ତାଜୁବ କଲା ଜେଲରେ Gopalର ହରକତ, ଯାହା କରୁଛି ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ video

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଗୋପାଳ ଗୋଟିଏ ପରେ ଗୋଟିଏ ଅଜବ ହରକତ କରୁଛି ଜେ-ଲ ଭିତରେ ଯାହା ଲୋକଙ୍କୁ ବହୁତ ଆଶ୍ଚର୍ଯ୍ୟ କରାଉଛି । ଗୋପାଳ ଅସୁରକ୍ଷିତ ଥିବାରୁ ଗୋପାଳକୁ ଚୌଦ୍ଵାର ଜେ-ଲ ଅଣାଯାଇଛି । ତଥାପି ଗୋପାଳର ହରକତରେ କିଛି ପରିବର୍ତ୍ତନ ଦେଖିବା ପାଇଁ ମିଳିନି । ତେବେ ଗୋପାଳ ପ୍ରକୃତରେ କଣ ଚାହୁଁଛି । ଗୋପାଳ ସତ କହିବାକୁ ଚାହୁଁଛି ନା ନିଜକୁ ମୁକ୍ତି କରିବା ପାଇଁ ନିଜର ପାଗଳ ହରକତ ଲୋକଙ୍କୁ ଦେଖାଇବା ପାଇଁ ଚାହୁଁଛି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସମୟରେ କଣ ଖବର ଆସି ପହଞ୍ଚିଛି ଚୌଦ୍ଵାର ଜେ-ଲରେ ଥିବା ଗୋପାଳ ସମ୍ପର୍କରେ ।

ଚୌଦ୍ଵାର ଜେ-ଲକୁ ଆସିବା ଏକ ସପ୍ତାହ ହୋଇସାରିଲାଣି ଗୋପାଳାର । ତଥାପି ଗୋପାଳର ବ୍ୟବହାରରେ କିଛି ପରିବର୍ତ୍ତନ ଦେଖିବା ପାଇଁ ମିଳିନାହିଁ । ଚୌଦ୍ଵାର ଜେ-ଲର ୩ ନମ୍ବର ସେଲରେ ଗୋପାଳ ରହିଛି । ଜେ-ଲ ଭିତରେ ଗୋପାଳ ଶାନ୍ତ ଭାବରେ ବିଚଳିତ ନ ହୋଇ ଖୁବ ଆରମରେ ସମୟ କାଟୁଛି ଗୋପାଳ । ସମୟ ସମୟରେ ଗୁଣୁ ଗୁଣୁ ହୋଇ ଖୁସିରେ ଗୋପାଳ ଗୀତ ମଧ୍ୟ ଗାଉଛି ।

ଅନ୍ୟ କ-ଏ-ଦୀଙ୍କ ଭଳି ଗୋପାଳ ମଧ୍ୟ ଜେ-ଲ ମନୁଆଲକୁ ମାନି ଚଳୁଛି । ଗୋପାଳର ମାନସିକତା ଠିକ ନଥିବା ବେଳେ ତାହାର ବ୍ୟବହାରରେ କୌଣସି ବ୍ୟତିକ୍ରମ ଦେଖିବା ପାଇଁ ମିଳିନାହିଁ । ଭଲ ମଣିଷ ଭଳି ସବୁ କିଛି କରୁଛି ଗୋପାଳ । ଗୋଟିଏ ପାଗଳ ପାଖରେ ଥିବା କୌଣସି ଲକ୍ଷଣ ଗୋପାଳ ଠାରେ ପରିଲକ୍ଷିତ ହେଉନଥିବାର କଥା କହିଛନ୍ତି ଜେ-ଲର କତ୍ତୃପକ୍ଷ ।

ଜେ-ଲ କର୍ତ୍ତୁପକ୍ଷ ତାକୁ ନେଇ ଆଶ୍ଚର୍ଯ୍ୟ ଥିବା ବେଳେ ଚିନ୍ତିତ ମଧ୍ୟ ଅଛନ୍ତି । କାରଣ ଯେଉଁ ବ୍ୟକ୍ତି ସର୍ବ ସମ୍ମୁଖରେ ଜଣେ ମନ୍ତ୍ରୀଙ୍କୁ ମାରିବାର ସାହସ ରଖିଛି ସେ ଜେ-ଲ ଭିତରେ ବି ଯେ କୌଣସି କା-ଣ୍ଡ କରିପାରେ । ଗୋପାଳ କ୍ରାଇମ ବ୍ରାଞ୍ଚ ତଦନ୍ତରେ ଗୋଟିଏ ଭଲ ସାଧାରଣ ମଣିଷ ଭଳି ସହଯୋଗ କରୁଛି ।

ଏବେ ଯାଏ ତାହାର କୌଣସି ଖରାପ ମାନସିକତାର ଆଚରଣ ଦେଖିବା ପାଇଁ ମିଳିନି ଜେ-ଲ ମଧ୍ୟରେ । ଗୋପାଳ ୨୪ ଘଣ୍ଟା cctv ଘେରରେ ରହୁଛି । ତଥାପି ଗୋପାଳ ଠାରୁ କୌଣସି ଭାବରେ ମଧ୍ୟ କୌଣସି ଉପାୟରେ ବି ସତ ବାହାର କାରାଯାଇ ପାରୁ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *