Sushantଙ୍କ ମୃତ୍ୟୁ ବାର୍ଷିକରେ Ankita ଶେୟାର କଲେ ତାଙ୍କ ଶେଷ Video, ଯେଉଁଥିରେ ସୁଶାନ୍ତ କହୁଥିଲେ କିଛି ଏମିତି କି ଦେଖି ଆପଣ ବି କାନ୍ଦି ପକାଇବେ- ଦେଖନ୍ତୁ ଭାଇରାଲ Video

ସୁଶାନ୍ତ ସିଂହ ରାଜପୁତ ବର୍ତ୍ତମାନ ସମୟରେ ସମସ୍ତଙ୍କ ଚର୍ଚାର ବିଷୟ ଅଟନ୍ତି । ଗତକାଲି ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ପୂରି ଯାଇଛି । ଏହି ଉପଲକ୍ଷେ ପୁଣି ଥରେ ସୁଶାନ୍ତଙ୍କ ସହ ଜଡିତ କିଛି ଭିଡିଓ, ଫଟୋ ଓ ଖବର ବର୍ତ୍ତମାନ ସମୟରେ ଭାଇରାଲ ହେଉଛି । ସୁଶାନ୍ତଙ୍କ ମୃତ୍ୟୁର ଅସଲ ରହସ୍ୟ ବିଷୟରେ ବି ଜାଣିବା ପାଇଁ ତାଙ୍କର କୋଟି କୋଟି ଫ୍ୟାନମାନେ ଅପେକ୍ଷା କରିଛନ୍ତି ।

କିନ୍ତୁ ଆଜି ପର୍ଯ୍ୟନ୍ତ ସିବିଆଇ ସୁଶାନ୍ତଙ୍କ ମାମଲାରେ କୌଣସି ବି ସଠିକ ତଥ୍ୟ ଦେଇ ନାହାନ୍ତି । ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ହୋଇଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର ଅସଲ ରହସ୍ୟରୁ ପରଦା ଉଠି ପାରିଲା ନାହିଁ । ତାଙ୍କର ଫ୍ୟାନମାନେ ବହୁତ ଦୁଃଖିତ ଅଛନ୍ତି ।

ଗତକାଲି ତାଙ୍କର ମୃତ୍ୟୁର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ଓ ବନ୍ଧୁ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କ କିଛି ଭିଡିଓ ଶେୟାର କରିଛନ୍ତି । ଯେଉଁ ଭିଡିଓକୁ ଏହା ପୂର୍ବରୁ କେବେ ବି ଦେଖା ଯାଇ ନ ଥିଲା । ଏହି ଭିଡିଓରେ ସୁଶାନ୍ତ ଅଙ୍କିତା ଓ ତାଙ୍କର କିଛି ବନ୍ଧୁ ନଜର ଆସୁଛନ୍ତି ।

ଏହି ଭିଡିଓରେ ସମସ୍ତେ ନିଜର ପୁରୁଣା ଦିନ କଥା ମନେ ପକାଇଛନ୍ତି । ଆଜି ଆମେ ଆପଣଙ୍କ ପାଇଁ ସେହି ଭିଡିଓ ସବୁ ନେଇ ଆସିଛୁ । ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଥମ ପୂଣ୍ୟତିଥିରେ ଟିଭି ଓ ଫିଲ୍ମ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଦିବ୍ୟାଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବରୁ ଦେଖି ନଥିବା କିଛି ଭିଡିଓ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଏହା ପରେ ସୁଶାନ୍ତଙ୍କ ଫ୍ୟାନମାନେ ଏହା ସମସ୍ତ ଭିଡିଓ ଦେଖି ବହୁତ ଭାବୁକ ହୋଇଗଲେ । ଏହି ଭିଡିଓ ବହୁତ ହିଁ ପୁରୁଣା ଅଟେ । କହିଦେଉଛୁ କି ସୁଶାନ୍ତ ଓ ଅଙ୍କିତା ନିଜର ପ୍ରଥମ ଟିଭି ଶୋ ପବିତ୍ର ରିଶ୍ତାରେ ପ୍ରଥମ ଥର ସାକ୍ଷାତ କରିଥିଲେ ଓ ସେହି ଦିନ ଠାରୁ କିଛି ବର୍ଷ ଯାଏଁ ଦୁଇ ଜଣ ପରସ୍ପରକୁ ଡେଟ ବି କରୁଥିଲେ ।

ବଲୀଉଡରେ ସୁଶାନ୍ତ ଓ ଅଙ୍କିତାଙ୍କ ଡେଟ ବହୁତ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ କିଛି ଦିନ ପରେ ଦୁଇ ଜଣ ଏହି ସମ୍ପର୍କକୁ ଭାଙ୍ଗି ଦେଲେ କିନ୍ତୁ ସେମାନେ ଭଲ ବନ୍ଧୁ ହୋଇଥିଲେ । କହିଦେଉଛୁ କି ଏହି ଭିଡିଓ ୨୦୧୪ର ଅଟେ ଓ ଏଥିରେ ଅଙ୍କିତା ଓ ସୁଶାନ୍ତ ୨୦୧୧ ମସିହା ବିଷୟରେ କଥା ହେଉଛନ୍ତି ।

ସେମାନେ କେଉଁଠି ଥିଲେ କଣ କରୁଥିଲେ ଓ କେଉଁ ସବୁ ସ୍ଥାନକୁ ବୁଲିବାକୁ ଯାଇଥିଲେ ସେହି ସବୁ କଥା ଆଲୋଚନା କରୁଥିବାର ନଜର ଆସୁଛନ୍ତି । କହିଦେଉଛୁ କି ଏହି ସମୟରେ ଦୁଇ ଜଣ ରିଲେଶନ ସିପରେ ଥିଲେ । ଏତିକି ନୁହେଁ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କ ଅନ୍ୟ କିଛି ପୁରୁଣା ଭିଡିଓ ଓ ଫଟୋ ବି ଶେୟାର କରିଛନ୍ତି । ଯାହାକୁ ଦେଖିଲେ ଆପଣ ବି ଭାବୁକ ହୋଇଯିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *