ଓଲିଉଡ ଅଭିନେତ୍ରୀ ମାନେ କେମିତି ପାଳନ କରିଲେ “ରଜ”, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ମାନଙ୍କର ଏକ ପାରମ୍ପାରିକ ପର୍ବ ରଜ ପର୍ବ ଅଟେ । ଏହି ପର୍ବ ମୁଖ୍ୟତ କୁମାରୀ ଝିଅ ତଥା ନାରୀମାନେ କରିଥାନ୍ତି । ବନ୍ଧୁଗଣ ଆପଣ ମାନେ ପ୍ରାଏ ଜାଣିଛନ୍ତି ଯେ, ଏହି ଦିନ ମାତା ବସୁମତୀ ରଜଷ୍ପଳା ହୋଇଥାନ୍ତି । ଏହି ଦିନ ଝିଅ ମାନେ ସାଧାରଣତ କୌଣସି କାର୍ଯ୍ୟ କରିନଥାନ୍ତି । ନୂତନ ବସ୍ତ୍ର ପିନ୍ଧି ମଉଜ କରିଥାନ୍ତି ।

ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରି ର କିଛି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି ଏହି ମହାମାରୀ ସମୟରେ ନିଜ ଘରେ ରହି ରଜ ମଉଜ ପାଳନ କରିଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ବିଷୟରେ ଜାଣିଛନ୍ତି । ଓଡିଆ ଫିଲ୍ମ ଜଗତରେ ଏଭଳି ଅନେକ କଳାକାର ରହିଛନ୍ତି ।

ଯାହାଙ୍କୁ ଦେଖିବା ପାଇଁ ସମସ୍ତେ ବହୁତ ଉତ୍କଣ୍ଠା ର ସହୀତ୍ତ ଚାହିଁ ବସିଥାନ୍ତି  । ବନ୍ଧୁଗଣ ରଜ ପର୍ବ ର ଆଗମନ ମନରେ ଅନେକ ଆଗମନ ନେଇ ଆସିଥାଏ । ବିଶେଷ କରି କୁମାରୀ ଝିଅ ମାନଙ୍କର ଆନନ୍ଦ ର ସୀମା ରହିନଥାଏ । ବନ୍ଧୁଗଣ ଚଳିତ ବର୍ଷ ରଜ ପର୍ବ କୁ ବହୁତ ଆନନ୍ଦ ର ସହିତ ଓଲିଉଡ କଳାକାର ପାଳନ କରିଛନ୍ତି ।

ଅଭିନେତ୍ରୀ ଝିଲିକ ସହିତ ଅଭିନେତ୍ରୀ ଲିପି, ଜିନା ସମେତ ଅନ୍ୟ ଛୋଟ ବଡ କଳାକାର ମଧ୍ୟ ଏହି ବିଶେଷ ପର୍ବଟିର ଆନନ୍ଦ ଉଠାଇଛନ୍ତି । ନୂତନ ବସ୍ତ୍ର ପିନ୍ଧିବା ସହିତ ରଜ ପାନ ମଧ୍ୟ ଖାଇଛନ୍ତି । ବନ୍ଧୁଗଣ ରଜ ପର୍ବ ର ଆନନ୍ଦ ଉଠାଇ ଅଭିନେତ୍ରୀ ଜିନା ଦୋଳି ମଧ୍ୟ ଝୁଲିଛନ୍ତି । ଅଭିନେତ୍ରୀ ଝିଲିକ ସୋସିଆଲ ମିଡିଆରେ ଓଡିଶା ବାସୀ ମାନଙ୍କୁ ରଜ ପର୍ବର ଶୁଭ କାମନା ଜଣାଇ ସମସ୍ତଙ୍କୁ ଘରେ ରହି ରଜପର୍ବ ପାଳନ କରିବାକୁ କହିଛନ୍ତି ।

କାରଣ ଆପଣ ମାନେ ସମସ୍ତେ ଭଲ ଭାବରେ ଅବଗତ ଯେ, ବର୍ତ୍ତମାନ ପରିସ୍ଥିତିରେ ବାହାରକୁ ଯିବା ଅନୁଚିତ । କାରଣ ରାଜ୍ୟରେ କୋରୋନା ମହାମାରୀ ର ସଂଖ୍ୟା ବହୁଳ ଭାବରେ ବଢିବାକୁ ଲାଗିଅଛି । ଏଥିରୁ ଟିକିଏ ବର୍ତିଲା ବେଳକୁ ପରିସ୍ଥିତି ପୁଣି ଜଟିଳ ହେବାକୁ ଲାଗିଅଛି । ସରକାର ଏହାକୁ ନଜରରେ ରାଖୀ ରାଜ୍ୟ ମାନଙ୍କରେ ଲକ ଡାଉନ ତଥା ସଟ ଦାଊନ ପକ୍ରିୟା ଆରମ୍ଭ କରିଛନ୍ତି ।

ଗତବର୍ଷ ଏହିଭଳି ଭାବରେ ସମସ୍ତ ପର୍ବପ୍ପାର୍ବାଣି ଲକଡାଉନ ରେ କଟିଥିଲା । ଚଳିତ ବର୍ଷ ମଧ୍ୟ ଏପରି ହୋଇଅଛି । ମାତ୍ର ଏଥିରେ ଓଡିଆ କଳାକାର ତଥା କୁମାରୀ ଝିଅ ମାନେ ନିଜ ଘରେ ରହି ଆନନ୍ଦତାର ସହିତ ଏହି ପର୍ବ ପାଳନ କରିଛନ୍ତି ।

ବନ୍ଧୁଗଣ ଚଳିତବର୍ଷ ବହୁତ କଳାକାର ବିବାହ ମଧ୍ୟ କରିଛନ୍ତି । ସେମାନଙ୍କ ପାଇଁ ଏହି ବିଶେଷପର୍ବ ଟି ଶୁଭମୟ ତଥା ଆନନ୍ଦମୟ ହେଉ ବୋଲି ଆମ୍ଭର ଶୁଭକାମନା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *