ସ୍ତ୍ରୀକୁ ଚରମ ସୁଖ ପ୍ରଦାନ କରିବାକୁ ଚାହୁଁଥିଲେ- ସ୍ୱାମୀମାନେ ନିଶ୍ଚିନ୍ତ କରନ୍ତୁ ଏହାର ସେବନ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଟିପ୍ସ ଯାହା ସବୁ ପୁରୁଷଙ୍କର ଜୀବନରେ ଆଣିଦେବ ଖୁସି । ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ପର୍କ ଏକ ସାଧାରଣ କଥା । କିନ୍ତୁ ଆଜି କାଲି ଲୋକମାନେ ବାହାର ଖାଦ୍ଯ ଖାଇବା ଦ୍ଵାରା ଏବଂ ନିଶା ଦ୍ରବ୍ଯର ସେବନ କରିବା ଦ୍ଵାରା ସେମାନଙ୍କ ପୁରୁଷତ୍ଵ ଶକ୍ତି କୁ କ୍ଷୀଣ କରି ଦେଉଛି । ବୟସ ଅଧିକ ହେଲେ ଏଭଳି ହେବା ସ୍ଵାଭାବିକ କିନ୍ତୁ ଆଜିକାଲି ଯୁବପିଢି ମାନଙ୍କର ଏଭଳି ସମସ୍ଯା ଏକ ଦୁଃଖଦ ଘଟଣା ଅଟେ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଔଷଧ କହିବୁ ତାକୁ ଖାଇବା ଦ୍ଵାରା ଆପଣଙ୍କର ପୁରୁଷତ୍ଵ ଅକ୍ଷୁଣ ରହିବ । ଆପଣ ୨୫ ବର୍ଷ ଯୁବକ ହୁଅନ୍ତୁ କିମ୍ବା ୫୫ ବର୍ଷ ମଧ୍ୟ ବୟସ୍କ ହୁଅନ୍ତୁ; ଆପଣଙ୍କ ଠାରେ ଏକ ଅଲଗା ପ୍ରକାରର ଶକ୍ତି ପରିଲକ୍ଷିତ ହେବ । ଏବଂ ଆପଣ ନିଜ ଜୀବନସାଥିଙ୍କୁ ଚରମ ସୁଖ ଦେଇ ପାରିବେ । ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ ।

ଅଁଳା ପାଉଡର ଓ ହଳଦି ଗୁଣ୍ଡ :

ଅଁଳାରେ ଭିଟାମିନ C, ପୋଲିଭିଲର୍ସ, ଆଇରନ, ଭିଟାମିନ B, କେରଟିନ ଏବଂ ଜୀଙ୍କ ଭଳି ପୋଷାକ ତତ୍ୱ ମିଳିଥାଏ । ହଳଦୀରେ ମଧ୍ୟ ବୋହୁ ପ୍ରକାରର ଔଷଧୀୟ ଗୁଣ ରହିଥାଏ । ଯାହା ଆପଣଙ୍କ ପାଇଁ ରାମବାଣ ସାବ୍ୟସ୍ତ ହୋଇପାରେ । ଯାହା ପୁରୁଷଙ୍କ ସବୁ ପ୍ରକାର ସମସ୍ୟାକୁ ସମାଧାନ କରିପାରେ । ତେବେ ଏହାକୁ ଆପଣ ସେବନ କେମିତି କରିବେ ଆସନ୍ତୁ ଜାଣିବା- ୧ ଚାମଚ ଅଁଳା ପାଉଡରକୁ ଏକ ଗ୍ଲାସ୍ ପାଣିରେ ରାତି ସାରା ଭିଯାଇ ରଖନ୍ତୁ । ସକାଳୁ ସେହି ପାଣିକୁ ଛାଣି ଅଲଗା କରି ଦିଅନ୍ତୁ । ସେଥିରେ ଅଳ୍ପ ହଳଦୀ ଗୁଣ୍ଡ ମିଶାନ୍ତୁ, ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଧ୍ୟାନ ଦେବେ କି ହଳଦୀ ଗୁଣ୍ଡ ବହୁତ କମ ପରିମାଣ ହିଁ ନେବେ ନଚେତ ଏହା ଆପଣଙ୍କ ପାଇଁ ଖରାପ ମଧ୍ୟ ହୋଇପାରେ ।

କେଉଁ ସମୟରେ ସେବନ କରିବେ ?

ତେବେ ସେହି ପାଣିକୁ ଆପଣ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏବଂ ଦେଖିବେ ମାତ୍ର ୭ ଦିନରେ ଆପଣଙ୍କ ପୁରୁଷତ୍ୱ ଶକ୍ତି ଆପଣ ଫେରି ପାଇବେ । ଏହା ପରେ ଆପଣ  ନିଜ ସ୍ତ୍ରୀ ବା ପ୍ରେମିକୁ ଚରମ ସୁଖ ପ୍ରଦାନ କରିବାରେ ସଫଳ ହେବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *