ସୁନା ଦାମ ଲଗାତର ସାତ ଦିନ ବଢିଲା ପରେ ଆଜି ପ୍ରଥମ ଥର ପାଇଁ କମିଛି- ଜାଣନ୍ତୁ କେତେ

ଭାରତରେ ସୁନା ଦାମ ଗତ କିଛି ଦିନ ବଢିବାକୁ ଲାଗିଥିଲା କିନ୍ତୁ ଆଜି ବହୁତ ଦିନ ପରେ ସୁନା ଦାମ କମି ଅଛି, ତେବେ ଆଗକୁ ଏହା ଏମସୀଏକ୍ସ ଅନୁସାରେ ଏପ୍ରିଲ ମାସରେ ସୁନା ୦.୭୫% କମିଯାଇ ଯାହା ପରେ ଦାମ ୪୧,୯୦୦ ପ୍ରତି ୧୦ ଗ୍ରାମ ଓ ଜୁନ ମାସ ଦାମ ୦.୪% ଖସି ଯାଇ କମ ହୋଇଯାଇଛି ଯାହା ପରେ ସୁନା ଦାମ ୪୨,୬୫୦ ଆସିବାକୁ ଯାଉଅଛି । ତେବେ ଆଜିର ଦାମ ଅଛି ୪୩,୩୭୫ ଟଙ୍କା ପ୍ରତି ୧୦ ଗ୍ରାମ । ତେବେ ଲଗାତାର ବୃଦ୍ଧି ପରେ ଆଜି ୧୯୨୫ ଟଙ୍କା କମ ହୋଇଛି ସୁନା ଦାମ ।

ଏମସିଏକ୍ସ ମଇ ମାସରେ ଚାନ୍ଦି ଅନୁବନ୍ଧନ ୧.୭% କମିବ ଏହା ପରେ ଚାନ୍ଦି ଗୋଟେ କେଜି ରେଟ ୪୧,୦୦୩ ପ୍ରତି କିଲୋଗ୍ରାମ ହବ, ଏପ୍ରିଲ ମାସରେ ପ୍ରାୟତଃ ୨% ନଚେତ ୮୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ବୃଦ୍ଧି ହବ ।

ଏହି ମାସ ଆରମ୍ଭ ରେ ରିକୋର୍ଡ ଅନୁଯାଇ ସୁନା ୧୦ ଗ୍ରାମ ଦାମ ୪୫,୦୦୦ ଉଚ୍ଚ ସ୍ତରରେ ଥିଲା ଭାରତରେ ସୁନା ଦାମ ହଟାତ କମ ଅଧିକ ହବାକୁ ଲାଗିଲା, ଏହି ପ୍ରକାର ଆନ୍ଦୋଳନ ଉପରେ ନଜର ରଖା ଯାଇଛି । ତେବେ ଏହି ଦାମ କଥା ଏଥିପାଇଁ ସମ୍ଭବ ହୋଇଛି କାହିଁକିନା ଏଶିୟା ଶେୟର ବଜାର ରେ ଅଧିକାଂଶ ଆଜି କମ ଥିଲେ କାହିଁକିନା ନିବେଶକ କରୋନା ଭାଇରସ ଦ୍ଵାରା ଆର୍ଥିକ କମି ଅନୁଭବ କରୁଥିଲେ ଓ ୨ ଟ୍ରିଲିୟନ ୟୁଏସ ପ୍ରୋତ୍ସାହନ ପ୍ଯାକେଜ ପାରିତ ହବ ଓ ବିବରଣ ଏହାର ଅପେକ୍ଷା ରେ ଅଛନ୍ତି ।

ବର୍ତମାନ ସୁନା ୦.୬% କମିଯାଇ ୧,୬୦୪.୧୬ ଡଲାର ପ୍ରତି ଅଂସ ହୋଇଯାଇଛି, ଅନ୍ୟ ମୂଲ୍ଯବାନ ବସ୍ତୁ ଯେମିତିକି ଚାନ୍ଦି ୦.୪% କମିଯାଇ ୧୪.୩୭ ଡଲାର ହୋଇଯାଚୀ । ତେବେ ପ୍ଲାଟିନମ ୧.୬% କମିଯାଇ ୭୨୬.୪୮ ଡଲାର ପ୍ରତି ଅଂସ ହୋଇଯାଇଛି । ଏସପିଡିଆର ଗୋଲ୍ଡ ଟ୍ରଷ୍ଟ, ଯାହା ଦୁନିଆ ର ସବୁଠାରୁ ବଡ ସୁନା ସମର୍ଥିତ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ ଅଟେ, କହିଛନ୍ତି ଯେ ତାଙ୍କ ହୋଲଡିଙ୍ଗ ବୁଧବାର କୁ ୧.୪୧% ବଢିଯାଇ ୯୪୯.୧୫ ଟନ ହୋଇଯାଇଛି ।

ଏହା ମଧ୍ୟରେ ପ୍ରମୁଖ ଆମେରିକା ନିର୍ମିତ ପୁଞ୍ଜିଗତ ଜିନିଷ ନୂଆ ଆଦେଶ ଫେବୃଆରୀ ମାସରେ ଶୀଘ୍ର କମିବାକୁ ଲାଗିଲା, ଯାହା ଦ୍ଵାରା ବ୍ୟାପାର ରେ ନିବେଶ ଉପରେ ବହୁତ ଗମ୍ଭୀର ଶଙ୍କୁଚ ସମାଧାନ ଅଟେ । କରୋନା ଭାଇରସ ମହାମାରୀ ପାଇଁ ଲକଡାଉନ ପାଇଁ ନ୍ୟୂୟର୍କ ଓ ଦୁନିଆ ଅନ୍ୟ ସ୍ଥାନରେ ଦାମ କମିବାକୁ ଲାଗିଛି, ଏହା ଦ୍ଵାରା ବ୍ୟାପାରୀ ମାନଙ୍କୁ ଲାଭ ମିଳିବାର ଚିନ୍ତା ଅଟେ ।

Leave a Reply

Your email address will not be published. Required fields are marked *