ହିନ୍ଦୁ ବା ଯାହାକୁ ଆମେ ସନାତନ ଧର୍ମ କହୁଛୁ ସେଥିରେ ଗାଇକୁ ପୂଜନୀୟ କୁହା ଯାଇଛି, କାହିଁକିନା ଗାଈ ଦେହରେ ୩୬ କୋଟି ଭଗବାନଏନକେ ବାସ ହୋଇଥାଏ ବୋଲି କୁହା ଯାଇଛି । ବହୁତ ପୁରୁଣା ସମୟରୁ ଗାଇକୁ ପୂଜା କରା ଯାଇଥାଏ ତେବେ ଯେମିତିକା ପୂଜା ହେଲେ ମଧ୍ୟ ଗାଈ ଗୋବର ଆଉ ମୁତ୍ର ବିନା ସମ୍ପନ ହୋଇ ପାରେ ନାହିଁ । ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଯେଉଁ ବ୍ୟକ୍ତି ନିସ୍ଵାର୍ଥ ଭାବରେ ଗାଈ ସେବା କରିଥାଏ ତା ଜୀବନରେ ଆଉ କିଛି କରିବା ଆବଶ୍ୟକ ନାହିଁ ସେ ଯଥେଷ୍ଠ ପୂଣ୍ୟ ପାଇ ଯାଇଥାଏ । ତେବେ ଶାସ୍ତ୍ର ଅନୁଯାଇ ଗାଇକୁ କିଛି ଜିନିଷ ଖୁଆଇବା ପାଇଁ ମନା କରା ଯାଇଛି ଆସନ୍ତୁ ସେହି ସବୁ ଜିନିଷ ମାନଙ୍କ ବିଷୟରେ ।
ତେବେ ଶାସ୍ତ୍ର ଅନୁଯାଇ ଗାଇକୁ ସକାଳେ ପ୍ରଥମ ରୁଟି ଖୁଆଇବା ଦ୍ଵାରା ଆପଣଙ୍କ ସବୁ ପ୍ରକାର ଗ୍ରହ ଦୋଷ ଭଲ ହୋଇଥାଏ କିନ୍ତୁ ଗୋଟେ କଥା ମନେ ରଖନ୍ତୁ ଯଦି ଆପଣଙ୍କୁ ଆର୍ଥିକ ସମସ୍ୟା ରହୁଛି ତେବେ ଆପଣଙ୍କୁ ଗୁରୁବାର ଦିନ ଗାଇକୁ ରୁଟିରେ ଅଳପ ହଳଦୀ ଲଗାଇ ଖାଇବାକୁ ଦବା ଉଚିତ, ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସମସ୍ୟା ଭଲ ହୋଇଥାଏ । ତେବେ ଆସନ୍ତୁ ଗାଇକୁ କଣ ଖାଇବାକୁ ନଦବା ଉଚିତ ହୋଇଥାଏ ।
ବାସୀ :
ଗଇକୁ କେବେ ବି ବାସୀ ଜିନିଷ ବା ଅଇଁଠା ଦବା ଉଚିତ କାହିଁକିନା ଏହା ବହୁତ ଅଶୁଭ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ଗ୍ରହ ନକ୍ଷତ୍ର ଖରାପ ହୋଇଥାଏ । ଯେତେ ପାରୁଛନ୍ତି ତାଜା ଜିନିଷ ଖାଇବାକୁ ଦିଅନ୍ତୁ ଗାଇକୁ । ଏହା ଛଡା ବହୁତ ଲୋକ ୨-୩ ଦିନର ରୁଟି ଗାଇକୁ ଖାଇବାକୁ ଦିଅନ୍ତି ଯାହା ପାମ୍ପଡ ହୋଇଥାଏ ଏହାକୁ ଖାଇଲେ ଗାଈ ପାଟି ଆଉ ପେଟ ଖରାପ ହୋଇଥାଏ ତେବେ ଭୁଲରେ ଏହି ଭଳି କାମ କରନ୍ତୁ ନାହିଁ ।
ସଢି ଯାଇଥିବା ଜିନିଷ :
ବହୁତ ଲୋକ ନିଜ ଘର ସଡି ପଚି ଯାଇଥିବା ଜିନିଷ ଗାଇକୁ ଖାଇବାକୁ ଦେଇଥାନ୍ତି ଯାହା ଗାଈ ସ୍ୱାସ୍ଥ୍ୟ ଖରାପ କରିପାରେ ତେବେ ଦୋଷ ଆପଣଙ୍କୁ ଲାଗିବ ସେଥିପାଇଁ ଯଦି ଆପଣ ଦେବେ ନାଏଚଏନ ତେବେ ଦିଅନ୍ତୁ ନାହି କିନ୍ତୁ ଏହି ଭଳି କାମ କରନ୍ତୁ ନାହିଁ ।
କ୍ଷୀର :
ଗାଇକୁ କେବେ କ୍ଷୀର ଦିଅନ୍ତୁ ନାହିଁ ବା କ୍ଷୀରରେ ପକାଇ କୌଣସି ଜିନିଷ ଗାଇକୁ ଖାଇବାକୁ ଦିଅନ୍ତୁ ନାହିଁ । ଏହା ବହୁତ ବଡ ପାପ ହୋଇଥାଏ ସେଥିପାଇଁ ଆପଣ କେବେ ଏହି ଭଳି ଭୁଲ କରନ୍ତୁ ନାହିଁ ।