ଶୁକ୍ରବାର 12 ମାର୍ଚ୍ଚ 2021- ମା ସନ୍ତୋଷୀ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ମାନସିକ ଥକାନର ଅନୁଭବ କରିବେ । ଆଣ୍ଠୁ ଦରଜରୁ ମୁକ୍ତି ମିଳିବ । କାମରେ ସଫଳତା ମିଳିବ । କାହା ମାଧ୍ୟମରେ ଧନର ଲାଭ ହୋଇପାରେ କିନ୍ତୁ ଖର୍ଚ ମଧ୍ୟ ବଢିବ । ଅଳ୍ପ କାଳିକ ନିବେଶ କରିବେ, ଲାଭ ହେବ । ଧ୍ୟାନ ଆଉ ଯୋଗ ଦ୍ଵାରା ଆନ୍ତରିକ ବଳ ମିଳିବ । ନିଜ ପ୍ରତିଦିନର କାର୍ଯ୍ୟ ନିୟମିତ କରନ୍ତୁ ଓ ଖାଦ୍ଯ ପେୟର ବିଶେଷ ଧ୍ୟାନ ଦିଅନ୍ତୁ । ବିଜନେସ ମାମଲାରେ କୌଣସି ଅନୁଭବିର ସଜେସନ ନିଶ୍ଚିତ ରୂପରେ ନିଅନ୍ତୁ ।

ବୃଷ :- ଆଜି ସନ୍ତାନକୁ ନେଇକି ଟିକେ ଚିନ୍ତା ଲାଗିବ । ଆଜି ଆପଣ ନିଜର ସମୟ ଓ ଊର୍ଜା ଅନ୍ୟର ସାହାର୍ଯ୍ୟ ପାଇଁ ଲଗାନ୍ତୁ । କିନ୍ତୁ ଏମିତି ମାମଲାରେ ପଡନ୍ତୁ ନହିଁ ଯେଉଁ ତିରେ ଦେବା ନେବାର ନହିଁ । କୌଣସି କାର୍ଯ୍ୟରେ ବ କଥାରେ ଶୀଘ୍ରତା ବାହିତ କ୍ଷତି ହୋଇପାରେ । ସ୍ଵାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ । ଧାର୍ମିକ ଆଉ ସାମାଜିକ କାର୍ଯ୍ୟରେ ରୁଚି ଉତ୍ପନ ହେବ । ପରିବାରର ପୂର୍ଣ ସହଯୋଗ ମିଳିବ ।

ମିଥୁନ :- କାରିୟରରେ ନୂଆ ସମ୍ଭାବନା ପ୍ରକଟ ହେବ । ଆପଣଙ୍କୁ ଅପ୍ରତ୍ଯାଶିତ ରୂପରେ ହଜିଥିବା ଧନ ମିଳିବ । ଶୀଘ୍ରତା ଭିତରେ କିଛି ନିସ୍ପତି ନେବାକୁ ପଡିବ । ସଞ୍ଚିତା ଧାନର ଉପଯୋଗ ସତର୍କତା ପୂର୍ବକ କରନ୍ତୁ । ନୂଆ ଦାୟିତ୍ଵ ମିଳିବାର ସମ୍ଭାବନା ରହିଛି । ଆଜି ଆପଣଙ୍କ ଭିତରେ ଗୋଟିଏ ଦାର୍ଶନିକ ନଜର ଆସିବେ । ବିରୋଧୀ ମାନଙ୍କ ମୁଣ୍ଡ ବିନ୍ଧିବ । ବଡ ଲୋକଙ୍କ ସହିତ ସମ୍ପର୍କ ଯୋଡିବେ ।

କର୍କଟ :- ଆଜି ଦୁଆରରେ ରହିଥିବା ସନ୍ତାନର ଚିନ୍ତା ବଢିବ । କୌଣସି ଆଧ୍ୟାତ୍ମିକ ଗୁରୁ ବା ବ୍ୟକ୍ତିଙ୍କ ଠାରୁ କୃପା ମିଳିବ । ନିଆ ଭବିଷ୍ୟତ ପାଇଁ ମହତ୍ବପୂର୍ଣ ନିସ୍ପତି ନେବାକୁ ପଡିପାରେ । ଆର୍ଥିକ ପକ୍ଷ ମଜଭୁତ ହେବ । ଭଲ କାମର ଆରମ୍ଭ ବଡ ଲୋକଙ୍କ ଆଶୀର୍ବାଦରୁ ହେବେ । ନିଜ ଦେହ ପ୍ରତି ନିଜେ ଶତକ ରୁହନ୍ତୁ ।

ସିଂହ :- ସିଂହ ରାଶିର ଲୋକ ସବୁ କାମକୁ ଭଲ ଉପାଯରେ କାମ କରିବେ । କାମ କରିବାରେ ମନ ଲାଗିବ । ସ୍ୱାସ୍ଥ୍ୟ ମଜଭୁତ ରହିବ । ଆପଣ କୌଣସି ଯୋଷିଲା, ସ୍ଥିର, ସ୍ନେହୀ ବ୍ୟକ୍ତି ଖୋଜିବାର ଅବସର ମିଳିବ ଜିଏକି ସୁଖୀ ସମ୍ବନ୍ଧ ପାଇଁ ସର୍ବଶ୍ରେଷ୍ଠ ପସନ୍ଦରେ ବଦଳି ଜୀବ । ପଇସା ଆଉ ସଞ୍ଚୟ  ମାମଲାରେ ଦୂର ସ୍ଥାନର କୌଣସି ବ୍ୟକ୍ତିଙ୍କ ସଜେସନ ନେବେ । କେଉଁଠୁ ହଠାତ ଧନ ଆସିବା ଦ୍ଵାରା ଆପଣଙ୍କ ସ୍ଥିତି ଆହୁରି ବଢିଆ ହୋଇଯିବ ।

କନ୍ୟା :- ମାନସିକ ଚିନ୍ତା ଆପଣ ଙ୍କୁ ଟେନସନ ଦେବ, ଯେଉଁଥିରେ କାମରେ ପ୍ରତିବନ୍ଧକ ଆସିପାରେ କିନ୍ତୁ ବିବାହିତା ଲୋକଙ୍କର ଦାଂପତ୍ଯ ଜୀବନରେ ଆଜି ପ୍ରେମ ବଢିବ । ଆପଣଙ୍କ କାମ କାର୍ଯ୍ୟ ଉପାଯରେ ବହୁତ ଚେଞ୍ଜେସ ଆସିପାରେ । ଯେଉଁଥିରେ ଆପଣଙ୍କୁ ଫାଇଦା ହେବ । ଏହା ସହିତ କାମର ଟେନସନ ଦୂର ହେବ । ଏହା ସହିତ କାମ କାର୍ଯ୍ୟର ଟେନସନ କମ ହୋଇପାରେ ।

ତୁଳା :- ଆଜି ବ୍ୟାପାର ବ୍ୟବସାୟରେ ଲାଭର ସ୍ଥିତି  । ପରିବାର ମାହୋଲଭଲ ରହିବ । ଲୋକ ଜେନ ଜଣଙ୍କ ସହିତ ବସିକି ପରିବାର ଭଲ ବିଷୟରେ କଥା ହେବେ । ଆପଣଙ୍କୁ ଭାବନାତ୍ମକ ସହଯୋଗ ମିଳିପାରେ । ପ୍ରେମ ଜୀବନ ପାଇନାଜିର ଦିନ ବହୁତ ଭଲ ରହିବ । ରୋମାନ୍ସ କରିବାର ଅବସର ମିଳିବ । ପରିବାର ଲୋକ ଆପଣଙ୍କ ଖରାପ ବ୍ୟବହାରକୁ ସହ୍ୟ କରିବେ ନହିଁ, ଖାସ କରି ଛୁଆ ମାନଙ୍କର । ଆପଣ ପରିବାର ଲୋକଙ୍କ ସହୀତ ହସଖୁସିରେ ଦିନ ବ୍ଯତୀତ କରିବେ ।

ବିଛା :- ବିଛା ରାଶିର ଲୋକ ନିଜର ନଜରିଆ ମିତ୍ର ଓ ସମ୍ପର୍କୀୟଙ୍କ ଉପରେ ଥୋପିବାର ପ୍ରୟାସ କରିବେ । ଏମିତି କରିବା ତାଙ୍କୁ ଦୁଖୀ ମଧ୍ୟ କରିପାରନ୍ତି । କାମରେ ଫୋକସ କରିବେ । ନିଜ ପ୍ରୟାସ ଦ୍ଵାରା ସଫଳତା ମିଳିବ । ଆପଣ ଯେମିତି ବ୍ୟବହାର କରିବେ ଆପଣଙ୍କ ସହିତ ସେମିତି ହେବ । ପ୍ରେମ ଜୀବନରେ  ରୋମାନ୍ସ କରିବାର ଅବସର ମିଳିବ । ବିବାହିତ ଲିକଙ୍କ ପାଇଁ ଆଜିର ଦିନ ବହୁତ କମଜୋର ରହିବ ।

ଧନୁ :- ଆଜି ପରିବାର ଲୋକଙ୍କ ମାନ ସନମାନ ବଢିବ । ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବା ପାଇ ଶକ୍ତି ଦେବ । ଘରେ ପରିବାର ଲୋକଙ୍କ ସହିତ ମିସିକି ସମୟ ବିତାଇବା ବହୁତ ଭଲ ଲାଗିବ । ଆଜି ଆପଣଙ୍କର ଜୀବନରେ ଏମିତି ବ୍ୟକ୍ତି ଆସିବ ଯିଏ ଆପଣଙ୍କୁ ଠିକ ମାର୍ଗ ଦର୍ଶନ କରାଇବ । ବହୁତ ଦିନରୁ ଚାଲିଆସୁଥିବା ବିବାଦର ଆଜି ସମାଧାନ ହେବ । ସନ୍ତାନ ସୁଖ ମଧ୍ୟ ମିଳିବ । ଜୀବନସାଥି ସହଯୋଗୀ ଦ୍ଵାରା କାର୍ଯ୍ୟ ପୂର୍ଣ ହେବ ।

ମକର :- ଆଜିର ଦିନ ଭଲ ମନ୍ଦ ଲାଗି ରହିବ । ମନରେ ବହୁତ ପ୍ରକାର ଭାବନା ଆସିବ, ଜା ଆପଣାକୁ ଅଲଗା ଅଲଗା ଦିଗରୁ ଭାବିବାକୁ ବାଧ୍ୟ କରିବ । ଏଥିରେ କାମରେ ପ୍ରତିବନ୍ଧକ ଆସିବ । ଆପଣ ଅନାବଶ୍ୟକ ଜିନିଷର  ଖର୍ଚ ଉପରେ  ଚିନ୍ତିତ ରହିବେ । ବ୍ୟବସାୟୀ ମାନଙ୍କର କିଛି ଲାଭ ହେବାର ସମ୍ଭାବନା ରହିଛି ।

କୁମ୍ଭ :- ଆଜି ଆପଣ ନିଜର କଥାକୁ ଗୁପ୍ତ ରଖଙ୍କୁ କାହାକୁ ପ୍ରକାଶ କରିବାର ଆବଶ୍ୟକ ନାହିଁ । ଆଜି ଆପଣଙ୍କ ପାଇଁ ଛୋଟ ଯାତ୍ରାର ଯୋଗ ବନୁଛି । ଖର୍ଚରେ ବୃଦ୍ଧି ହେବ । ଆଜି ଆପଣଙ୍କ ଖାଦ୍ଯ ପେୟରେ ନିୟତ୍ରାଣର ଆବଶ୍ୟକ ଅଟେ । ବ୍ୟର୍ଥ ଚିନ୍ତାରେ ମିଳିଥିବା ସମୟକୁ ଖରାପ କରନ୍ତୁ ନହିଁ । ଯାହା ଆପଣ ପାଇବାକୁ ଚାହୁଁଛନ୍ତି ତାହା ଅବଶ୍ୟ ମିଳିବ । ଆପଣଙ୍କ ଭିତରେ ଯୋଗ୍ୟତାର କିଛି କମି ନହିଁ । କେବଳ ପ୍ରୟାସ କରିବାର ଆବଶ୍ୟକ ରହିଛି ।

ମୀନ:- ପରିବାରର କୌଣସି ଦାୟିତ୍ଵ ପୁରା କରିବାକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । କିନ୍ତୁ ଚିନ୍ତା ନକରି ତାକୁ ପୁରା କରିବା ବିଷୟରେ ଭାବନ୍ତୁ । ଆଜି ପରିବାରରେ ବଡ ଲୋକଙ୍କ ସହଯୋଗ ମିଳିପାରେ । ସୃଜନାତ୍ମକ କାର୍ଯ୍ୟରେ ଧନ ଲଗାଇ ପାରନ୍ତି । ଆଜି ଆପଣ ନିଜ ଦାୟିତ୍ଵରୁ ଦୂର ହୋଇପାରନ୍ତି, କିନ୍ତୁ ବିଚଳିତ ହୁଅନ୍ତୁ ନହିଁ । ସ୍ୱାସ୍ଥ୍ୟ ପାଇଁ କୌଣସି ପ୍ରକାରର ଅବହେଳା କରନ୍ତୁ ନହିଁ ।

Leave a Reply

Your email address will not be published. Required fields are marked *