ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବହୁତ ଟଙ୍କା ତଥା ସହରୋତ ରହିଅଛି । ଏହିଠାରେ ଯିଏ ଷ୍ଟାର ବନିଯାଏ ସେ ନିଜକୁ କୌଣସି ରାଜା ଠାରୁ କମ୍ ମନେ କରେନାହିଁ । ଏହି ଷ୍ଟାଟସ ଯେଉଁ ସୀତାରା ମାନଙ୍କୁ ହାସିଲି ହୋଇଥାଏ ସେ ନିଜକୁ ଆକାଶ ର ଉଚ୍ଚତା ସହିତ ତୁଳନା କରିଥାଏ । ଏମାନେ ସର୍ବଦା ମହଙ୍ଗା ଜିନିଷ ନେବା ହିଁ ପସନ୍ଦ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେ କି ବହୁତ ଚକାଚନ୍ଦ ମଧ୍ୟରେ ରହିଲେ ମଧ୍ୟ ସାଧାରଣ ଭାବେ ଜୀବନ ଅତିବାହିତ କରିବାକୁ ଭଲପାନ୍ତି ।

ଏମାନଙ୍କୁ ଅଧିକ ବନାବଟ ଅଥବା ଷ୍ଟାଟସ ଦେଖାଇବା ଆଦୌ ପସନ୍ଦ ନାହିଁ । ଏହି ଅଭିନେତ୍ରୀ ମାନଙ୍କର ଜୀବନ ଶୈଳୀ ମଧ୍ୟ ସାଧାରଣ ଧରଣର ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ସମ୍ବନ୍ଧରେ କହିବାକୁ ଯାଉଛୁ ଯେ କି ସାଧାରଣ ଭାବେ ଜୀବନ ଅତିବାହିତ କରନ୍ତି ଏହା ସହିତ ତାଙ୍କଠାରେ ଘମଣ୍ଡ ମଧ୍ୟ ଦେଖାଯାଏ ନାହିଁ ।

୧- “ଜାନବୀ କପୁର”;- ଏହି ଅଭିନେତ୍ରୀ ଜଣକ ଫିଲ୍ମ “ଧଡକ” ରୁ ନିଜ କାରିୟର ର ଆରମ୍ଭ କରିଥିଲେ । ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ଯେ, ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ “ଶ୍ରୀଦେବୀ” ଙ୍କ ଝିଅ “ଜାନବୀ କପୁର” । ତାଙ୍କୁ ବର୍ତ୍ତମାନ ୨୨ ବର୍ଷ ଏବଂ ସେ ବର୍ତ୍ତମାନ ଅନେକ ଫିଲ୍ମ ରେ ମଧ୍ୟ କାମ କରି ସାରିଲେଣି । ” ଜାନବୀ କପୁର” ବନି କପୁର ଏବଂ ଶ୍ରୀଦେବୀ ଭଳି ଅମିର ମାତା ପିତାଙ୍କ ଝିଅ ଥିଲେ ମଧ୍ୟ ତାଙ୍କର ଟିକିଏ ମାତ୍ର ପଇସାର ଘମଣ୍ଡ ରହିନାହିଁ । ପାଏ ସେ ସାଧାରଣ ପୋଷାକ ପରିଧାନ କରିଥାନ୍ତି ।

୨- “ଶାରା ଅଲି ଖାନ”;- ଏହି ଅଭିନେତ୍ରୀ ଜଣକ ବଲିଉଡରେ ନିଜର ଏଣ୍ଟ୍ରି ଫିଲ୍ମ “କେଦାର ନାଥ” ରୁ କରିଥିଲେ । ସେହି ସମୟରୁ ସେ ଦର୍ଶକ ମାନଙ୍କ ହୃଦୟରେ ଜାଗା ବନାଇ ନେଇଛନ୍ତି । “ଶାରା ଅଲି ଖାନ” ନବାବ ପରିବାରରୁ ତାଲୁକ ରଖିଛନ୍ତି । ତାଙ୍କ ପିତା “ଶଈଫ ଅଲି ଖାନ” ପଟୋଦୀ ଖାନଦାନ ର ଏକମାତ୍ର ଉତ୍ତରାଧିକାରୀ ଅଟନ୍ତି । ମାତ୍ର “ଶାରା” ଙ୍କର ଆଦୌ ଘମଣ୍ଡ ରହିନାହିଁ । “ଶାରା” ବହୁତ ବିନମ୍ର ଅଟନ୍ତି ଏବଂ ସମସ୍ତଙ୍କ ସହିତ ବହୁତ ସ୍ନେହରେ କଥାବାର୍ତା କରିଥାନ୍ତି ।

୩-“ବିଦ୍ୟା ବାଲନ”;- ଏହି ଅଭିନେତ୍ରୀ ଜଣକ ବଲିଉଡରେ ନିଜର ଆଶ୍ଚର୍ଯ୍ୟ ଜନକ ଅଭିନୟ ଦ୍ଵାରା ନିଜର ଗୋଟିଏ ନୁତ୍ତନ ପରିଚୟ ବିସ୍ତାର କରିଛନ୍ତି । ଫିଲ୍ମ ” ଦ ଡର୍ଟି ପିକ୍ଚର” ରେ ଅଭିନୟ କରି ସେ ଦର୍ଶକ ମାନଙ୍କ ମନକୁ ଜିତିବା ସହିତ ବହୁତ ଚର୍ଚ୍ଚାରେ ମଧ୍ୟ ଆସିଥିଲେ । ବନ୍ଧୁଗଣ ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ । ଏହାସତ୍ବେ ସେ ବହୁତ ସାଧାରଣ ଭାବେ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି । ଦର୍ଶକ ବନ୍ଧୁ ଅଧିକାଂଶ ସମୟ ଆପଣ ମାନେ ତାଙ୍କୁ ଶାଢୀରେ ହିଁ ଦେଖିବାକୁ ପାଇଛନ୍ତି । ତାଙ୍କୁ ଶାଢୀ ବହୁତ ପସନ୍ଦ ଥିବାରୁ ସେ ସର୍ବଦା ଶାଢୀ ପରିଧାନ କରିବାରେ ଆନନ୍ଦ ମନେ କରନ୍ତି ।

୪- “ଶ୍ରଦ୍ଧା କପୁର”;- ଏହି ଅଭିନେତ୍ରୀ ବହୁତ ଗୁଡିଏ ଫିଲ୍ମ କରିସାରିଲେଣି ମାତ୍ର ସେ ସବୁବେଳେ ସାଧାରଣ ପୋଷାକ ରେ ନଜର ଆସନ୍ତି । ତାଙ୍କର ତାଙ୍କ ଲାଇଫ ଷ୍ଟାଇଲ କୁ ନେଇ ଘମଣ୍ଡ ରହିନାହିଁ । ସେ ବହୁତ ହସମୁଖ ସ୍ଵୋଭାବର ଅଟନ୍ତି ।

୫-“ହେମା ମାଲିନି”;- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ର ଏହି ଅଭିନେତ୍ରୀକୁ କିଏବା ନ ଜାଣେ ? ଡ୍ରିମଗାର୍ଲ ଭାବରେ ସେ ଘରେ ଘରେ ପରିଚିତ । ସେ ସର୍ବଦା ସିମ୍ପଲ ରହିବାକୁ ଭଲ ପାଆନ୍ତି । “ହେମା” ଦେୱୋଲ ପରିବାରର ଅଂଶ ଅଟନ୍ତି । ଦେୱୋଲ ପରିବାର ସର୍ବଦା ନିଜ ସାଦଗୀ ପାଇଁ ପରିଚିତ । ଏହି ପ୍ରସିଦ୍ଧ ଅଭିନେତ୍ରୀ କ୍ଷେତ ରେ କାମ କରୁଥିବାର ମଧ୍ୟ ନଜରକୁ ଆସିଛନ୍ତି । ବନ୍ଧୁଗଣ ଏହା ଥିଲା ୫ ଟି ପ୍ରସିଦ୍ଧ ଅଭିନେତ୍ରୀ ସମ୍ବନ୍ଧରେ ବିବରଣୀ, ଏମାନଙ୍କ ର ଆଦୌ ଘମଣ୍ଡ ରହିନାହିଁ । ଆପଣଙ୍କୁ ଏହି ବିବରଣୀ ଟି ଯଦି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।
