ଶୁକ୍ରବାର ଦିନ ଏହି ସହଜ ଉପାୟ ନିଶ୍ଚିନ୍ତ କରନ୍ତୁ, ଏହା ଦ୍ଵାରା ଆପଣଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିଯିବ

ଏହି କଥା ଆପଣ ସମସ୍ତେ ଜାଣି ଥିବେ ଯେ ଶୁକ୍ରବାର ମାଁ ଲକ୍ଷ୍ମୀଙ୍କ ଦିନ ଅଟେ, ତେବେ ଏହି ଦିନ ପୂର୍ଣ ରୂପରେ ମାଁ ଲକ୍ଷ୍ମୀଙ୍କ ପାଇଁ ଅର୍ପିତ ଅଟେ । କେତେକ ଲୋକ ଶୁକ୍ରବାର ଦିନ ମାଁ ଲକ୍ଷ୍ମୀ ବା ସନ୍ତୋଷୀଙ୍କ ଓପାସ ମଧ୍ୟ ରଖିଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ଧନ ଦେବୀ ମଧ୍ୟ କୁହା ଯାଇ ଥାଏ ଏବଂ ଆଜିକାଲି ଲୋକ ଯାହା ପାଖରେ ଟଙ୍କା ଥାଏ ତାକୁ ଅଧିକ ମୂଲ୍ୟ ଦିଅନ୍ତି ।

ମାଁ ଲକ୍ଷ୍ମୀଙ୍କ ପାଇଁ କୌଣସି ଲୋକ ଅଧିକ ବା କମ ନଥାଏ ସମସ୍ତେ ମାଁଙ୍କ ଆଗରେ ସମାନ ହୋଇ ଥାନ୍ତି ।

ସମସ୍ତଙ୍କ ମନରେ ଗୋଟେ କଥା ଥାଏ ଯେ କେବଳ ମାଁ ଲକ୍ଷ୍ମୀଙ୍କ ପୂଜା ସମ୍ପୂର୍ଣ ଅଟେ ? କଣ ମାଁ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ କିଛି ବିଶେଷ କରିବା ଦରକାର ନୁହ ? ତେବେ ଏଇ ଥର ଶୁକ୍ରବାର ଦିନ ଓପାସ ସହ ଯଦି ଆପଣ ମାଁ ଲକ୍ଷ୍ମୀଙ୍କ ପୂଜା ସହ ବିଶେଷ ଉପାୟ କରି ଥାନ୍ତି ।

ଶୁକ୍ରବାର ଦିନ ଷ୍ଟିଲ ବା ଲୁହା ତାଲା କିଣନ୍ତୁ ଏବଂ ତାଲା କିଣିଲା ବେଳେ ଏହି କଥା ପାଇଁ ଧ୍ୟାନ ରଖନ୍ତୁ ଯେ ତାଲା ବନ୍ଦ ଅଛି, ଏମିତି ସମୟରେ ତାଲା କିଣିଲା ବେଳେ ତାକୁ ଖୋଲନ୍ତୁ ନାହିଁ ବା ଦୋକାନୀକୁ ଖୋଲିବା ପାଇଁ ମଧ୍ୟ କୁହନ୍ତୁ ନାହିଁ । ଏହା ପରେ ତାଲାକୁ ଗୋଟେ ଡବା ରେ ରଖନ୍ତୁ ଏବଂ ରାତି ରେ ନିଜ ସୋଇବା ଘରେ ନିଜ ବିଛଣା ପାଖରେ ରଖୀ ଦିଅନ୍ତୁ ।

ଏହା ପରେ ଶନିବାର ଦିନ ସକାଳେ ଉଠି ସ୍ନାନ ଆଦି ସାରି ସେହି ତାଲାକୁ ନେଇ କୌଣସି ମନ୍ଦିର ବା ଦେବସ୍ଥାନ ନେଇକି ରଖୀ ଆସନ୍ତୁ ବିନା କିଛି କଥା କହି ତାଲା ସେଠାରେ ରଖି ଘରକୁ ଫେରି ଆସନ୍ତୁ କିନ୍ତୁ ମାନେ ରଖନ୍ତୁ ଘରୁକୁ ଆସିଲା ବେଳେ ପଛକୁ ଅନେଇବେ ନାହିଁ ।

ଏମିତି କାମ ପାଇଁ ଆପଣଙ୍କୁ ଧାର୍ଯ୍ୟ ଏବଂ ବିଶ୍ଵାସ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ, ଯେଉଁ ଜାଗାରେ ଆପଣ ତାଲା ରଖି ଥିଲେ, ସେହି ଜାଗା ରେ ଯାଉ ଲୋକ ଆସି ଡବା ଖୋଲି ତାଲା ଖୋଲିବ ତା ପରେ ଆପଣଙ୍କ ଭାଗ୍ୟ କବାଟ ଖୋଲି ଜୀବ, ଏହା ଛଡା ମଠାରେ ତିଲକ ଲଗେଇବା ଶୁଭ ଅଟେ ଏବଂ ଶ୍ଵାସତିକ ପ୍ରତୀକ ବୋଲି କୁହା ଯାଏ ।

Leave a Reply

Your email address will not be published. Required fields are marked *