ରବିବାର 29 ମାର୍ଚ୍ଚ 2020 – ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ୫ଟି ରାଶି ବ୍ୟକ୍ତି ସମସ୍ତ ଚିନ୍ତାରୁ ପାଇବେ ମୁକ୍ତି

ଆମେ ଆପଣଙ୍କୁ ରବିବାର ଦିନ ୨୯ ମାର୍ଚ୍ଚ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆପଣଙ୍କ ପାଖରେ କିଛି ମହଙ୍ଗା ଜିନିଷ ହୋଇ ପାରେ, ଯାହା ଆପଣଙ୍କ ଜୀବନ ଶୈଳୀ ବଦଳି ଭଲ କରି ପାରେ । ଆଜି ବ୍ୟବସାଇକ ଲୋକଙ୍କ ପାଇଁ ଦିନ ଭଲ ରହିବ, ଆଜି ଆପଣମାନେ ଭଲ ଲାଭ ଅର୍ଜନ କରିବାକୁ ପାଇବେ । ଆର୍ଥିକ ରୂପରେ ଆଜି ଦିନ ଆପଣଙ୍କ ପାଇଁ ସମୃଦ୍ଧ ରହିବ, ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ ।

ବୃଷ :

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଚିନ୍ତା ର ବିଷୟ ହୋଇବ, ବହୁତ ସମୟ ଧରି ଯେଉଁ ପ୍ରମୋଶନ ଅଟକି ରହିଥିଲା ତାହା ଆଜି ଆପଣଙ୍କୁ ପ୍ରାପ୍ତ ହବ ଯାହା ଦ୍ଵାରା ଆପଣ ବହୁତ ଖୁସି ହୋଇବେ । ଆଜି ସବୁ କାମ ପାଇଁ ଆପଣଙ୍କ ମନରେ ଆତ୍ମବିଶ୍ଵାସ ପରିପୂର୍ଣ ରହିବ, ଆଗରୁ କରା ଯାଇଥିବା କାର୍ଯ୍ୟ ପରିଶ୍ରମ ଫଳ ଆଜି ପ୍ରାପ୍ତ ହବ, ଆପଣ ନିଜ ବା ନିଜ ସନ୍ତାନ ପାଠ ପାଇଁ ଚିନ୍ତିତ ରହିବେ ।

ମିଥୁନ :

ଆଜି ଆପଣ ନିଜ ମନରେ କୌଣସି ପ୍ରକାର ସନ୍ଦେହ ରଖନ୍ତୁ ନାହିଁ, ଦାମ୍ପତ୍ୟ ଜୀବନରେ କିଛି ଭୁଲ ବୁଝା ମଣା ହୋଇପାରେ ଚେଷ୍ଟା କରନ୍ତୁ ସବୁ ଭଲ ରହୁ । ଆଜି ଆପଣଙ୍କୁ ପ୍ରତି କ୍ଷେତ୍ର ରେ ସଫଳତା ପ୍ରାପ୍ତ ହବ, ଆଜି ଆପଣଙ୍କ ଶତ୍ରୁ ଆପଣଙ୍କୁ କୌଣସି ପ୍ରକାର ହାନି କରିପାରୁ ନାହାନ୍ତି, ଆଜି ଆପଣଙ୍କ ମନ ସକାରାତ୍ମକ ଭାବ ଦ୍ଵାରା ପରି ପୂର୍ଣ ରହିବ, କିଛି କଷ୍ଟ ପରେ ମଧ୍ୟ ଆପଣ ଆଗକୁ ବଢିବେ ଏବଂ ନିଜ ଲକ୍ଷକୁ ପ୍ରାପ୍ତ କରିବେ ।

କର୍କଟ :

ଆଜି ପୁରା ଦିନ ଆପଣଙ୍କ ବ୍ୟସ୍ତ ରେ ରହିବେ ସେଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଆଜି କାହା ସହ ଝଗଡା ହୋଇ ପାରେ, ନୂଆ କାମ ପାଇଁ ଯୋଜନା କରି ପାରନ୍ତି । ଆଜି ଆପଣଙ୍କୁ ନିଜ ହୃଦୟ ର ସତ ପ୍ରେମ ମିଳିବ ଯାହା ପାଇଁ ଆପଣ ବହୁତ ଦିନ ଧରି ଅପେକ୍ଷା କରି ଥିଲେ । ଧନ ବା ଅନ୍ୟ ମହଙ୍ଗା ଜିନିଷ ଧ୍ୟାନ ସହ ରଖନ୍ତୁ ନଚେତ ଚୋରୀ ହବାର ଖତରା ଦେଖିବାକୁ ପାଇବେ ।

ସିଂହ :

ଆଜି ଆପଣଙ୍କ ଉପରେ ଦାଇତ୍ଵ ବଢିବ, ଆପଣଙ୍କ ସକାରାତ୍ମକ ବ୍ୟବହାର ପରିସ୍ଥିତି କୁ ସକାରାତ୍ମକ କରୀଦବ । ଆଜି ଆପଣଙ୍କ ବହୁତ କାମ ଯାହା ଖରାପ ହୋଇଥିଲା ତାହା ଆଜି ସମାଧାନ ହବ, ଅତି କ୍ରୋଧ ଆପଣଙ୍କ ପାଇଁ ହାନିକାରକ ଅଟେ ଏହି ସମୟ ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ ଅଟେ ଆପଣଙ୍କୁ ନିଜ ଘର ଲୋକଙ୍କ ସାହାଜ୍ଯ ଦରକାର ଅଟେ , ଆଜି ଠାରୁ କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ ।

କନ୍ୟା :

ଆଜି ନିବେଶ କରିବା ପାଇଁ ସଠିକ ସମୟ ଅଟେ, ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ସମ୍ବନ୍ଧ ଭଲ ରହିବ, କୌଣସି ବିଶେଷ କାମ ପାଇଁ ସର୍ଟକର୍ଟ ରାସ୍ତା ଆପଣାନ୍ତୁ ନାହିଁ, ଲୋଭ ରେ ନ ଫସିବା ପାଇଁ ଗଣେଶ ଠାକୁର କହିଛନ୍ତି ତାକୁ ସବୁବେଳେ ମନେ ରଖନ୍ତୁ । ଆଜି ଦିପହର ପରେ ହଟାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ । ଆଜି ଆପଣଙ୍କ ମାନ ସମ୍ମାନ ରେ ବୃଦ୍ଧି ହବ, ଆପଣଙ୍କ ଦ୍ଵାରା ହୋଇଥିବା କୌଣସି ନିବେଶ ଲାଭ ପ୍ରାପ୍ତ କରିବ ।

ତୁଳା :

ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ । ଚାକିରି ଅଧିକାରୀମାନଙ୍କ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ ।ବିଦ୍ୟାର୍ଥୀମାନଙ୍କ ଶିକ୍ଷା କ୍ଷେତ୍ର ରେ କେତେ ବଡ ଅବସର ପ୍ରାପ୍ତ ହୋଇବେ, ଏହାର ଲାଭ ଉଠାନ୍ତୁ, କାର୍ଯ୍ୟ ସ୍ଥଳ ରେ ବହୁତ ଅଧିକ ଚିନ୍ତା ଓ ପ୍ରେସର ରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ବିଛା :

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ଆଜି ଆପଣଙ୍କୁ ଆପଣଙ୍କ ଭାଇ ଭଉଣୀ ଦ୍ଵାରା ସାହାଜ୍ଯ ପ୍ରାପ୍ତ ହବ, ଆଜି ଆପଣ ବହୁତ ଗୁଡିକ କାର୍ଯ୍ୟ ଏକା ସହ କରି ପାରିବେ, କୋର୍ଟ ଆଇନ ସମ୍ବନ୍ଧିତ କାର୍ଯ୍ୟ ରେ କିଛି ସମୟ ଲାଗି ପାରେ ।

ଧନୁ :

ଆଜି ଆପଣଙ୍କ କାମ ଚର୍ଚା ରେ ରହିବ, ଗତ ସମସ୍ୟା ଆଜି ସମାପ୍ତ ହୋଇ ଜୀବ, ନିଜ କାମ ଓ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ । ଆଜି ଆପଣ ସାମାଜିକ କାର୍ଯ୍ୟ ରେ ଭାଗ ନେଇ ପାରନ୍ତି, ଯାହା ଦ୍ଵାରା ଆପଣ ବାହାର ଦୁନିଆ ବିଷୟରେ ଅଧିକ ଜାଣିବାକୁ ପାଇବେ, କୌଣସି ଯୋଜନା କାମ ଆରମ୍ଭ ଆଗରୁ ଘର ଲୋକଙ୍କ ସହ ବସି ଏହା ବିଷୟରେ କଥା ହୁଅନ୍ତୁ ନଚେତ ଭଲ ଜାଗାରେ ଖରାପ ହୋଇ ପାରେ ।

ମକର :

ଆଜି ସବୁ ଆଡେ ହସ ଖୁସି ବାତାବରଣ ରହିବ, ବିଦ୍ୟାର୍ଥୀମାନଙ୍କ ପାଠ ରେ ମନ ଲାଗିବ, ଆଜି ଦିନ ଆପଣଙ୍କ ସମ୍ପର୍କୀୟ ଲୋକଙ୍କ ସହ ବାଦ ବିବାଦ ଆଶାଙ୍କା ଅଟେ । ଆଜି ବିଦ୍ୟାର୍ଥୀମାନଙ୍କୁ କମ ପରିଶ୍ରମ ଦ୍ଵାରା ଅଧିକ ସଫଳତା ଲାଭ ହବ, ପାରିବାରିକ ସମ୍ପର୍କ ଭଲ ରହିବ, ଆପଣ ଆଜି ପରିବାର ସହ ଛୁଟି ମନେଇବା ପାଇଁ ବାହାରୁକୁ ଯାଇ ପାରନ୍ତି ଯାହା ଦ୍ଵାରା ଆପଣ ବହୁତ ଆନନ୍ଦ ପାଇବେ ।

କୁମ୍ଭ :

ଆଜି ନିଜ ରହସ୍ୟମୟ କଥା ଗୁଡିକ କାହାକୁ କୁହନ୍ତୁ ନାହିଁ, ଆଜି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ, ଏବଂ ଆଜି ଆପଣଙ୍କୁ ସବୁ ଆଡୁ ସଫଳତା ପ୍ରାପ୍ତ ହବ । ଆଜି ଆପଣ ନିଜ ଲକ୍ଷ ପାଇବାରେ ସଫଳ ହୋଇବେ, ଆଜି ଆପଣ ନିଜ ମାଁ ବାପା ସହ ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି । ଆଜି ଆର୍ଥିକ ଅସୁବିଧାର ନିବାରଣ ହବ, ସମୟ ଅନୁଯାଇ ଅଫିସ ଯାନ୍ତୁ ଏବଂ କାହାକୁ ଅଭିଯୋଗ କରିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ ।

ମୀନ :

ଆଜି ଆପଣ ନିଜ ଯୋଜନା ଗୁପ୍ତ ରଖିବେ, ସାଙ୍ଗମାନଙ୍କ ସହ ଦେଖା ଆପଣଙ୍କୁ ସୁଖ ପ୍ରଦାନ କରିବ । ଆଜି ଆପଣଙ୍କ ମନ ବ୍ୟର୍ଥ କାମରେ ଅତ୍ୟଧିକ ରହିବ, ମହିଳାମାନେ ଆବଶ୍ୟକ ଜିନିଷ କିଣା କିଣି କରିବେ । ଆଜି ଆପଣ କାହାକୁ ନିରାଶ ନକରି କାମ କରନ୍ତୁ ଆପଣଙ୍କ ପାଇଁ ଭଲ ରହିବ, ଆଜି ଆପଣଙ୍କ ଯେତେ ନିର୍ମାଣ କାର୍ଯ୍ୟ ଅଧା ହୋଇଛି ତାହା ଆଜି ପୂର୍ଣ ହୋଇ ଜୀବ, ଜୀବନସାଥି ସହ ସମ୍ପର୍କ ମଧୁର ହୋଇବ ।

Leave a Reply

Your email address will not be published. Required fields are marked *