ଏବେ ବନୁଛି ଦୁର୍ଲଭ ସଂଯୋଗ ପ୍ରତ୍ୟେକ ଗୁରୁବାର ଦିନ କରନ୍ତୁ କବଳ ଏହି ଗୋଟିଏ ଉପାୟ, ରାତାରାତି ହେବେ କୋଟିପତି

ମଣିଷ ନିଜ ଜୀବନରେ ବହୁତ ପ୍ରକାର କର୍ମ କରିଥାଏ, ଏହି କର୍ମ ମଧ୍ୟରୁ ଷେ କିଛି ଭଲ କର୍ମ କରିଥାଏ ଆଉ କିଛି ଖରାପ କର୍ମ କରିଥାଏ ଯେଉଁ ବ୍ୟକ୍ତି ନିଜ ଜୀବନରେ ନିଜ ଛଡା ଅନ୍ୟ ବିଷୟରେ କେବେ ଚିନ୍ତା କରେ ନାହିଁ ସେହି ମଣିଷକୁ ସ୍ଵାର୍ଥୀ କୁହାଯାଏ ଆଉ ଏହି ଭଳି ମଣିଷ ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ ତା ପାଖରେ କେହି ନଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ପଶୁ ପକ୍ଷୀ ମାନଙ୍କୁ ଖାଇବାକୁ ଦେଲେ ଆଉ ତାଙ୍କ ଧ୍ୟାନ ରଖିଲେ ଆପଣଙ୍କୁ ମଧ୍ୟ ବହୁତ ଲାଭ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେମିତି ଆଉ କଣ ।

କାଉ :

ଆପଣ ମାନେ ସମସ୍ତେ ନିଜ ଘର ଆଉ ଅନ୍ୟ ସବୁ ଜାଗାରେ କାଉକୁ ଦେଖିବାକୁ ପାଉଥିବେ, କାଉ ଆମ ପରିବେଶ ସଫା ରଖିବାରେ ବହୁତ ସାହାଯ୍ୟ କରିଥାଏ କାଉ ଅସନା ସବୁ ଖାଇ ସଫା କରିଥାଏ । ତେବେ କାଉକୁ ପ୍ରତି ଦିନ କିଛି ଖାଇବାକୁ ଦେଲେ ଆପଣଙ୍କ ପିତୃ ଦୋଷ କଟିଥାଏ ବୋଲି କୁହାଯାଏ । ଅନ୍ତିମ ସଂସ୍କାର ପରେ ଖାଇବାକୁ ବାଧା ଯାଇଥିବା ଖାଦ୍ଯ କାଉ ଖାଇଲେ ପିତୃ ତୃପ୍ତି ପାଇଲେ ବୋଲି କୁହାଯାଏ । ଏହାଛଡା କାଉ ଭଗବାନ ଶନି ଦେବଙ୍କ ବାହନ ଅଟେ ସେଥିପାଇଁ କାଉ ସେବା କଲେ ଭଗବାନ ସାନି ଦେବ ପ୍ରସନ୍ନ ରୁହନ୍ତି ବୋଲି କୁହା ଯାଇଛି । ତେବେ ପ୍ରତି ଅମାବଶ୍ୟା ଆଉ ଶନିବାର ଦିନ ଯଦି କାଉକୁ ଖିରୀ ଖାଇବାକୁ ଦିଆ ଯାଇଥାଏ ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ ଆଉ ଏହା ଦ୍ଵାରା ଆପଣଙ୍କ ଦୋଷ କାଟିବା ସହ ଆପଣଙ୍କୁ ଆର୍ଥିକ ସମସ୍ୟା କେବେ ହୁଏ ନାହିଁ ।

କୁକୁର :

କୁକୁର ମଧ୍ୟ ଶନି ଦେବଙ୍କ ପ୍ରିୟା ହୋଇଥାଏ ବିଶେଷ କରି କଲା କୁକୁର କଣ ଆପଣ ମାନେ ଜାଣିଛନ୍ତି କୁକୁରକୁ ଖାଇବାକୁ ଦେଲେ ଭଗବାନ ଶନି ଦେବ ପ୍ରସନ୍ନ ହୋଇଥାନ୍ତି । କୁକୁରକୁ ପ୍ରତି ଦିନ ଖାଇବାକୁ ଦେଲେ ବହୁତ ଭଲ କିନ୍ତୁ ଯଦି ସବୁ ଦିନ ଦେଇ ପାରୁ ନାହାନ୍ତି ତେବେ ଆପଣ ଶନିବାର ଦିନ କଲା କୁକୁରକୁ ରୁଟି ବା ବିସ୍କୁଟ ଖାଇବାକୁ ଦିଅନ୍ତୁ ଯଦି ତେଲ ସେକା ରୁଟି ଆପଣ ଦେଇ ପାରନ୍ତି ତେବେ ବହୁତ ଶୁଭ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ବହୁତ ଦୋଷ ମଧ୍ୟ କାଟି ଯାଇଥାଏ ।

ଗାଈ :

ଗାଈ ବହୁତ ଶୁଭ ହୋଇଥାଏ, ଗାଇର ମଳ ମୁତ୍ର ମଧ୍ୟ ବହୁତ ଶୁଭ ହୋଇଥାଏ, ହିନ୍ଦୁ ଶାସ୍ତ୍ରରେ ଗାଇର ଗୋବର ନହେଲେ କିଛି ପୂଜା କରା ଯାଇ ପାରିବ ନାହିଁ । ତେବେ ଆପଣ ସବୁ ଦିନ ଯଦି ଘର ପ୍ରଥମ ରୁଟି ବା ଭାତ ଗାଇକୁ ଖାଇବାକୁ ଦିଅନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଆପଣଙ୍କ ଘର ଉପରେ କିଛି ବି ଖରାପ ପଡିନଥାଏ । ଶୁଭ ଦିନରେ ଗାଇକୁ ଖାଇବାକୁ ଯେମିତି ହେଲେ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *