ମହିଳା ନିଜ ସ୍ଵାମୀଙ୍କ ଠାରୁ ଏହି 5ଟି କଥା ସବୁବେଳେ ଲୁଚାନ୍ତି- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ । ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି । ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ ।

ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ । ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ ।


ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ଏହା ଆମେ ସମସ୍ତେ ଜାଣିଛୁ କି ଯୁଧିଷ୍ଠିର ଙ୍କ ଦ୍ଵାରା ଦିଆ ଯାଇଥିବା ଅଭିଶାପ ଯୋଗୁଁ ନାରୀ ମାନେ ନିଜ ପାଖରେ କୌଣସି କଥା କୁ ଗୋପନୀୟ ରଖି ପାରନ୍ତି ନାହିଁ । କିନ୍ତୁ କିଛି ଏଭଳି କଥା ମଧ୍ୟ ଅଛି ଯାହାକୁ ସେମାନେ ଗୋପନୀୟ ରଖି ଥାଆନ୍ତି ଏବଂ କାହାକୁ ଖବର ମଧ୍ୟ ମିଳେ ନାହିଁ । ତେବେ ଚାଲନ୍ତୁ ଜାଣିନେବା କି ନାରୀ ମାନେ ନିଜ ସ୍ୱାମୀ ଙ୍କ ଆଗରେ କେଉଁ କଥାକୁ ଲୁଚାଇ ରଖିଥାନ୍ତି ।

୧- ପ୍ରଥମ କଥାଟି ହେଉଛି ପୁରୁଣା ପ୍ରେମ । ନାରୀ ମାନେ ବିବାହ ପୂର୍ବରୁ ଯଦି କାହା ସହିତ ପ୍ରେମ ସମ୍ପର୍କ ଥାଏ ତେବେ ସେ କେବେବି ସେହି କଥା ନିଜ ସ୍ୱାମୀ ଙ୍କୁ ଭୁଲ ରେ ବି କୁହନ୍ତି ନାହିଁ କାରଣ ଏହା ଦ୍ୱାରା ଝଗଡା ଏବଂ କଳଙ୍କ ଲାଗିବାର ସମ୍ଭାବନା ଥାଏ ତେଣୁ ସେମାନେ ଲୁଚାଇ ଥାଆନ୍ତି ।


୨- ଦ୍ୱିତୀୟ କଥାଟି ହେଉଛି ନିଜର ମନର ଇଚ୍ଛା । ସ୍ତ୍ରୀ କେବେବି ନିଜର ଇଛା କୁ ନିଜ ସ୍ୱାମୀ ଆଗରେ କୁହେ ନାହିଁ । ଏବଂ ସ୍ୱାମୀ ର ସବୁ କଥାରେ ସହମତି ପ୍ରକାଶ କରେ । ଏବଂ ସ୍ତ୍ରୀ ନିଜର ମନ ଇଚ୍ଛାକୁ ମନ ରେ ହିଁ ମାରି ଦେଇ ଥାଏ ।

୩- ତୃତୀୟ କଥାଟି ହେଉଛି ସ୍ତ୍ରୀ ନିଜ ସ୍ୱାମୀ କୁ କେବେବି ନିଜ ରୋଗ ଏବଂ ଅସୁସ୍ଥ ବିଷୟରେ ସେ କେବେବି କୁହେ ନାହିଁ ସେ ଭାବେ ଏହି କଥା ତା ସ୍ବାମୀ ଙ୍କୁ ଆହୁରି ଅସୁବିଧା ଏବଂ ଚିନ୍ତା ହେବ ବୋଲି ସେ କୁହେ ନାହିଁ ।


୪- ଚତୁର ରେ ହେଉଛି ପଇସା । ପ୍ରାୟତଃ ନାରୀ ମାନେ ସ୍ୱାମୀ ଠାରୁ । ଏବେ ଲୁଚେଇ ରଖିଥାନ୍ତି ଏବଂ ଏହା ବିଷୟରେ ସ୍ୱାମୀ ଙ୍କୁ ମଧ୍ୟ କୁହନ୍ତି ନାହିଁ । ଏବଂ ଦରକାର ବେଳେ ସେହି ପଇସା କାମ ରେ ମଧ୍ୟ ଆସେ ।

୫- ପଞ୍ଚମ ରେ ହେଉଛି କି ନାରୀ ମାନେ ସବୁ କଥା ନିଜ ମିତ୍ରଙ୍କୁ କହି ଥାଆନ୍ତି । କିନ୍ତୁ କେବେବି ନିଜ ର ସଫଳତା କିମ୍ବା ଉନ୍ନତି ବିଷୟରେ କହିବା ଉଚିତ ନୁହେଁ । ପରେ ବିପଦ ରେ ମଧ୍ୟ ପକାଇ ଦିଅନ୍ତି । କିନ୍ତୁ ଏ କଥା ସେ ନିକ ସ୍ୱାମୀ କୁ ଖୀ ନଥାନ୍ତି ।

Leave a Reply

Your email address will not be published. Required fields are marked *