ବାପା ହେଲେ Ollywoodର ଲୋକ ପ୍ରିୟ ଅଭିନେତା ଅରିନ୍ଦମ

ବନ୍ଧୁଗଣ ଓଡିଆ ଫିଲ୍ମି ଜଗତର ସୁପରଷ୍ଟାର ବାପା ହୋଇଛନ୍ତି । ବନ୍ଧୁଗଣ “ଅରିନ୍ଦମ ରୟ” ବର୍ତ୍ତମାନ ଏକ ଶିଶୁ ପୁତ୍ର ର ବାପା ହୋଇଛନ୍ତି । ଗତବର୍ଷ “ଅରିନ୍ଦମ ରୟ” ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବନ୍ଧୁଗଣ ଗତ କାଳୀ ରାତିରେ ଅରିନ୍ଦମ ଙ୍କ ପତ୍ନୀ ଗୋଟିଏ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ଏହା ଶୁଣିବା ପରେ ଅରିନ୍ଦମ ରୟ ଙ୍କ ଫ୍ୟାନ୍ସ ମାନେ ଶୁଭେଛା ବାର୍ତ୍ତା ପଠାଇଛନ୍ତି । ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଅରିନ୍ଦମ ବାପା ହେବାର ଖବର ପ୍ରସାରିତ ହୋଇଥିଲା, ମାତ୍ର ସେ ସବୁ ମିଛ ଖବର ଥିଲା ।

ବନ୍ଧୁଗଣ ସେ ୨୦୧୬ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ମଧ୍ୟ ଏକ ଭଲ ମଣିଷ ଅଟନ୍ତି । ବନ୍ଧୁଗଣ ତାଙ୍କ ଜନ୍ମ ୨୯ ମାଏଚ୍ଚ ୧୯୮୪ ମସିହାରେ ହୋଇଥିଲା । ସେ ଜଣେ ମଡେଲ ମଧ୍ୟ ଅଟନ୍ତି । ତାଙ୍କ ଅଭିନୟ ରେ ବହୁତ ଜଣ ଅରିନ୍ଦମ କୁ ନିଜ ହୃଦୟରେ ସାଇତି ରଖିଛନ୍ତି । ବନ୍ଧୁଗଣ ତାଙ୍କ ଜନ୍ମ କଟକରେ ହୋଇଥିଲା । ୨୦୨୧ ସୁଦ୍ଧା ସେ ସମୁଦାୟ ୫୦ ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏଲିନା ଙ୍କ ସହିତ ତାଙ୍କର ଗୋଟିଏ ଫିଲ୍ମ ଆସିବାକୁ ଯାଉଛି । ଅରିନ୍ଦମ ଜଣେ ଅଭିନେତା ହେବ ସଙ୍ଗେ ସଙ୍ଗେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ସେ ୨୦୦୬ ରେ “ପେମରୁତୁ ଆସିଲାରେ” ଫିଲ୍ମ ଟିରେ ଅଭିନୟ କରିଥିଲେ ।

ଏହି ଫିଲ୍ମଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ଫିଲ୍ମ ଭଳି ସେ କାଳୀ ଶଙ୍କର, ମିତରେ ମିତ, ଗୁଡ ବୟ, ପର୍ଶୁରାମ, କଲ୍କି, ଇସ୍କ ତୁ ହି ତୁ ଆଦି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ବାପାଙ୍କ ନାମ “ଗୋପାଳ ଚନ୍ଦ୍ର ରୟ” ଏବଂ ମାତା ଙ୍କ ନାମ “ସୁଚିସ୍ମିତା ରୟ” ଅଟେ । ବନ୍ଧୁଗଣ ତାଙ୍କ ପତ୍ନୀଙ୍କ ନାମ “ଅନୁପା ଦାସ” ଅଟେ ।

ସେ କଟକର ଖ୍ରାଇଷ୍ଟ ବିଶ୍ଵ ବିଦ୍ୟାଳୟରେ ନିଜର କଲେଜର ପାଠ ପଢା ସେସ କରିଥିଲେ । ସେ ଜଣେ ଭଲ ମଣିଷ ହୋଇଥିବାରୁ ଅନେକ ସମୟରେ ସେ ବହୁତ ଗରିବ ଲୋକଙ୍କୁ ମଧ୍ୟ ସାହାଜ୍ଯ କରିଛନ୍ତି । ଆଗାମୀ କିଛି ଦିନ ଭିତରେ ସେ ଏଲିନାଙ୍କ ସହିତ ଫିଲ୍ମ ଟି କରିବାକୁ ଯାଉଥିବା ବେଳେ ଦର୍ଶକ ବନ୍ଧୁ ଏହି ଚଳଚ୍ଚିତ୍ରଟିକୁ ବେସ ଭଲ ପାଇବେ ବୋଲି ଅରିନ୍ଦମ କହିଥିଲେ । ସେ କରିଥିବା ସମସ୍ତ ଚଳଚ୍ଚିତ୍ର ର ବହୁତ ପ୍ରଶଂସା ହୋଇଅଛି । ତାଙ୍କର ଅଭିନୟ ଦେଖି ଅନେକ ବ୍ୟକ୍ତି ତାଙ୍କର ଫ୍ୟାନ ପାଲଟି ଯାଇଛନ୍ତି ।

ଅରିନ୍ଦମ ଯେଉଁ ଅଭିନୟ କରିଥାନ୍ତି ସେଥିରେ ତାଙ୍କର ସଂପୂର୍ଣ୍ଣ ମନୋଭାବା ଲଗାଇ ସେହି ଚଳଚ୍ଚିତ୍ରରେ ଉନ୍ନତ ମାନର ଅଭିନୟ କରିଥାନ୍ତି । ଏହା ଫଳରେ ଫିଲ୍ମି ଜଗତରେ ମଧ୍ୟ ତାଙ୍କ ଅଭିନୟର ଖୁବ ପ୍ରଶଂସା ହୋଇଥାଏ । ବନ୍ଧୁଗଣ ତାଙ୍କର ଈର୍ଷା ଭାବ ଆଦୌ ନାହିଁ ।

ସାଧାରଣତ ଓଡିଆ ଲୋକମାନେ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଇଥାନ୍ତି । ବହୁତ ଭଲ ଆକଟିଂ କରି ସେ ବର୍ତ୍ତମାନ ଦିନରେ ଲୋକ ମାନଙ୍କ ହୃଦୟକୁ ଜିତି ପାରିଛନ୍ତି । ବନ୍ଧୁଗଣ ନିକଟରେ ତାଙ୍କର ପୁତ୍ର ସନ୍ତାନ ହୋଇଥିବାରୁ ସେ ବହୁତ ଖୁସି ଅଛନ୍ତି ଆପଣଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *