ACFO Soumya ଡେଥ କେସ- ବିଦ୍ୟା ଭାରତୀଙ୍କ ବିସ୍ଫୋରକ ବୟାନ, ସ୍ବାମୀଙ୍କ ବିରୁଦ୍ଧରେ ଆଣିଲେ ଏମିତି କିଛି ସଙ୍ଗିନ ଅଭିଯୋଗ

ବର୍ତ୍ତମାନ ବିଦ୍ୟାଭାରତୀ ବ-ୟା-ନକୁ ନେଇ ଚାରିଆଡେ ଚର୍ଚା ଚାଲିଛି । ଏହା ପଛରେ କାରଣ ବି ଅଛି । କହିବାକୁ ଗଲେ ଯେଉଁଠି ବିଦ୍ୟାଭାରତୀଙ୍କ ଶଶୁର ଘର ଲୋକମାନେ ବିଦ୍ୟାଭାରତୀଙ୍କ ଉପରେ ଆ-ରୋ-ପ ଲଗାଇଛନ୍ତି ଠିକ ସେହିଭଳି ବିଦ୍ୟାଭାରତୀ ନିଜ ସ୍ଵାମୀ ସୋମ୍ୟଙ୍କ ଉପରେ ଅ-ଭି-ଯୋ-ଗ କରିଛନ୍ତି ।

ବିଦ୍ୟାଭାରତୀ ନିଜର ବ-ୟା-ନରେ କହିଲେ କି ସେ ଥରେ ଗୋଟିଏ ଝିଅ ସହ କଥା ହେଉଥିବାର ମୁଁ ଶୁଣିଛି ଓ ସେପଟୁ ସେ ଝିଅ କହୁଥିଲା କି କଣ ଆଉ ଫୋନ ଆସୁ ନାହିଁ ଓ କଣ ମୋତେ ଭୁଲି ଯାଇଛି ନା କଣ । ଆଉ ଥରେ ମୁଁ ଦେଖିଥିଲି କି ସେ ଜଣଙ୍କୁ ଆଇ ଲଭ ୟୁ କହିଥିଲେ । ଏହିଭଳି ବହୁତ ଜିନିଷ ଦେଖିବା ପରେ ମୁଁ ସତ ଜାଣିବାକୁ ଚାହିଁଲି । ଏହା ସତ୍ବେ ବି ମୁଁ ତାଙ୍କୁ କିଛି ବି କହି ନାହିଁ ।

ହସ୍ପିଟାଲ ଭିତରେ ଥିବା ସମୟରେ ସେ ମୋ ସହିତ କଥାବାର୍ତ୍ତା କରିଛନ୍ତି । ବିଦ୍ୟାଭାରତୀ କହିଲେ କି ଯେତେବେଳେ ମୁଁ ମୋବାଇଲ ଧରିବି ସେ ମୋ ଠାରୁ ମୋବାଇଲ ଛଡାଇ ନେବେ । ଯଦି ମୁଁ ଫେସବୁକ ଦେଖିବୀ ତେବେ ସେ ଫେସବୁକ ଆକାଉଣ୍ଟ ଡିଲୀଟ କରି ଦେବେ ଓ ଏହା ପରେ ସେ ମୋ ସହିତ ଯାହା ବି ସବୁ ଚାଟ କରିଥିଲେ ତାକୁ ବି ସବୁ ଡିଲୀଟ କରି ଦେଲେ ।

ଏହା ସହ ତାଙ୍କର ମୋବାଇଲ ପାସୱାର୍ଡ ବି ମୋତେ ଜଣା ନାହିଁ । ଯେତେବେଳେ ତାଙ୍କୁ ଶଶୁର ଘରର ଅ-ଭି-ଯୋ-ଗ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ ଏହାର ଜବାବରେ କହିଲେ କି ଏହା ସବୁ ମିଥ୍ୟା ଅଟେ । ସେ କହିଲେ କି ସେ ଏଗ୍ରୀମେଣ୍ଟ ବିଷୟରେ ବି କିଛି ଜାଣି ନାହାନ୍ତି । ଏହା ସହିତ ସେ କହିଲେ କି ତାଙ୍କ ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ସ-ମ୍ପ-ର୍କ ବହୁତ ଭଲ ଥିଲା ।

ସେ DFOଙ୍କ ଘରକୁ ଯିବା କଥା ବିଷୟରେ କହିଲେ କି ସେ ସେହି ଦିନ ଝ-ଗ-ଡା ପରେ ମୋ ମନ ଦୁଃଖ ହେଲା ଓ ଘର ବାହାରେ ବସିଥିଲି ଓ ପରେ ସେହି ସ୍ଥାନରେ ପାଇଲେ । ସେ କହିଲେ କି ସେ ଘରକୁ ଯାଇ କେବଳ ଚିକିତ୍ସା ପାଇଁ ଟଙ୍କା ଆଣିବାକୁ ଯାଇଥିଲେ ।

ସୋମ୍ୟକୁ ନିଆଁ ଲାଗିବା ବିଷୟରେ କହିଲେ କି ସୋମ୍ୟଙ୍କୁ କେମିତି ନିଆଁ ଲାଗିଲା ମୋତେ ଏହା ବିଷୟରେ କିଛି ବି ଜଣା ନାହିଁ । ସେହି ଦିନ ଯାହା ବି ହୋଇଛି ମୁଁ ସବୁ କଥା ପୋ-ଲି-ସକୁ କହିଦେଇଛି । ସେ ଆଗକୁ କହିଲେ କି ସେ ବିବାହର ୩ ମାସ ପରେ ସେ ଜାଣି ପାରିଲେ କି ସୋମ୍ୟ ଅନ୍ୟ କୌଣସି ଝିଅକୁ ଫୋନ କରୁଛନ୍ତି ।

Leave a Reply

Your email address will not be published. Required fields are marked *