ସୁସ୍ଥ ତ୍ୱଚା ଓ କେଶ ପାଇଁ କ’ଣ ଖାଇବେ? ଦେଖନ୍ତୁ କଣ କହୁଛନ୍ତି Dietician Anmayee Nanda

ଉପଯୁକ୍ତ ଜୀବନ ଶୈଳୀ ପାଇଁ ବା ଯାହାକୁ କୁହନ୍ତି ବଡି ଫିଟନେସ ଉପରେ ଅଧିକ ଫୋକସ କରିବା ଉଚିତ ଆଜିର ଦୁନିଆରେ । ଯେମିତି କି ବଡି ମେଣ୍ଟେନ କରିବା, ହେୟାର ମେଣ୍ଟେନ କରିବା, ସ୍କିନ ମେଣ୍ଟେନ କରିବା ଏ ସବୁ କିଛି ମେଣ୍ଟଣ କରିବା ନିହାତି ଜରୁରି ଅଟେ । ଖାଲି ଆମେ ଆଉଟ ସୋ କରିବା ଦ୍ଵାରା ଏ ସବୁକୁ ମେଣ୍ଟେନ କରିବା ତେବେ ଏହା ସମ୍ଭବ ନୁହେଁ । ଏଥିପାଇଁ ଆମକୁ ଭିଟାମିନ, କାର୍ବୋ ହାଇଡ୍ରେଡ, ଆଇରନ ଓ କ୍ୟାଲସିୟମ ଭଳି ଖାଦ୍ୟ ର ସେବନ କରିବା ଉଚିତ । ଆମେ ଆମର ଜୀବନ ଶୈଳୀ ନିଜ ଇଚ୍ଛା ରେ ମେଣ୍ଟେନ କରିଥାଉ ।

ଯେମିତିକି କଣ ଖାଇବାକୁ ଭଲ ଲାଗେ ତାହା ଆମେ ଆମର ଡାଏଟ ରେ ଆଡ କରିଥାଉ । ଗୋଟିଏ ପ୍ରାକାର ଲାଇଫ ଷ୍ଟାଇଲ ଆମେ ଆମ ଜୀବନରେ ମେଣ୍ଟେନ କରିଥାଉ । କିନ୍ତୁ ଆମ ସ୍କିନ, ହେୟାର, ବଡି ଓ ଓଜନ ମେଣ୍ଟେନ କରିବା ପାଇଁ ଆମକୁ ବାଲାନ୍ସ ଖାଦ୍ୟ ଖାଇବା ଉଚିତ । ଆମ ସ୍କିନ ବା କେଶ ରେ ଯତ୍ନ ପାଇଁ ନିୟୁଟ୍ରେସନ ନ ଖାଦ୍ୟ ଖାଇଲେ ସ୍କିନ କ୍ଵାଲିଟି ଭଲ ରହିବା ସହ ହେୟାର ଗ୍ରୋଥ ଠିକ ଭାବେ ହେବ । ବର୍ତ୍ତମାନର ଯୁବ ପିଢୀଙ୍କ ପାଇଁ ସମସ୍ୟା ହେଉଛି ସ୍କିନ ଖରାପ ହେବା ଓ ହେୟାର ଫଲ ହେବା ।

ସ୍କିନ କ୍ଵାଲିଟି ଖରାପ ହେବାର କାରଣ ହେଉଛି ଅଧିକ ଗ୍ଯାସ ସମସ୍ୟା ରହିବା ସହ ମାନସିକ ଚାପ ରହିବା । ଯାହା ଦ୍ଵାରା ସ୍କିନରେ ବ୍ରଣ ବା କଳା ଦାଗ ଭଳି ସମସ୍ଯା ଦେଖାଯାଏ । ଏଥିପାଇଁ ଆମକୁ ତେଲ ଜାତୀୟ ଖାଦ୍ୟ କମ ଖାଇବା ଉଚିତ ଏବଂ ବାଲାନ୍ସ ଖାଦ୍ଯ ଖାଇବା ଉଚିତ । ଯେମିତିକି ଦିନକୁ ୩ରୁ ୪ ଲିଟର ପାଣି ସେବନ କରିବା ସହ କେବେ ପେଟ ଖାଲି ରଖିବା ନାହି । ଯାହା ଦ୍ଵାରା ଗ୍ଯାସ ଭଳି ସମସ୍ଯା ହେବ ନାହି । ସଫିସେଣ୍ଟ ପରିମାଣରେ ନଟସ, ପନିପରିବାର ଓ ଫଳ ଆଦି ଖାଇବା ଉଚିତ ।

ଆମେ ଜୀବନରେ ସରଭାଇଭ ରହୁଛି ମାନେ ବାହାର ଖାଦ୍ଯ ଖାଇବା କିନ୍ତୁ ଏଥିରେ କିଛି ରେଷ୍ଟ୍ରିକସନ କରିବା ଉଚିତ । ଯାହା ଆମ ସ୍କିନ ଆଇନ ଜରୁରୀ ଅଟେ । ସ୍କିନ ର ବେଶିକ ନ୍ୟୁଟ୍ରେସନ ହେଉଛି ବାୟୋଟିନ ଯାହା ପ୍ରୋଟିନ ହୋଇଥାଏ । ଆମ ପୋଷକ ତତ୍ତ୍ଵ ଠିକ ଭାବେ ରହିଲେ ସ୍କିନ, ନଖ, ହାଡ ସୁସ୍ଥ ରହିଥାଏ । ସାଧାରଣତ ଆମେ କାର୍ବୋ ହାଇଡ୍ରେଡ ରେ ପେଟ ଭର୍ତ୍ତି କରୁଥାଉ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଯେତେ ସମ୍ଭବ ଆଇରନ ଯୁକ୍ତ ଖାଦ୍ଯ ଖାଇବା ଉଚିତ ।

ଯେମିତିକି ଚିନାବାଦାମ, ଅଣ୍ଡା, ନଟସ, ପିଆଜ, ସାଲାଟ, ଦହି ଖାଇବା ଉଚିତ । ଜେଣ ବାଲାନ୍ସ ଖାଦ୍ୟ ଖାଇବା ସହ ପ୍ରତିଦିନ ବ୍ୟାୟମ କରିବା ଦ୍ଵାରା ସ୍କିନ ଭଲ ରହିଥାଏ । ଏହା ସହ ସୂର୍ଯ୍ୟ କିରଣରୁ ମିଳୁଥିବା ଭିଟାମିନ-ଡି ଶରୀରରେ ପଡିଲେ କେଶ ଓ ସ୍କିନ ପାଇଁ ଭଲ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *