ପ୍ରଥମ ଥର ପାଇଁ ରୋମାଣ୍ଟିକ ଅନ୍ଦାଜରେ ସ୍ବାମୀଙ୍କୁ କଣ କହିଲେ Ollywood ର ଲୋକପ୍ରିୟ ହିରୋଇନ Jhilik Bhattacharjee: ଦେଖନ୍ତୁ Video

ଓଲିଉଡ ରେ ଆଜି କାଲୀ ସବୁ ପ୍ରକାର ଜିନିଷକୁ ପ୍ରାଧାନ୍ଯ ଦିଆ ଯାଉଛି ଜେଭଳିକି ନିଜ ଦୈନଦିନ ଜୀବନ ବିଷୟରେ କାହକୁ କହିବା ଭିଡିଓ କରିବା । ଏହି ସବୁ କରିବା ଦ୍ଵାରା ଫ୍ୟାନ୍ସ ମାନେ ସବୁ ବେଳେ ପାଖରେ ରହିଲା ଭଲାଇ ଲାଗେ ସେଲିବ୍ରେଟି ମାନଙ୍କୁ ।

ତେଣୁ  ସେମାନେ ନିଜ ଜୀବନର ସବୁ କିଛି ନିଜ ଫ୍ୟାନ୍ସ ମାନଙ୍କ ସହ ସେଯାର କରିଥାନ୍ତି । ତେବେ ଯଦି ଆମେ ଦେଖିବା ପାଇଆନ ଯିବା ଏହାର କିଛି ଭଲ ଓ କିଛି ଖରାପ ମଧ୍ୟ ଅଛି । ଭଲ ଏହା କି ଆପଣ ମାନେ ଜାଣି ଥିବେ କି ହେଟର ମାନଙ୍କ କମେଣ୍ଟ ଖୁବ ଆସେ । ଏହା ସହ ଦେଖିବା ପାଇଁ ଗଲେ ଆପଣ ଜାଣି ପାରିବେ କି କିଛି ଲୋକମାନେ ନିଜର ମତ ଦେଇ ଦିଅନ୍ତି । ଏହା ଭଲ କି ନୁହେଁ ।

ଏହା ପରେ ମଧ୍ୟ ନିଜକୁ ସୋସିଆଲ ମିଡିଆରେ ସକ୍ରିୟ ରଖିବା ପାଇଁ ଚେଷ୍ଟା କରିଥାନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ । ତେବେ ଯଦି ଆପଣ ଦେଖିବା ପାଇ ଯିବା ଝିଲ୍ଲିକ ଯିଏ କି ବାଲେଶ୍ଵର ଏକ ବେଙ୍ଗୋଲି ଘରୁ ଆସିଛନ୍ତି ସେ ଓଡିଶାର ଏକ ଭଲ ଅଭିନେତ୍ରୀ ହୋଇ ସାରିଛନ୍ତି । ସେ ଅନେକ ଚଳଚିତ୍ର କରିଛନ୍ତି ।

ସେ ଖୁବ ଭଲ ଅଭିନୟ କରିଛନ୍ତି ତାଙ୍କର ଅନେକ ଚଳଚିତ୍ର ରେ ତାଙ୍କର ଚଳଚିତ୍ର ପ୍ରାୟ ସବୁ ବଡ ବଡ ଅଭିନେତା ଙ୍କ ସହ ଆସିଛି । ତେବେ ସେ ବିବାହ କରିବା ଅପରେ ଆଉ ଚଳଚିତ୍ର କରି ନାହାଁନ୍ତି । ନିଜକୁ ଓଡିଆ ଘର ର ବୋହୁ କରି ଗଢି ତୋଳିବା ପାଇଁ ସେ ଖୁବ ଭଲ ଚେଷ୍ଟା କରୁଛନ୍ତି । ସେ ଏକ ଏଭଳି ଅଭିନେତ୍ରୀ ଯିଏ କି ଖୁବ କମ ଦିନରେ ବହୁତ ନାମ ଅର୍ଜନ କରିଛନ୍ତି।

ତେବେ ସେ ଚଳଚିତ୍ର ଜଗତର କାହାକୁ ବିବାହ ନ କରି ବିବାହ କରିଛନ୍ତି ଏକ ରାଜନୀତିଜ୍ଞ ଙ୍କୁ । ତାଙ୍କ ସ୍ଵାମୀ ଏକ MLA ଅଟନ୍ତି । ତେବେ ସେ ଏବେ କିଛି ଦିନ ତଳେ ନିଜର ଏକ ଫଟ ତାଙ୍କ ସ୍ଵାମୀ ଙ୍କ ସହ ଛାଡି ଥିଲେ ଓ ଲେଖିଥିଲେ କି ସେ ତାଙ୍କୁ ସ୍ଵାମୀ ଭାବେ ପାଇ ଖୁବ ଖୁଶି ଅଛନ୍ତି ।

ତାଙ୍କୁ ସେ ସବୁ ପ୍ରକାର ଖୁଶି ଦେଇଛନ୍ତି ଓ ଏହି ଭଳି ସ୍ଵାମୀ ନୁହେଁ ବରଂ ସେ ହିନ ତାଙ୍କୁ ସବୁ ଜନମରେ ମିଳୁ ଥାନ୍ତୁ ବୋଲି ସେ କହି ଛନ୍ତି । ସେ ନିଜ ସ୍ବାମୀଙ୍କ ସହ ଏକ ଜାଗାକୁ ବୁଲିବା ପାଇ ଯାଇଥିଲେ ଏହାକୁ ସେହି ଜାଗାରୁ ପୋସ୍ତ କରିଥିଲେ ।

କେବଳ ସେତିକି ନୁହେଁ ଆଉ ଏକ ଭିଡିଓ ମଧ୍ୟ ସେ ପୋଷ୍ଟ  କରିଥିଲେ ଯାହା ପାଇଁ ତ୍ତାଙ୍କୁ ସବୁ ଅଭିନେତା ଓ ଅଭିନେତ୍ରୀ ଖୁବ ପ୍ରସଂଶା କରିଛନ୍ତି । ଏହା ଥିଲା କି ଝିଲ୍ଲିକ ନିଜ କୁକୁରକୁ ଖୁଆଇ ଦେଉଥିଲେ । ଏହି ଭିଡିଓ ତାଙ୍କ ପଶୁ ପ୍ରେମୀ ର  ଏକ ପ୍ରମାଣ ବୋଲି କହି ପାରିବା।

Leave a Reply

Your email address will not be published. Required fields are marked *