ଏହାର 7ଟି ଦାନା ଖାଇ ନିଅନ୍ତୁ 7 ଦିନରେ ପେଟ ଓ ଅଣ୍ଟାର ଚର୍ବି ବରଫ ଭଳି ତରଳି ଯିବ

ନମସ୍କାର ବନ୍ଧୁଗଣ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ ।

ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବ । ଆମେ ଖାଦ୍ୟ ଖାଇ ସାରିବା ପରେ ପାନ ମଧୁରୀ ଖାଇବା ଆବଶ୍ୟକ । ଯେତେବେଳେ ହୋଟେଲ ମାନଙ୍କ ରେ ଖାଇବା ପାଇଁ ଯାଉ ସେତେବେଳେ ସେମାନେ ଖାଇ ସାରିବା ପରେ ପାନ ମଧୁରୀ ଆଣି ରଖିଥାନ୍ତି ।

ଏହାର କାରଣ କଣ? ପାନ ମଧୁରୀ ଫାଇବର ରେ ପରିପୂର୍ଣ୍ଣ ଥାଏ । ଏବଂ ଏହା ଆମ ପାଚନ ଶକ୍ତି ରେ ସାହାଯ୍ୟ କରିଥାଏ । ତେଣୁ ଖାଇବା ପରେ ଅଧା ଚାମଚ ପାନ ମଧୁରୀ ଖାଇ ପାରିବା । କାରଣ କୌଣସି ଜିନିଷ କୁ ଅଧିକ ଖାଇବା ମଧ୍ୟ ଭଲ ନୁହେଁ । ତାର ଏକ ନିର୍ଦ୍ଦିଷ୍ଟ ପରିମାଣ ରେ ଖାଇବା ଆବଶ୍ୟକ । ପାନ ମଧୁରୀ କୁ ଖାଇବା ଦ୍ୱାରା ଆମ ମୋଟା ପଣ ମଧ୍ୟ ଦୁର ହୋଇ ଥାଏ । ଅଧିକ ଓଜନ ବଢିଲେ ନିଶ୍ୱାସ ନେବା ରେ ମଧ୍ୟ ଅସୁବିଧା ହୁଏ । ଏବଂ ହୃଦୟ ଜନିତ ରୋଗ ମଧ୍ୟ ହୋଇ ଥାଏ ।

ତେଣୁ ସମୟ ଥାଉ ଥାଉ ଏହାର ଉପଚାର କରିନେବା ଉଚିତ । ଏବଂ ଓଜନ କମେଇବା ପାଇଁ ଖାଦ୍ୟ ଖାଇବା ପରେ ପାନ ମଧୁରୀ ନିଶ୍ଚିତ ଖାଆନ୍ତୁ । ଏହା କଲେ ଆପଣଙ୍କ ଓଜନ କମିବାରେ ଲାଗିବ । ଏହାକୁ ଲଗାତାର ଏକ ମାସ ପର୍ଯ୍ୟନ୍ତ ଖାଇବା ଆବଶ୍ୟକ । ପାନ ମଧୁରୀ ଖାଇବା ଦ୍ୱାରା ଆମର ଗ୍ୟାସ ସମସ୍ୟା ମଧ୍ୟ ଦୁର ହୋଇ ଥାଏ । ଏବଂ ଏହା ଦ୍ୱାରା ମଧୁମେହ ରୋଗରୁ ମଧ୍ୟ ମୁକ୍ତି ପାଇଁ ପାରିବା । ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ରୁ ମଧ୍ୟ ଏହା ମୁକ୍ତି ଦେଇ ଥାଏ ।

ଏବଂ କେଶ ଉପୁଡିବା ରୁ ମଧ୍ୟ ଏହା ସାହାର୍ଯ୍ୟ କରିଥାଏ । କାରଣ ପାନ ମଧୁରୀ ଖାଇବା ଦ୍ୱାରା ଆମ ଶରୀର ରେ ରକ୍ତ ସଞ୍ଚାଳନ ଭଲ ରେ ହୋଇ ଥାଏ । ଏବଂ ଏ ସବୁ ସମସ୍ୟା ରୁ ମଧ୍ୟ ମୁକ୍ତି ଦେଇଥାଏ । ଏବଂ ଯଦି ଚେହେରା ରେ ବ୍ରଣ ଆସେ ତେବେ ମଧ୍ୟ ଏହି ପାନ ମଧୁରୀ ସାହାଯ୍ୟ କରିଥାଏ । କାରଣ ଯଦି ଆମ ପେଟ କିମ୍ବା ପାଚନ ଶକ୍ତି ଠିକ ରହିବ ତେବେ ଆମ ରକ୍ତ ବି ଶୁଦ୍ଧ ହେବ ଏବଂ ଚେହେରା ତେ ବ୍ରଣ ଆସିବ ନାହିଁ । ଏବଂ ପାନ ମଧୁରୀ ଖାଇବା ଦ୍ଵାରା ଆମେ ଅନେକ ରୋଗ ରୁ ମୁକ୍ତି ପାଇଁ ଥାଉ । ତେଣୁ ପ୍ରତିଦିନ ପାନ ମଧୁରୀ ସେବନ କରିବା ଆବଶ୍ୟକ ଏବଂ ଏହାକୁ ଖାଇଲେ ଆମକୁ ଅନ୍ୟ କୌଣସି ଔଷଧ ଖାଇବାକୁ ମଧ୍ୟ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *