ସମ୍ପର୍କ ସମୟରେ ଏହାକୁ ବ୍ୟବହାର କରିବା ଦ୍ଵାରା ସେହି ଦିନ ହିଁ ଗର୍ଭ ରହିଥାଏ- Pregnancy Tips

ବନ୍ଧୁଗଣ, ଯଦି କୌଣସି ମହିଳାଙ୍କୁ ସମ୍ପର୍କ ସମୟରେ ଡ୍ରାଏନେସ୍ସ ରହିଥାଏ । ଜଳିଲା ଭଳି ଯନ୍ତ୍ରଣା ହୋଇଥାଏ । ହାଲ୍କା ବ୍ଲୀଡିଙ୍ଗ ହୋଇଥାଏ ଅଥବା VAGINAL LINING DAMAGE ହୋଇଯାଇଥାଏ । ତେବେ ଏହା ଏକ ଗମ୍ଭୀର ସମସ୍ୟା ହୋଇଥାଏ । ଏହି କାରଣରୁ ଆପଣଙ୍କ ଗର୍ଭ ଧାରଣ ର କ୍ଷମତା ପ୍ରଭାବିତ ହୋଇଥାଏ ।

ମହିଳା ର ଶରୀର ରେ ଓଭାଲେସନ ର ସମୟରେ ନଚ୍ୟୁରେଲ ଲିବିଡେଣ୍ଟ ରିଲିଜ ହୋଇଥାଏ । ଏହିଭଳି କଣ୍ଡିସନରେ ଲ୍ୟୁବ୍ରେକେନ୍ଟ କୁ ଆପଣ ମାନେ ବ୍ୟବହାର କରିପାରିବେ । ଏହା ଫଳରେ ଆପଣଙ୍କ ଗର୍ଭଧାରଣ ର ପ୍ରକ୍ରିୟା ସରଳ ହୋଇପାରିବ । ଏହା ସହିତ ଆପଣଙ୍କ ସ୍କିନ ଡାମେଜ ମଧ୍ୟ ହେବ ନାହିଁ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ କେଉଁ ଲ୍ୟୁବ୍ରେକେନ୍ଟ ବ୍ୟବହାର କରିବା ଆବଶ୍ୟକ ।

କେଉଁ ମହିଳାଙ୍କୁ ଲ୍ୟୁବ୍ରେକେସନ ହୋଇନଥାଏ । ଆମ୍ଭକୁ କେଉଁ ଲ୍ୟୁବ୍ରେକେନ୍ଟ ବ୍ୟବହାର କରିବା ଆବଶ୍ୟକ ଯାହାକି ବହୁତ ଶସ୍ତା ଏବଂ ଆପଣଙ୍କ ଘରେ ମଧ୍ୟ ଉପଲବ୍ଧ ହୋଇଥାଏ । ବନ୍ଧୁଗଣ କେଉଁ ମହିଳାଙ୍କୁ ଲ୍ୟୁବ୍ରକେସନ ହୋଇନଥାଏ । ବନ୍ଧୁଗଣ ଯେଉଁ ମାହିଳାଙ୍କୁ ହରମନ ଇଂବାଲାନ୍ସ ହୁଏ । ସଠିକ ସମୟରେ ପିରିୟଡ ହୋଇନଥାଏ । ଯେଉଁ ମହିଳା ମାନଙ୍କୁ PCOD ର ପ୍ରୋବ୍ଲେମ ରହିଅଛି । ଯଦି ଫର୍ଟିଲିଟି ସମୟରେ ମୀନୋପ୍ପୋସ (MENOPAUSE) ର ସିମଟମ ରହିଅଛି ତେବେ ତାହାକୁ ୟର୍ଲି (MENOPAUSE) କୁହାଯାଏ ।

ଏହା ବ୍ୟତୀତ ଯଦି ଆପଣ କୌଣସି ଡିଜିଜ ନିମନ୍ତେ ମେଡିକେସନ ନେଉଛନ୍ତି ଅର୍ଥାତ ବହୁତ ଲମ୍ବା ସମୟରୁ ଔଷଧ ସେବନ କରୁଛନ୍ତି ତେବେ ସେମାନଙ୍କୁ ଲେବ୍ରାକେସନ ହୋଇନଥାଏ । ଏହା ବ୍ୟତୀତ ଯେଉଁ ମହିଳା ପାଣି କମ ସେବନ କରିଥାନ୍ତି । ସମାନଙ୍କ ମଧ୍ୟରେ ପୋଷଣ ର ଅଭାବ ରହିଥାଏ ଏହା ବ୍ୟତୀତ ଅନେକ ପ୍ରକାରର ମିନେରାଲ ଏବଂ ଭିଟାମିନ ର ଅଭାବ ରହିଥାଏ, ଏହା ଫଳରେ ସଠିକ ଭାବରେ ଲ୍ୟୁବ୍ରେକେଣ୍ଟ ତିଆରି ହୋଇ ପାରିନଥାଏ । ମାତ୍ର ଗର୍ଭ ଧାରଣ କରିବା ନିମନ୍ତେ ଲ୍ୟୁବ୍ରେକେଣ୍ଟ ଅତ୍ୟନ୍ତ ଜରୁରୀ ।

ଲ୍ୟୁବ୍ରେକେଣ୍ଟ ସାଧାରଣତ ୩ ପ୍ରକାରର ହୋଇଥାଏ ତାହା ହେଉଛି;- ୧- OIL BASED, ୨- WATER BASED, ୩- SILICON BASED । ବନ୍ଧୁଗଣ ଆମ୍ଭେ ଆଜି ଆପଣଙ୍କୁ ଅତି ସହଜ ଉପାୟରେ ଘରେ ମିଳୁଥିବା ଲ୍ୟୁବ୍ରେକେଣ୍ଟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହା ଘରେ ମୁଖ୍ୟତ ମିଳିଥାଏ ତାହା ହେଉଛି;- COCONUT OIL ଅଥବା ନଡିଆ ତେଲ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଇନଫେକସନ ମଧ୍ୟ ହେଉଛି ତେବେ ଆପଣ ଏହାକୁ ବ୍ୟବହାର କରିବା ଦ୍ଵାରା ଇନଫେକସନ ସଂପୂର୍ଣ୍ଣ ଭାବରେ ଭଲ ହୋଇ ପାରିବ ।

ଏହାଛଡା ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ହୋଇନଥାଏ । ଆପଣ ଉତ୍ତମ coconut oil ର ବ୍ୟବହାର କରିପାରିବେ ଯାହାର ବ୍ରାଣ୍ଡ ଭଲ ଥିବ । ସମ୍ପର୍କ ସମୟରେ ଯଦି ଆପଣଙ୍କୁ ଡ୍ରାଏନେସ ରାହୁଅଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ । ବନ୍ଧୁଗଣ ଏହା ସହିତ coconut oil ରେ ୧ ରୁ ୨ ବୁନ୍ଦା TEA TREE OIL ମଧ୍ୟ ମିଶାଇ ଲଗାଇ ପାରିବେ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *