ଆପଣ ଓ ଆମେ ସଭିଏ ଜାଣିଛେ କି ଆମେ ଆମ ଦୁନିଆ ର ଏକ ପ୍ରକ୍ଷାତ କଳା କାର ଙ୍କୁ ହରାଇ ସାରି ଲେଣି ତେବେ ସେହି କଳା କାର ଜଣଙ୍କ ଆଉ କେହି ନୁହେଁ ସେ ହେଉ ଛନ୍ତି ତପୁ ମିଶ୍ର । ସେ ଏକ କଣ୍ଠ ଶିଳ୍ପୀ ଥିଲେ । ସେ ନିଜ ଜୀବନ ଯାତ୍ରା ଆରମ୍ଭ କରି ଥିଲେ ଜଣେ କଣ୍ଠ ଶିଳ୍ପୀ ହିସାବରେ ମାତ୍ର ୧୪ ବର୍ଷ ବୟସରେ । ସେ ଆମ ଓଡିଆ ଦୁନିଆର ଏକ ଏଭଳି ତାରକା ହୋଇ ରହି ଗଲେ ଯାହାର
ଉଜ୍ଵଳ କେବେ ହେଲେ କମିବନି । ସେ ୧୯୮୫ ମଶିଆ ହାରେ ଜନ୍ମ ହୋଇ ଥିଲେ । ପିଲା ଦିନୁ ସେ ଗୀତାକୁ ନେଇକି ଅଲଗା ଦୁନିଆ ରେ ରହୁ ଥିଲେ । ତେବେ ଏହା ପାଇଁ ପ୍ରେରଣା ଅଧିକ ଦେଇ ଥିଲେ ତାଙ୍କ ପିତା । ସେ ନିଜ ପିତା ଙ୍କର ଖୁବ ନିକଟ ବର୍ତ୍ତୀ ଥିଲେ । ନିଜ ପିତା ଙ୍କୁ ହରାଇ ବା ପରେ ସେ କିଛି ମାତ୍ରାରେ ଭାଙ୍ଗି ପଡି ଥିଲେ ।
ସେ ଏକ ରୁ ଅଧିକ ଆଲବମ ଓ ଏକ ରୁ ଅଧିକ ଚଳଚିତ୍ର ରେ ନିଜ ସୁ ମଧୁର କଣ୍ଠ ଦାନ କରି ସାଋ ଛନ୍ତି । ଯଦି ଆମେ କହିବା ପାଇଁ ଯିବା ତାହେଲେ ଆମେ ଜାଣି ପାରିବା କି କେବଳ ଗୀତା ଗାଇବା ତାଙ୍କ ସଉକ ନଥିଲା । ସେ ଏହାକୁ ଖୁବ ଭଲ ପାଉ ଥିଲେ ମଧ୍ୟ । ସେ ନିଜ ଗଳାରୁ କାଢି ଥିବା ସେହି ଅମୂଲ୍ୟ ଗୀତା ଗୁଡିକ ସାଇତି ରଖିବା ଛଡା ଆମ ପାଖରେ ଆଉ କିଛି ଉପାୟ ନାହିନ କି ଆମେ ତାଙ୍କୁ ମାନେ ପକାଇ ପାରିବା ।
ଯେଉଁ ମାନେ ତାଙ୍କ ସଂସ୍ପର୍ଶ ରେ ଆସି ଛନ୍ତି ସଭିଏଁ କୁହନ୍ତି କି ତପୁ ହେଉ ଛନ୍ତି ଜଣେ ସାନ୍ତ ସ୍ଵଭାବ ବ୍ୟକ୍ତିତ୍ବ ସେ ସବୁ ବେଳେ ଖୁସି ରେ ରହିବା ପାଇଁ ଭଲ ପାନ୍ତି । ସବୁ ବେଳେ ସେ ହସୁଆ ଥାନ୍ତି । ନିଜ କୁ ଖୁସି ରଖିବା ସହ ସେଠାରେ ଥିବା ସମସ୍ତ ଲୋକମାନଙ୍କୁ ସେ ଖୁବ ଭଲ ଖୁସି ଦେଇ ଥାନ୍ତି ।
ସବୁ ବେଳେ ହସୁଆ ଥିବା ଏହି ଚେହେରା ଆମେ ଆଉ ପାଇବା ନି ତେବେ ଯିବା ଆଗରୁ ସେ ଏକ ଗୀତା ଗାଈ ଯାଇଥିଲେ ଏହା ତାଙ୍କର ଶେଷ ଭିଡ଼ିଓ । ତେବେ ସେ ଚକଲେଟ ଚଳଚିତ୍ର ର ଏକ ଗୀତା ଗାଈ ଥିଲେ ।
” କିଛି ବାଟ ଯାଇ ପୁଣି ଫେରି ଜୀବି ଭାବି ଥିଲି
ହେଲେ ସଞ୍ଜ ନଇ ଜୀବ ଜାଣି ନଥିଲି ”
” ଗୋଟେ ରାତି ପାଇଁ ଖାଲି ଦୀପ ଜାଲିଥିଲି
ହେଲେ ହାତ ଜଳିଯିବ ଜାଣି ନ ଥିଲି ” …………… ।