଳି ରହିଛି । ବନ୍ଧୁଗଣ କହିବାକୁ ଗଲେ ଏହି ୩ ଅଭିନେତାଙ୍କର ଅଭିନୟ ଅଲଗା ଅଲଗା, କିନ୍ତୁ ୩ ଜଣଙ୍କ ମଧ୍ୟରେ ଗୋଟିଏ ଜିନିଷ ସମାନ ଅଟେ ତାହା ହେଉଛି ପସନ୍ଦ,- ବନ୍ଧୁଗଣ ଆପଣ ଜାଣି ନଥିବେ ଯେ ଏହି ୩ ଟି ଅଭିନେତା ଗୋଟିଏ ଅଭିନେତ୍ରୀଙ୍କୁ ପସନ୍ଦ କରିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହା ବିଶ୍ଵାସ ହେଉନଥିବ, କିନ୍ତୁ ଏହା ସତ୍ୟ ଅଟେ ।
ବନ୍ଧୁଗଣ ଏବେ ଆପଣଙ୍କ ମନରେ ନାନା ପ୍ରକାରର ପ୍ରଶ୍ନ ଖେଳି ସାରିଥିବଣି ଯେ କିଏ ସେହି ଅଭିନେତ୍ରୀ ଜଣକ ? ଆସନ୍ତୁ ଏବେ ଜାଣିବା ସେହି ଅଭିନେତ୍ରୀ ଜଣକଙ୍କ ବିଷୟରେ । ବନ୍ଧୁଗଣ ସାଉଥ ଇଣ୍ଡଷ୍ଟ୍ରିର ଏହି ଦିଗ୍ଗଜ କଳାକାର ଯାହାଙ୍କୁ ପସନ୍ଦ କରୁଛନ୍ତି ସେହି ଅଭିନେତ୍ରୀ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅନୁସ୍କା ଶେଠୀ । ଯାହାଙ୍କ ପିଛାରେ ଏହି ଅଭିନେତା ମାନେ ନିଜର ହୃଦୟ ହାରି ସାରିଛନ୍ତି । ବନ୍ଧୁଗଣ କେବଳ ଏହି ଅଭିନେତ୍ରୀ ନୁହଁନ୍ତି ବହୁଳ ଦର୍ଶକଙ୍କ ହୃଦୟରେ ମଧ୍ୟ ଅନୁସ୍କା ଘର କରିସାରିଛନ୍ତି ।
୧- ଅଲୁ ଅର୍ଜୁନ;- ସାଉଥର ଏହି ସୁନ୍ଦର ଅଭିନେତ୍ରୀଙ୍କୁ ଅଲୁଅର୍ଜୁନ ବହୁତ ପସନ୍ଦ କରିଛନ୍ତି । ଯେବେ ଅଲୁଅର୍ଜୁନ ଅନୁସ୍କାଙ୍କ ସହିତ ଭିରମ ଫିଲ୍ମ ରେ ଏକତ୍ରିତ ଅଭିନୟ କରିଛନ୍ତି । ସେବେଠାରୁ ତାଙ୍କୁ ଅନୁସ୍କାଙ୍କର ଅଭିନୟ ଏବଂ ବ୍ୟବହାର ବହୁତ ପସନ୍ଦ ଆସିଥିଲା । ତାଙ୍କ ସହିତ କାମ କରିବା ପରେ ସେ ଜାଣିବାକୁ ପାଇଲେ ଯେ ଅନୁସ୍କା ଶେଠୀ ଙ୍କ ହୃଦୟ କେତେ ସ୍ଵୋଛ ଅଟେ । ସେ ଅନ୍ୟ କାହା ପ୍ରତି ଭେଦ ଭାବନା ରଖନ୍ତି ନାହିଁ । ସେବେଠାରୁ ଦୁହେଁ ଭଲ ସାଙ୍ଗ ଭାବେ ଏକତ୍ରିତ ରହିଲେ ଏବଂ ତାଙ୍କୁ ପସନ୍ଦ କରିବାକୁ ଲାଗିଲେ ।
୨- ରବି ତେଜା;- ଅଲୁ ଅର୍ଜୁନ ଭଳି ରବି ତେଜା ମଧ୍ୟ ଅନୁଷ୍କାଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଲେ । ଯେତେବେଳେ ସେ ଅନୁଷ୍କାଙ୍କ ସହିତ ତାଙ୍କର ପ୍ରଥମ ଫିଲ୍ମ ରେ ଅଭିନୟ କଲେ ସେତେବେଳେ ସେ ଜାଣିଲେ ଯେ, ଅନୁଷ୍କା କେତେ ଭଲ ମଣିଷ ଅଟନ୍ତି । ସେ ଅତି ସହଜରେ ଉପାୟରେ ସମସ୍ତ ଅଭିନୟ କୁ କରିଥାନ୍ତି । ଏଥିପାଇଁ ସେ ତାଙ୍କ ସହିତ ଆଉ ୨ ଟି ଫିଲ୍ମ ମଧ୍ୟ କଲେ ।
୩- ପ୍ରଭାସ;- ବନ୍ଧୁଗଣ ପ୍ରଭାସ ଙ୍କ ପେର୍ସୋନାଲିଟି ର ସଦାସର୍ବଦା ପ୍ରଶଂସା ହୋଇଥାଏ । ବନ୍ଧୁଗଣ ଅନୁଷ୍କାଙ୍କୁ ପ୍ରଭାସ କେତେ ପସନ୍ଦ କରନ୍ତି ଏହାର ଉଦାହରଣ ତ ଆପଣଙ୍କୁ ବାହୁବଳି ଫିଲ୍ମ ରେ ଦେଖିବାକୁ ମିଳିଯାଇଥିବ । ଫିଲ୍ମ ରେ କାମ କରୁଥିବା ସମୟରେ ପ୍ରଭାସ ଅନୁଷ୍କାଙ୍କ ସୁନ୍ଦରତାରେ ଅତ୍ୟଧିକ ପ୍ରଭାବିତ ହୋଇଥିଲେ । ଏହି କାରଣରୁ ତାଙ୍କୁ କ୍ଷଣିକ ସମୟ ମଧ୍ୟ ଲାଗିଲା ନାହିଁ ଅନୁଷ୍କାଙ୍କୁ ହୃଦୟ ଦେବାକୁ, ଏବଂ ସେ ନିଜର ବହୁମୂଲ୍ୟ ହୃଦୟ ଅନୁଷ୍କାଙ୍କୁ ଦେଇ ବସିଲେ ।
ପ୍ରଭାସ ଆଜି ମଧ୍ୟ ଅନୁଷ୍କା ସହିତ ରିଲେସନ ଶିଫ ରେ ଅଛନ୍ତି । ଏବଂ ତାଙ୍କର ସୁନ୍ଦରତାରେ ମୁଗ୍ଧ ହୋଇ ତାଙ୍କ ଦିଵାନ ମଧ୍ୟ ଅଟନ୍ତି । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ସାଉଥ ଇଣ୍ଡଷ୍ଟ୍ରି ର ଫେମସ ଅଭିନେତା ଙ୍କ ପ୍ରେମ ସମ୍ବନ୍ଧରେ ଜାଣି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।