ପ୍ରତ୍ୟକ ଦିନ ଖାଆନ୍ତୁ ଗୋଟିଏ ଟମାଟର, କେବଳ ୬ ଦିନରେ ଆପଣଙ୍କ ଦେଖିବା ଶକ୍ତି ହେଇଯିବ ଦୁଇଗୁଣ. କେବଳ ଖାଇବାର ଠିକ୍ ତରିକା ଜାଣି ନିଅନ୍ତୁ

ଟମାଟର! ଏହା ଏକ ଏଭଳି ପାରିବା ଯାହାର ବ୍ୟବହାର ସବୁ ଖାଦ୍ୟରେ କରାଯାଏ। ଯେ କୌଣସି ବି ତରକାରୀ ହେଉ ନା କାହିଁକି ବିନା ଟମାଟର ରେ ଏହା ସ୍ଵାଦିଷ୍ଟ ଲାଗେ ନାହିଁ। ଏମିତି କି ଟମାଟରକୁ କିଛି ଲୋକ କଞ୍ଚା ମଧ୍ୟ ଖାଇଥାନ୍ତି। ଏଥିରେ ପ୍ରଚୁର ପରିମାଣର ଭିଟାମିନ ମିଳିଥାଏ। ଟମାଟରରେ ଭିଟାମିନ୍ ସି, ଲାଇକୋପିନ୍, ପୋଟାସିୟମ୍ ଆଦି ଭରପୂର ମାତ୍ରାରେ ମିଳିଥାଏ । ଏହାକୁ ଯେମିତି ବି ଖାଇଲେ ଏହା ଭଲ ଲାଗିଥାଏ ଓ ଏଥିରୁ କିଛି ଏମିତି ଭିଟାମିନ ମଧ୍ୟ ମିଳିଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭ ଦାଯକ ଅଟେ।  ତେବେ ଆସନ୍ତୁ ଜାଣିବା କି ଟମାଟରର ସେବନ କଲେ  କେଉଁ ତିନୋଟି ରୋଗ ରୁ ମୁକ୍ତି ମିଳିଥାଏ।

ଟମାଟର ସେବନ ଦ୍ଵାରା ଏହି ୩ ଟି ରୋଗରୁ ମୁକ୍ତି ମିଳିଥାଏ

୧) ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠିର ବାତ ଅଛି ତେବେ ଟମାଟର ସେବନ କରନ୍ତୁ । ଗୋଟିଏ ଗିଲାସ ଟମାଟରର ରସରେ ସୁଣ୍ଠି ମିଶାଇ ଜୁଆଣି ସହ ସକାଳ ଓ ସଂନ୍ଧ୍ୟା ସମୟରେ ପିଅନ୍ତୁ । ଏହା ବହୁତ ଜଲଦି ଗଣ୍ଠି ବାତ ଦୁର କରିଦେବ ।

୨) ଟମାଟରରେ କ୍ୟାଲସିୟମ୍ ମାତ୍ରା ଅନ୍ୟ ପରିବା ଅପେକ୍ଷା ଅଧିକା ଥାଏ । ଏହା ଦାନ୍ତ ଓ ହାଡଗୁଡିକ ପାଇଁ ଅଧିକା ଲାଭ ଦାୟକ ଅଟେ । ଏଥିରେ ଥିବା ଭିଟାମିନ୍ କେ ଓ ମ୍ୟାଗ୍ନେସିୟମ୍ ହାଡକୁ ମଜବୁତ କରିଥାଏ । ହାଡକୁ ଠିକ୍ କରିଥାଏ । ନୂଆ ହାଡ ତିଆରି କରିବାରେ ଏହା ଫାଇଦା ଦେଇଥାଏ । ଏହି କାର୍ଯ୍ୟ ରେ ଲାଇକୋପିନ୍ ବି ବହୁତ ସାହାଯ୍ୟ କରେ ।

୩) ଟମାଟର ଆପଣଙ୍କର ଦୃଷ୍ଟି ଶକ୍ତି ମଜବୁତ୍ କରିଥାଏ । ଟମାଟରରେ ଭିଟାମିନ୍ ଏ ଓ ସି ମିଳିଥାଏ । ଯାହା ଆଖିର ଦୃଷ୍ଟି ଶକ୍ତିକୁ ବଢାଇଥାଏ । ଓ ଆଖିରେ ହେଉଥିବା ଅନ୍ଧାର କଣାକୁ କମ୍ କରିଥାଏ । ଟମାଟରରେ ମୋତିଆବିନ୍ଦୁ ବିକାଶର ବିପଦକୁ ଦୂର କରାଯାଇପାରିବ । ଯଦି ଆପଣ ୬ ଦିନ ଖାଲି ପେଟରେ ସକାଳ ସମୟରେ ଟମାଟର ଖାଇବେ ତେବେ ଆପଣଙ୍କର ଚଷମା ବାହାର କରିଦେବେ ।

ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ। ଆଗକୁ ଏହିଭଳି ହେଲ୍ଥ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି।

Leave a Reply

Your email address will not be published. Required fields are marked *