ବାଛନ୍ତୁ ଗୋଟେ ହୃଦୟ ଆଉ ଆମେ ଆପଣଙ୍କୁ ଗୋଟେ ଏମିତି କଥା କହିବୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ- Love Quiz

କୁହା ଯାଇଥାଏ ଯେ ମଣିଷ ନିଜ ବ୍ୟକ୍ତିତ୍ବ ଅନୁଯାଇ କିଛି ବି ପସନ୍ଦ କରିଥାଏ, ମଣିଷ ମନରେ କଣ ଅଛି ତାହା ଆପଣ କେବଳ ତାଙ୍କ ପସନ୍ଦ ଅନୁଯାଇ ଜାଣି ପାରିବେ କାହିଁକିନା ଅନ୍ୟ ସମୟରେ ତାଙ୍କ ମନରେ କଣ ଅଛି ତାହା ଜାଣିବା ବହୁତ କଷ୍ଟକର ହୋଇଥାଏ । ଆଜି ଆମେ ଆପଣଙ୍କୁ ୫ଟି ଅଲଗା ଅଲଗା ହୃଦୟ ଦେଖେଇବାକୁ ଯାଉଛୁ ଯେଉଁଥିରୁ ଆପଣଙ୍କୁ ଗୋଟେ ପସନ୍ଦ କରିବାକୁ ହବ ଆଉ ତା ପରେ ଆମେ ଆପଣଙ୍କୁ କହିବୁ ଯେ ଅନ୍ୟ ମାନେ ଆପାଙ୍କ ବିଷୟରେ କଣ ଭାବୁଛନ୍ତି ।

୧. ଯଦି ଆପଣ ପ୍ରଥମ ହାର୍ଟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଅନ୍ୟ ମାନେ ଆପଣଙ୍କ ସ୍ଵଭାବ ବହୁତ ପସନ୍ଦ କରନ୍ତି କାହିଁକିନା ତାଙ୍କ ଅନୁଯାଇ ଆପଣ ବହୁତ ଲଭିଙ୍ଗ ଆଉ କେୟାରିଙ୍ଗ ସ୍ଵଭାବର ବ୍ୟକ୍ତି ଅଟନ୍ତି, ଆପଣଙ୍କ ଭଳି ମଣିଷ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାନ୍ତି । ଆପଣ ବହୁତ ହସ ମଜା ସହ ନିଜ ଜୀବନ ବ୍ଯତୀତ କରନ୍ତି ।

୨. ଯଦି ଆପଣ ଦ୍ଵିତୀୟ ହାର୍ଟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ସମସ୍ତେ ଆପଣଙ୍କ ସହ ମିଳି ମିଶି ରହିବା ପସନ୍ଦ କରନ୍ତି । ଆପଣଙ୍କ ଭଳି ସାଙ୍ଗ ପାଇବା ବହୁତ କଷ୍ଟ ସେଥିପାଇଁ କେହି ଆପଣଙ୍କୁ ଛାଡି ଯିବାକୁ ରାଜି ନୁହନ୍ତି । ଏହା ଛଡା ଆପଣଙ୍କ ପ୍ରେମୀ ଆପଣଙ୍କୁ ଦେଖା କରିବା ପାଇଁ ଇଛା କରୁଛନ୍ତି ଆଉ ସେ ଏହା ମଧ୍ୟ ବେସ ଭଲ ଭାବରେ ଜାଣିଛନ୍ତି ଯେ ଆପଣ ସମସ୍ତଙ୍କୁ ସମ୍ମାନ ଆଉ ଭଲ ପାଇବା ଦେଇଥାନ୍ତି ।

୩. ଯଦି ଆପଣ ତୃତୀୟ ହାର୍ଟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କୁ କିଛି ସର୍ପ୍ରାଇଜ ଦବା ବିଷୟରେ ଚିନ୍ତା କରୁଛନ୍ତି ଆଉ ସେ ଆପଣଙ୍କୁ ବିବାହ କରିବା ପାଇଁ ମଧ୍ୟ ଇଛା ରଖନ୍ତି ।

୪. ଯଦି ଆପଣ ଚତୁର୍ଥ ହାର୍ଟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କୁ ଆଇ ଲଭ ୟୁ କହିବା ପାଇଁ ଭାବୁଛନ୍ତି ଆଉ ଆପଣ ବହୁତ ସାହସୀ ଆଉ ସୁନ୍ଦର ମନ ବ୍ୟକ୍ତି ଅଟନ୍ତି ବୋଲି ସେ ଜାଣିଛନ୍ତି ।

୫. ଯଦି ଆପଣ ପଞ୍ଚମ ହାର୍ଟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ଯେମିତି ଅଛନ୍ତି ସମସ୍ତଙ୍କୁ ବହୁତ ପସନ୍ଦ ଅଟନ୍ତି ଆଉ ଆପଣଙ୍କ ପାର୍ଟନର କେବେ ଆପଣଙ୍କୁ ହରେଇବା ପାଇଁ ଚାହୁଁ ନାହାନ୍ତି । ଏହା ଛଡା ସମସ୍ତେ ଜାଣିଛନ୍ତି ଯେ ଆପଣଙ୍କ ମନ ବହୁତ କୋମଲ ଅଟେ ।

Leave a Reply

Your email address will not be published. Required fields are marked *