ସତ ହୋଇଗଲା Tapu ଗାଇ ଯାଇଥିବା ଗୀତ, ଦେଖନ୍ତୁ Video

ଟପୁ ମିଶ୍ର ହେଉଛନ୍ତି ଏକ କଣ୍ଠ ଶିଳ୍ପୀ ସେ ଅନେକ କିଛି ନିଜର ଅମୂଲ୍ୟ ଗୀତ ଦେଇ ଯାଇ ଛନ୍ତି ଏହି ଦୁନିଆ କୁ । ଆପଣ ମାନ ଜାଣି ଥିବେ କରୋନା କିଭଳି ଭାବେ ଆମ ଦେଶରେ ଥିବା ପ୍ରତେକ ଲୋକ ଙ୍କୁ ହଇରାଣ କରି ସାରିଲାଣି । ତେବେ ଏହା ଭିତରେ ନେଇ ଯାଇଛି ଅନେକ ଲୋକ ମାନ ଙ୍କୁ । ଏହି କିଛି ଅମୂଲ୍ୟ ବ୍ୟକ୍ତିତ୍ବ ଙ୍କୁ ଯାହା ପାଇଁ ଆମେ ଓ ପୁରା ସମାଜ ନିଜ କୁ ଦୁଃଖ ର ସାଗରରେ ଭିଜେଇ ଦେଇଛି ।

ତେବେ ଆପଣ ମାନେ ଜାଣି ଥିବେ କି ତପୁ ମିଶ୍ର କିଛି ଦିନ ତଳେ ଏହି ମାହାମାରି ର କବଳରେ ଆସି ଯାଇ ଥିଲେ । ତେବବେ ଦେଖିବା ପାଇଁ ଗଲେ ଜାଣି ହେବ କି କେବଳ ସେ ନୁହେଁ ତାଙ୍କ ପିତା ମଧ୍ୟ ଏହାର ଶିକାର ହୋଇ ଥିଲେ । ଉଭୟ ଚିକିସ୍ଛା ହେଉ ଥିବା ପ୍ରଥମେ ତାଙ୍କ ପିତା ଆଗେ ତାଙ୍କୁ ଛାଡି ଦେଇ ଚାଲି ଗଲେ ।

ତେବେ ଏହା ପରେ ଟାପୁ ଅନେକ ମାତ୍ରାରେ ଭାଙ୍ଗି ପଡି ଥିଲେ । ସେ ଭାବି ଥିଲେ ସେ ସୁସ୍ଥ ହୋଇ ଫେରି ଆସିବେ ଆମ ଗହଣା କୁ ଓ ନିଜ ପରିବାର ପାଇଁ ସାହାରା ହେବେ । ମାତ୍ର ବିଧାତାର ବିଧାନ କିଛି ଅଲଗା ଥିଲା । ସେ ଅନେକ ଦିନ ଧରି କରୋନାରେ ଲଢେଇ କରି ଠିକ ହେବା ପରେ । ତାଙ୍କ ଶରୀରୀ ଖୁବ ଦୁର୍ବଳ ହୋଇ ପୁଣି ଅସୁସ୍ଥ ଅନୁଭବ କରିଥିଲେ ସେ ।

ଏହା କରୋନା ରେ ହୋଇଥିବା ଚିକିସ୍ଛା ର ପ୍ରଭାବ ଥିଲା ବୋଇଲି ସୂତ୍ର ରୁ ଜଣା ପଡି ଛି ତେବେ ଏହା ପରେ ତାଙ୍କୁ ପୁଣି ଠାରେ ଡାକ୍ତର ଙ୍କ ପାଖକୁ ନେବା ପାଇଁ ଘର ଲୋକ ମାନେ ଚିନ୍ତା କରି ଥିଲେ । ଏହି ସମୟରେ ସେ ଆମକୁ ଛାଡି ଚାଲି ଯାଇ ଥିଲେ ଆରା ପାରିକୁ ।

ଓଲିଉଡ ହରାଇ ଦେଲା ନିଜ ଜୀବନର ଏକ ସବୁ ଠାରୁ ବଡ କାଲାକାର ସେ ଆଲବମ ଓ ଚଳଚିତ୍ର ଜଗତକୁ ଅନେକ କିଛି ଗୀତ ପ୍ରଦାନ କରିଛନ୍ତି । ତାଙ୍କ କଣ୍ଠରୁ ଆସି ଥିବା ପ୍ରତେକ ଗୀତ ଦର୍ଶକ ମାନଙ୍କ ହୃଦୟକୁ ନିଶ୍ଚିତ ଭାବେ ଛୁଇଁ ଛି । ମାତ୍ର ୧୪ ବର୍ଷ ବୟସରେ ସେ ନିଜ ପ୍ରତିଭା ଦେଖାଇ ଥିଲେ ।

ମାତ୍ର ଆମେ ଆଉ ସେ ମଧୁର ଗଳାରୁ କିଛି ଭି ଗୀତ ଶୁଣିବା ଅସମ୍ଭବ କାରଣ ସେ ଚାଲି ଯାଇ ଛନ୍ତି ଏକ ଅଫେରା ରାଈଯ କୁ । ୧୯୮୫ ରେ ଜନ୍ମ ହୋଇ ଥିଲେ ଅଟେ କମ ବୟଶରେ ଏତେ କିଛି ସାହି ଚାଲି ଯିବେ ବୋଲି କେହି ଆସା କରି ନଥିଲେ ।

Leave a Reply

Your email address will not be published. Required fields are marked *