ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପତି ଅଟେ ଏତେ କୋଟି, ଗୋଟେ ମୁଭିରୁ କରୁଥିଲେ ଏତିକି ଆୟ  

ସାନଦାର ଅଭିନୟ କରି ଟିଭି ଠୁ ନେଇ ବଲୀଉଡ ପର୍ଯ୍ୟନ୍ତ ତାଙ୍କର ଅଲଗା ଛାପ ଛାଡି ଯାଇଛନ୍ତି ଅଭିନେତା ସୁଶାନ୍ତ ରାଜପୁତ, କୁହାଯାଇଛି କି ସେ ତାଙ୍କ ଘରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ବାସ୍ତବରେ ସେ ଜଣେ ଖୁସିମିଜାଜର ପିଲା ଥିଲେ ସୁଶାନ୍ତ ସିଂ ରାଜପୁତ, ତାଙ୍କ ଆତ୍ମହତ୍ୟା ଖବର ଶୁଣି ତାଙ୍କ ସାଥି କଳାକାରଙ୍କୁ ଛାଡି ଫ୍ୟାନ୍ସ ମାନଙ୍କୁ ବି ଝଟକା ଲାଗିଛି । ତାଙ୍କର ଏମିତି ମୃତ୍ୟୁ ବରଣ କେହି ବିଶ୍ବାସ କରିପାରୁ ନାହାନ୍ତି । ପୁଲିସଙ୍କୁ ତାଙ୍କ ମୃତ୍ୟୁ ଖବର ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି ଦେଇଥିଲେ ।

Image Courtesy: Google

ସେ ତାଙ୍କ କ୍ୟାରିୟର ଏବେ ପର୍ଯ୍ୟନ୍ତ ବହୁତ ବେସୀ ଫିଲ୍ମ କରିନଥିଲେ, କିନ୍ତୁ ସଫଳ ଥିଲେ । ଇଣ୍ଡିଆନ କ୍ରିକେଟ ଟିମର ମହେନ୍ଦ୍ର ସିଂହ ଧୋନୀ ଜୀବନୀ ଉପରେ ବନିଥିବା ଫିଲ୍ମରେ ଲିଡରେ ଅଭିନୟ କରିଥିଲେ । ‘ଏମ ଏସ ଧୋନୀ କରିଥିଲା 220 କୋଟିର ଆୟ । ସୁଶାନ୍ତ ସିଂହ ରାଜପୁତ କେବଳ ଜଣେ ଭଲ ଅଭିନେତା ସହିତ ଭଲ ଡାନ୍ସାର ଓ ଟିଭି ହୋଷ୍ଟ ମଧ୍ୟ ଥିଲେ ।

Image Courtesy: Google

ସେ ଗୋଟେ ଫିଲ୍ମ ପାଇଁ 5 ରୁ 7 କୋଟି ନେଉଥିଲେ, ଓ ବିଜ୍ଞାପନ ପାଇଁ 1 କୋଟି ନେଉଥିଲେ । ସେ ବହୁତ ରିଏଲ ଇଷ୍ଟଟ ପ୍ରପର୍ଟିରେ ମଧ୍ୟ ନିବେଶ କରିଥିଲେ । ତାଙ୍କ ସମ୍ପତି 80 ଲକ୍ଷ ଡଲାର ମାନେ 60 କୋଟି ଟଙ୍କାରୁ ଅଧିକ ଥିଲା । ତାଙ୍କ ଫିଲ୍ମ ଏମେସ ଧୋନୀ ପାଖାପାଖି 220 କୋଟି ଆୟ କରିଥିଲା । ସୁଶାନ୍ତ ସିଂହ ଫିଲ୍ମ,ବିଜ୍ଞାପନ ଓ ନିବେଶ ଜରିଆରେ କୋଟି କୋଟି ଆୟ କରିଥିଲେ ।

ସୁଶାନ୍ତଙ୍କ ପାଖରେ ଥିଲା କାର ଓ ବାଇକର ପୁରା ଭଣ୍ଡାର

Image Courtesy: Google

ବଲିଉଡର ସେଲିବ୍ରେଟିଜଙ୍କ ଭଳି ସୁଶାନ୍ତ ବି ମୁମ୍ବାଇର ବାନ୍ଦ୍ରାରେ ଆଲୀସନ ବଙ୍ଗଳାରେ ରହିଥିଲେ । ତାଙ୍କୁ କାର ଓ ବାଇକର ବହୁତ ସଉକ ଥିଲେ । ସେଥିପାଇଁ ତାଙ୍କ ପାଖରେ କାରର ପୁରା କଲେକ୍ସନ ଥିଲା । ମେସେରତି କ୍ୱାଟ୍ରୋପର୍ଟ , ଲ୍ୟାଣ୍ଡ ରୋବର, ରେଞ୍ଜରୋବର ଏସୟୁବି, ବିଏମଡବ୍ଲୁ ୧୩୦୦ ଓ ମୋଟୋରସାଇକଲ ଓ କେତେ ଅଲଗା ଗାଡି ସାମିଲ ଥିଲା । ସେମିତିରେ ତାଙ୍କ ଫିସ ଲଗାତର ବାଢୁଥିଲା । ବଲ୍ଲୀଉଡରେ ଆସିବା ପୂର୍ବରୁ କେତେ ଟିଭି ସୋରେ ବି କାମ କରିଛନ୍ତି । କିଛି ଦିନ ପୂର୍ବରୁ ଏକ୍ସ ମ୍ୟାନେଜର ଆତ୍ମ ହତ୍ୟା କରିଥିଲେ, ଏବେ ସୁଶାନ୍ତ ସିଂହ କରିଛନ୍ତି ଆତ୍ମହତ୍ୟା ।

ସୁଶାନ୍ତ ଫିଜିକ୍ସରେ ନେସନଲ ଅଲମ୍ପିଆଡ ବି ଜିତିଥିଲେ

Image Courtesy: Google

ବିହାରରେ  ପାଟନାରେ ୨୧ ଜନୁଆରି ୧୯୮୬ ଜନ୍ମ ହୋଇଥିବା ସୁଶାନ୍ତ ସିଂ ରାଜପୁତ ବଲ୍ଲୀଉଡରେ ନିଜ ଅଭିନୟ ୨୦୧୩ ରେ ଆରମ୍ଭ କରିଥିଲେ । ୨୦୧୩ ରେ ରିଲିଜ ହୋଇଥିବା ପ୍ରଥମ ଫିଲ୍ମ ‘ କାଇ ପୋ ଛେ ‘ ରୁ ସବୁଠୁ ଭଲ ଅଭିନୟ ଭାବରେ ପରିଚୟ ମିଳିଥିଲା । ସେ ପାଠପଧରେ ବି ବହୁତ ତେଜ ଥିଲେ । ସେ ଫିଜିକ୍ସରେ ନେସନଲ ଅଲମ୍ପିଆଡ ଜିତିଥିଲେ । ସେ ଅଭିନୟ କରିବା ପାଇଁ ଇଙ୍ଗିନେରିଙ୍ଗ ପଢା ପୁରା କରିଥିଲେ । ସେ ଦିଲୀ କଲେଜ ଓଫ ଇଞ୍ଜିନିଅରିଙ୍ଗରେ ପଢୁଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *