ଶୁକ୍ରବାର 26 ମାର୍ଚ୍ଚ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ପ୍ରଚୁର ଧନ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ପୁରୁଣା ସାଙ୍ଗ ସହିତ ମିସିକି ଖୁସି ହେବେ । ଆପଣଙ୍କ ପଦୋନ୍ନତି ହୋଇପାରେ ଓ ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହୋଇପାରେ । ସେହି ମାମଲାକୁ ଟାଳି ଦିଅନ୍ତୁ ଯାହାକୁ କରିବା ପାଇଁ ଆପଣଙ୍କୁ ଅସୁବିଧା ହେଉଛି । ଜରୁରୀ କାମ ପାଇଁ କିଛି ଲୋକଙ୍କ ସାହାର୍ଯ୍ୟ ମିଳିବ । ଆପଣ ନିଜ ପୁରୁଣା ଗାଡିକି ବିକିକି ଟଙ୍କା ଆଯ କରିବେ ବୋଲି ବିଚାର କରୁଛନ୍ତି ।

ବୃଷ :- କୌଣସି ଭଲ ସଉଦା ଦ୍ଵାରା ଆପଣଙ୍କୁ ଭଲ ଲାଭ ମିଳିବ । ପ୍ରେମ ଜୀବନ ଖୁସିରେ ଭର ପୁର ରହିବ । ପରିବାରରେ ଦୁଃଖର ସ୍ଥିତି ଉତପନ ହୋଇପାରେ । ଶେଠୀ ପାଇଁ ଶାନ୍ତି ପୂର୍ଣ ସ୍ଥିତି ବନାଇ ରଖିବାକୁ ପ୍ରୟାସ କରନ୍ତୁ । ପରିବାରର ମହୋଲ ବହୁତ ଭଲ ରହିବ ।

ମିଥୁନ :- ଆଜି କୌଣସି ପୁରୁଣା ମିତ୍ର ଙ୍କ ସହିତ ଦେଖା ହେବାର ସମ୍ଭାବନା ରହିଛି । ଦାଂପତ୍ଯ ଜୀବନରେ ଭୁଲ ବୁଝାମଣା ଦୂର ହେବ ଆଉ ସ୍ଥିତି ସ୍ପଷ୍ଟ ଦେଖାଯିବ । ଏଥିରେ ବୁଝାମଣା ବଢିବ । ଧର୍ଜ୍ୟ ଆଉ ବିଶ୍ଵାସ ବନାଇ ରଖନ୍ତୁ । ଯଦି ଚାକିରି ବଦଳାଇବାକୁ ଚାହୁଁଛନ୍ତି ଚେଷ୍ଟା କରନ୍ତୁ ଡେରି ହେବ ପଛେ ଆପଣଙ୍କୁ ସଫଳତା ମିଳିବ । ପରିବାରର ମହୋଲ ବହୁତ ଭଲ ରହିବ । କାମ ମାମଲାରେ ଆପଣଙ୍କୁ ଭଲ ଫଳ ମିଳିବ । ବ୍ଯବସାୟିକ ଯାତ୍ରାର ଯୋଗ ରହିଛି ।

କର୍କଟ :- ଆଜି ଆପଣଙ୍କ ଆଯ ବଢିବ ଓ କୌଣସି ବଡ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଆପଣଙ୍କ ଦାନ ଶୀଳତାର ବ୍ୟବହାର ଆପଣଙ୍କ ପାଇଁ ଲୁଚି ରହିଥିବା ଆଶୀର୍ବାଦ ଭଳି କାମ ଦେବା । ଆପଣଙ୍କ ପ୍ରତିଦିନର କାମ ଛଡା କିଛି ଅଲଗା କରିବାକୁ ଭବିବେ ଆଉ ସଫଳ ହେବେ । ପରିଶ୍ରମ ଦ୍ଵାରା ସଫଳତା ମିଳିବ । ଆପଣଙ୍କୁ ମାନ ସନମାନ ରୂପରେ କୌଣସି ପୁରସ୍କାର ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ :- ଅବିବାହିତ ଲୋକଙ୍କୁ ଉପଯୁକ୍ତ ଜୀବନସାଥି ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ଖର୍ଚରେ ବୃଦ୍ଧି ହେବ ଓ ଆଯ ଟିକେ କଣ ହେବ । ଯେଉଁଥିରେ ସ୍ଥିତିରେ ତାଳମେଳ ବସାଇବା ଟିକେ ମୁସ୍କିଲ ହେବ, କିନ୍ତୁ ପରିବାର ସହଯୋଗ ମିଳିବ, ଯେଉଁଥିରେ କାମ ସହଜରେ ହେବ । ବିଗିଡି ଥିବା କାମ ସଜାଡିବା ପାଇଁ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ ।

କନ୍ୟା :- ସକାଳର ଗୋଟେ ଭଲ ନ୍ଯୁଜ ଆପଣଙ୍କ ସକାଳ ଭଲ ହୋଇଯିବ । ଖର୍ଚରେ କମ ହୋଇବ, ଯେଉଁଥିରେ ଆର୍ଥିକ ସ୍ଥିତି ସୁଧୁରିବ । ବ୍ୟବହାରରେ ନମ୍ରତା ବଢିବ ଆପଣ ନିଜର କାର୍ଯ୍ୟ କୁଶଳତା କାରଣରୁ ନିଜ କାମରେ ସଫଳତା ଅର୍ଜିତ କରିବେ । ଆପଣଙ୍କ ଭାବିବା ତରିକାରେ ଚେଞ୍ଜେସ ହୋଇପାରେ । କାମ ମାମଲାରେ ଆପଣ ପ୍ରୟାସ ସାର୍ଥକ ହେବ । କୌଣସି ବିବାଦରେ ବୁଝାମଣା ହୋଇବ ।

ତୁଳା :- ଆଜି ଆପଣ ଆର୍ଥିକ ମାମଲାରେ ବୁଝିସୁଝି ନିର୍ନୟ ନିଅନ୍ତୁ । ଘରର କୌଣସି ଜରୁରୀ କାମ ପୁରା ହୋଇବ । ଅଧ୍ୟାତ୍ମିକତା ଆଡକୁ ମନ ବଳିବ । ପ୍ରୋପର୍ଟି ବିକିବା ବା କିଣିବାକୁ ଭାବୁଥିବା ଲୋକଙ୍କୁ ଅପେକ୍ଷା କରିବାକୁ ପଡିବ । ଧନ ପ୍ରାପ୍ତି ଅଥବା ଉପହାର ପ୍ରାପ୍ତି କରିବା ଦ୍ଵାରା ମନ ପ୍ରସନ୍ନ ହେବ । ନିଜର ମନ କଥା ଓ ଯୋଜନା କାହା ଆଗରେ ପ୍ରକାଶ କରନ୍ତୁ ନହିଁ ।

ବିଛା :- ଆଜି ଆପଣଙ୍କୁ ଜୀବନସାଥି ଙ୍କ ଠାରୁ ସାହାର୍ଯ୍ୟ ମିଳିବ । ଆର୍ଥିକ କାର୍ଯ୍ୟରେ ତେଜୀ ଆସିବ । ଜୀବନସାଥି ସହିତ ମତଭେଦ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ପରିବାର ଲୋକଙ୍କ ସହିତ କୌଣସି ଯାତ୍ରା ଯିବାର କ୍ଯନସେଲ ହୋଇପାରେ । ଆଜି ଆପଣଙ୍କୁ ବ୍ୟସ୍ତତାରୁ ମୁକ୍ତି ମିଳିବ । କୌଣସି ଛୁଆର ଜନ୍ମର ଖୁସି ଖବର ମିଳିପାରେ । ଖର୍ଚର ବ୍ୟବସ୍ଥା କଠିନ ହେବ । ଆଜି କୌଣସି କାମ ପାଇଁ ବେସୀ ଇଛା ହୋଇବ ।

ଧନୁ :- ଆଜି ଆପଣଙ୍କ କାମ କରିବାର କଳା ଓ ଚରିତ୍ର ଦ୍ଵାରା ପ୍ରଭାବିତ ହେବ । ଯେଉଁଥିରେ ଆପଣଙ୍କ ଆର୍ଥିକ ପକ୍ଷ ମଜଭୁତ ହେବ । ପରିବାର ସହିତ ମଜା ସମୟ ବିତାଇବାର ସୁଯୋଗ ମିଳିବ । କିନ୍ତୁ ଆପଣଙ୍କୁବି ଶୀଘ୍ର ନିର୍ନୟ ନେବାରୁ ବଞ୍ଚିବା ଆବଶ୍ୟକ । ପ୍ରପଟି ସହିତ ଜଡିତ କୌଣସି ମାମଲା ସହଜରେ ସମାଧାନ ହୋଇବ ।

ମକର :- ଆଜି କୌଣସି ଶୁଭ ସମାଚାର ଦ୍ଵାରା ମନ ପ୍ରସନ୍ନ ରହିବ । ଆପଣଙ୍କୁ କିଛି ଭଲ ସୁଯୋଗ ମିଳିବାରୁ ବଞ୍ଚିତ ରହିବ । କୌଣସି ବ୍ୟକ୍ତିର କୌଣସି ବିଶିଷ୍ଟ କ୍ଷେତ୍ରରେ ଛାପଛାଡିବାରେ ସାହାର୍ଯ୍ୟ କରିବେ । ସାଙ୍ଗ ମାନଙ୍କ ଦ୍ଵାରା ସାହାର୍ଯ୍ୟ ମିଳିବ । କିନ୍ତୁ ନିଜ ଇଛା ଉପରେ  ନିୟତ୍ରଣ ରଖନ୍ତୁ । କାହା ସହିତ ସକାରାତ୍ମକ ଜବାବ ନମିଳିବାର କୁଣ୍ଠିତ ହୋଇପାରେ । ବୈବାହିକ ଜୀବନ ଖୁସି ଓ ଆନନ୍ଦ ରହିବ ।

କୁମ୍ଭ :- ନିୟମିତ ବ୍ୟାୟାମର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିବ । ବିଦେଶରେ କୌଣସି ବ୍ୟକ୍ତି ଆପଣଙ୍କ ସହିତ କଥା ହୋଇପାରନ୍ତି । ସ୍ତ୍ରୀ ଓ ଛୁଆଙ୍କ ସହିତ ସୁଖ ସମୟ ବିତିବ । ସାମାଜିକ ଯାତ୍ରା ହେବ । କୌଣସି ପ୍ରପଟି ଦ୍ଵାରା ଧନ ଲାଭର ଆଶା ରହିବ । ପଢାରେ ସଫଳତା ପ୍ରାପ୍ତିର ଯୋଗ ରହିଛି ।

ମୀନ :- ଆଜି ପରିବାର ସଦସ୍ୟଙ୍କ ଆପଣଙ୍କ ଜୀବନରେ ବିଶେଷ ମହତ୍ଵ ରହିଛି । ପାରିବାରିକ କଥାରେ କାହାର ଯତ୍ନ ନେବାରେ ସମସ୍ତେ ତାରିଫ କରିବେ । କାମ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ଅଧିକ ଦଉଡା ଦୌଡି କରିବାକୁ ପଡିବ । ଆଜି ଘରୁ ବାହାରକୁ ବାହାରନ୍ତୁ ନାହିଁ ଭଲ ହେବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ଯାତ୍ରା କରିବା ପାଇଁ ଦିନ ଭଲ ରହିବ ।

Leave a Reply

Your email address will not be published. Required fields are marked *