ସକାଳୁ ଉଠି ଏହି ୩ ଟି ଜିନିଷ ଭୁଲରେ ବି ଦେଖନ୍ତୁ ନାହିଁ, ଘରକୁ ମାଡିଆସେ ଦରିଦ୍ରତା

ଆମ ପ୍ରାଚୀନ ଗ୍ରନ୍ଥରେ ସକାଳ ସମୟ ବହୁତ ମହତ୍ଵ ପୂର୍ଣ ବୋଲି କୁହାଯାଇଥାଏ । ସକାଳ ସମୟ ବାତାବରଣରେ ସକାରାତ୍ମକଊର୍ଜା ବାତାବରଣର ସଂଚାର ହୋଇଥାଏ । ଆଉ ଯେଉଁ ମନୁଷ୍ୟ ସକାଳ ସମୟରେ ଜଲ୍ଦି ଉଠିଥାଏ ତାଙ୍କ ଉପରେ ସକାରାତ୍ମକ ଊର୍ଜାର ପ୍ରଭାବ ପଡିଥାଏ । ଆଉ ସେହି ମନୁଷ୍ୟ ଜୀବନରେ ଉନ୍ନତି କରିଥାଏ ।

ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ବ୍ରହ୍ମ ମୁହୂର୍ତକୁ ସର୍ବୋତମ ସମୟ ବୋଲି କହିଛନ୍ତି । ଯେଉଁ ମନୁଷ୍ୟ ବ୍ରହ୍ମ ମୁହୂର୍ତ ସମୟରେ ଉଠିଥାଏ ତାର କେବେ ଅଧୋଗତି ହୋଇନଥାଏ । ଅର୍ଥାତ ସେହି ବ୍ୟକ୍ତି ଜୀବନରେ କେବେ ଅସଫଳ ହୋଇନଥାଏ । ଶେଥି ଲାଗି ପୂର୍ବଜଙ୍କ ଏହି କଥା ଧ୍ୟାନରେ ରଖି ଶୀଘ୍ର ଉଠିବା ଦରକାର ।


ସମସ୍ତେ ଜୀବନରେ ଚାହିଁ ଥାନ୍ତି କେବେ ଧନର କମି ନହେଉ ବୋଲି । ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ବନିକି ରହୁ ସବୁ ବ୍ୟକ୍ତିଙ୍କ କାମନା ହୋଇଥାଏ । ତାର ପରିବାର ଖୁସି ଓ ସମ୍ପର୍ଣ ରହୁ ସମସ୍ତଙ୍କୁ ତାଙ୍କ କାର୍ଯ୍ୟରେ ସଫଳତା ମିଳୁ । ଶେଥି ପାଇଁ ଆମ ଶାସ୍ତ୍ରରେ ଏମିତି କିଛି ମହତ୍ଵ ପୂର୍ଣ ଉପାୟ ବିଷୟରେ କୁହାଯାଇଛି ଯାହା ସକାଳ ସମୟରେ ଅବଶ୍ୟ କରିବା ଦରକାର । ସକାଳ ସମୟର କିଛି ଜିନିଷର ଦର୍ଶନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି । ଆଉ ଏମିତି କିଛି ଜିନିଷ ହୋଇଥାଏ ସକାଳ ସମୟରେ ଦେଖିବା ବହୁତ ଖରାପ ହୋଇଥାଏ । ଯଦି ସକାଳୁ ଉଠି ଯଦି ଆପଣ ଦର୍ଶନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଦୁର୍ଭାଗ୍ୟ ଆସିପାରେ ।


ସକାଳୁ ମନୁଷ୍ୟକୁ ଆରମ୍ଭ ଶୁଭ କାର୍ଯ୍ୟରୁ ହିଁ ଆରମ୍ଭ କରିବା ଉଚିତ । କୌଣସି ପ୍ରକାର ଅଶୁଭ ଓ ଅନୁଚିତ କାର୍ଯ୍ୟ କରନ୍ତୁ ନାହିଁ । ଯେବେ ସକାଳୁ ଆପଣ ଉଠୁଛନ୍ତି ତେବେ ଗୋଟିଏ ତମ୍ବା ଲୋଟାରେ ଜଳ ଭରିକି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ତମ୍ବା ପାତ୍ରରେ ଭରା ହୋଇଥିବା ଜଳ ସକାରାତ୍ମକ ଊର୍ଜାକୁ ଆକର୍ଷିତ କରିଥାଏ । ଯଦି ଆପଣ ସବୁବେଳେ ଆପଣଙ୍କ ଘର ଦ୍ଵାର ମୁହଁରେ ତମ୍ବା ପାତ୍ରରେ ଜଳ ରଖିବେ ତେବେ ଆପଣଙ୍କ ଘରେ ସବୁବେଳେ ସକରାତ୍ମକତା ବନି ରହିବ । ମା ଲକ୍ଷ୍ମୀଙ୍କୁ ସ୍ଵଚ୍ଛତା ବହୁତ ପ୍ରିୟ ହୋଇଥାଏ । ସେଥି ପାଇଁ ଘରର ମହିଳାଙ୍କୁ ସକାଳୁ ଉଠି ଘର ସଫା ଓ ଶୋଇବା ଘରର ସାଜ ସଜା ଓ ଘର ଦ୍ଵାରା ଝାଡୁରେ ସଫା କରିବା ଉଚିତ । ରୋଷେଇ ଘର ମଧ୍ୟ ସଫା ରଖିବା ଦରକାର ଏହିଭଳି ଯେଉଁ ମହିଳା ସଫାସୁତୁରା କରିଥାଏ ।

 

ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ବନିକି ରହିଥାଏ । ଘର ସାମ୍ନାରେ ରଙ୍ଗୋଲି ବନାଇକି ସ୍ଵସ୍ତିକ ଅବଶ୍ୟ ବନାନ୍ତୁ । ସ୍ଵସ୍ତିକ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଯେଉଁ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ବନାଯାଇଥାଏ ମା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି । ସକାଳୁ ଉଠିଲେ ଆପଣ ନିଜର ଦୁଇ ପାପୁଲିର ଦର୍ଶନ ଅବଶ୍ୟ କରନ୍ତୁ । ଆଉ ଏହି ମନ୍ତ୍ରର ଜପ କରନ୍ତୁ, କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ, କରମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ । ଏହି ମନ୍ତ୍ର ନିତ୍ୟ ଜପ କରିବା ଦ୍ଵାରା ଆପଣଙ୍କୁ ଏହାର ପରିଣାମ ଅବଶ୍ୟ ପ୍ରାପ୍ତ ହେବ । ଘରର ବୟସ୍କ ଲୋକ ଘରର ମହତ୍ଵ ପୂର୍ଣ ଅଙ୍ଗ ହୋଇଥାନ୍ତି । ସେମାନଙ୍କୁ ସକାଳ ହେଲେ ଉଠି ପ୍ରଣାମ କରନ୍ତୁ । ଆଉ ତାଙ୍କର ଆଦର ସତ୍କାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।


ରୋଷେଇ ଘରେ ବନୁଥିବା ପ୍ରଥମ ରୁଟି ଗା ମାତାଙ୍କ ପାଇଁ ରଖିବା ବହୁତ ଭଲ ହୋଇଥାଏ । ପ୍ରଥମେ କାହାକୁ ଖାଦ୍ଯ ପରଶିବା ପୂର୍ବରୁ ପ୍ରଥମ ରୁଟି ଗୋମାତାଙ୍କ ପାଇଁ କାଢି ରଖି ଖାଇବେ । ଆଉ ଯଦି ଦ୍ଵାରକୁ ଗୋମତା ଆସିଥାଏ ତେବେ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ରୁଟି ଗୋମତାକୁ ଖୁଆଇକି ଅବଶ୍ୟ ତାଙ୍କ ଆଶୀର୍ବାଦ ନିଅନ୍ତୁ । ସକାଳୁ ଉଠି କେଉଁ ଜିନିଷର ଦର୍ଶନ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା । ଘରର ମୁଖ୍ୟ ଦ୍ଵାରରେ କେବେବି ମଇଲାର ଦର୍ଶନ କରିବା ଉଚିତ ନୁହେଁ । ଯଦି ଘର ସାମ୍ନାରେ ମଇଳା ପଡିଛି ତେବେ ତାକୁ ତୁରନ୍ତ ସଫା କରନ୍ତୁ । ସକାଳୁ ଉଠି ମଇଳା ଦର୍ଶନ କରିବା ଦ୍ଵାରା ମଣିଷ ଜୀବନରେ ଦୁର୍ଭାଗ୍ଯ ଆସିଥାଏ । ଆଉ ସକାଳୁ ଉଠି ହିଂଶ୍ର ପଶୁଙ୍କ ଦର୍ଶନ କରିବା ଉଚିତ ନୁହେଁ । ସକାଳୁ ଉଠି ଆଇନା ଦେଖିବା ମଧ୍ୟ ଅଶୁଭ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *