ଓଡିଶାର ପ୍ରସିଦ୍ଧ ସିଙ୍ଗର Tapu Mishraଙ୍କ Family Album ଓ Biography

ଆପଣ ସମସ୍ତେ ତପୁ ମିଶ୍ରଙ୍କ ବିଷୟରେ ଜାଣିଛନ୍ତି । ଯିଏକି ଓଡିଶାର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ, ଗାୟିକା ଅଟନ୍ତି । ତାଙ୍କର ସମସ୍ତ ଗୀତ ଓଡିଆ ଦର୍ଶକମାନଙ୍କୁ ପସନ୍ଦ ଆସିଥାଏ । ତପୁ ମିଶ୍ରଙ୍କ ପ୍ରାୟତଃ ସବୁ ଫିଲ୍ମରେ ତାଙ୍କର ଗୋଟିଏ କିମ୍ବା ଦୁଇଟି ଗୀତ ନିଶ୍ଚିତ ଥାଏ । ଏହା ସହିତ ତାଙ୍କର କେତେକ ଆଲବମ ମଧ୍ୟ ରିଲିଜ ହୋଇଛି । ଯାହାକି ସବୁ ହିଟ ମଧ୍ୟ ହୋଇଛି ।

ଯଦି ଆପଣ ବି ତାଙ୍କର ଗୀତ ଶୁଣି ନାହାନ୍ତି ତେବେ ଆଜି ହିଁ ଶୁଣନ୍ତୁ ତେବେ ଆପଣ ବି ତାଙ୍କର ଦିବାନ ହୋଇଯିବେ । କିନ୍ତୁ ବର୍ତ୍ତମାନ ସମୟର ଯଦି କଥା କହିବା ତେବେ ଆପଣ ସମସ୍ତଙ୍କର ପସନ୍ଦିତା ଗାୟିକା ତପୁ ମିଶ୍ରଙ୍କ କରୋନାରେ ଆକ୍ରାନ୍ତ ଭୁବନେଶ୍ଵରର ଏକ ପ୍ରାଇବେଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗଭୀର ଅଛି ବୋଲି କୁହାଯାଉଛି ।

ସେ ଜଲ୍ଦି ସୁସ୍ଥ ହୋଇ ଘରକୁ ଚାଲି ଆସନ୍ତୁ ଏହା ହିଁ ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ । ଆଜି ଆମେ ଆପଣଙ୍କୁ ତପୁ ମିଶ୍ରଙ୍କଙ୍କ ଜୀବନୀ ଓ ପରିବାର ବିଷୟରେ କହିବୁ । ଓଡିଶାର ସବୁଠୁ ପ୍ରସିଦ୍ଧ ଗାୟିକା ତପୁ ମିଶ୍ରଙ୍କୁ ଆଜି ସବୁ ଓଡିଆ ଚିହ୍ନିଛନ୍ତି । ଯଦି ତାଙ୍କ ବିଷୟରେ କହିବା ତେବେ ତପୁ ମିଶ୍ରଙ୍କ ଜନ୍ମ ୧୧ ଜାନୁୟାରୀ କଟକରେ ହୋଇଥିଲା । ପିଲାଦିନୁ ହିଁ ତାଙ୍କ ମଧ୍ୟରେ ଗୀତ ଗାଇ ବାର ପ୍ରତିଭା ନଜର ଆସିଥିଲା ।

ସେ ପିଲାଦିନୁ ହିଁ ପାଠ ପଢିବା ସହିତ ଗୀତରେ ରୁଚି ରଖୁଥିଲେ । ଆପଣ ତପୁ ମିଶ୍ରଙ୍କ କଣ୍ଠରୁ ବହୁତ ଗୀତ ଯେମିତି କି ‘ଦିନ ସରେ ନାହିଁ’, ମା ଦେଇଥିଲା କଜଳ ଗାର’ ଇତ୍ୟାଦି ଗୀତ ନିଶ୍ଚିତ ଶୁଣିଥିବେ ଓ ଏହା ଆପଣଙ୍କୁ ଭଲ ମଧ୍ୟ ଲାଗିଥିବ । ନିଜର ଏହି ସମସ୍ତ ଗୀତା ପାଇଁ ତପୁ ମିଶ୍ରଙ୍କୁ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ ମଧ୍ୟ କରାଯାଇଛି । ଯଦି ତପୁ ମିଶ୍ରଙ୍କ ପରିବାର ବିଷୟରେ କହିବା ତେବେ ତାଙ୍କର ବାପାଙ୍କ କ୍ଷେତ୍ର ମୋହନ ମିତ୍ର ଓ ମାଙ୍କ ନାଁ ଚାରୁ ଲଟା ମିତ୍ର ଅଟେ ।

ଏହା ସହିତ ତପୁ ମିଶ୍ରଙ୍କ ଦୁଇ ଭଉଣୀ ମଧ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୀପଶିଖା ମିଶ୍ର ଯିଏକି ନିଜ ଭଉଣୀଙ୍କ ଭଳି ଗାୟିକା ଅଟନ୍ତି ଓ ଅନ୍ୟ ଜଣ ଭଉଣୀଙ୍କ ନା ହେଉଛି ଧୃତିଦୀପ ମିଶ୍ର । ଯିଏକି ଜଣେ ମ୍ୟାନେଜର ଅଟନ୍ତି । ଯଦି ତପୁ ମିଶ୍ରଙ୍କ ସ୍ଵାମୀଙ୍କ ବିଷୟରେ କହିବା ତେବେ ତାଙ୍କ ସ୍ଵାମୀଙ୍କ ନାଁ ହେଉଛି ଦୀପାଳ ପୂଜହାରୀ ଯାହାଙ୍କୁ ସେ ୨୦୧୮ରେ ବିବାହ କରିଥିଲେ ।

ଦୀପକ ପୂଜହାରୀ ଜଣେ ଅଭିନେତା ଅଟନ୍ତି । ଯପୁ ମିଶ୍ର ନିଜ ପରିବାର ଲୋକମାନଙ୍କ ସହିତ ବହୁତ ସମୟ ବ୍ୟତୀତ କରନ୍ତି ଆପଣ ମଧ୍ୟ ସେମାନଙ୍କର ଭଲ ପାଇବା ଏହି ଫଟୋରେ ଦେଖି ପାରୁଥିବେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *