ତରଙ୍ଗ ଚ୍ୟାନେଲରେ ଅଭିନୟ କରୁଥିବା ହିରୋଇନମାନଙ୍କ ଖରାପ ଗୁଣ

ତରଙ୍ଗ ଚ୍ୟାନେଲ ପ୍ରାୟତଃ ସବୁ ସିରିଏଲ ସବୁବେଳେ ଦର୍ଶକମାନଙ୍କୁ ମନୋରଞ୍ଜନ କରିବାରେ ସଫଳ ହୋଇଛି । କିନ୍ତୁ ଏହା ପଛରେ ଅସଲ କାରଣ ହେଉଛି ଏଥିରେ ଅଭିନୟ କରୁଥିବା କଳାକାରମାନଙ୍କର ଦମଦାର ଅଭିନୟ । ଯେଉଁ କାରଣରୁ ଦର୍ଶକମାନେ ଏହି ସିରିଏଲର ଦିବନା ହୋଇ ଯାଇଛନ୍ତି । ସିରିଏଲରେ ସେମାନଙ୍କର ଅଭିନୟ ଯେତିକି ସୁନ୍ଦର ହୋଇଥାଏ ସେମାନେ ଦେଖିବାକୁ ବି ସେତିକି ସୁନ୍ଦର । କିନ୍ତୁ ଅସଲ ଜୀବନରେ ଏମାନଙ୍କର କାହାଣୀ ଭିନ୍ନ ଅଟେ । ଆଜି ଆମେ ଆପଣଙ୍କୁ ଏହି ହିରୋଇନ ମାନଙ୍କର କିଛି ଖରାପ ଗୁଣ ବିଷୟରେ କହିବୁ ।

ଐଶ୍ୱର୍ୟା

ଝିଅ ଆମର ନୂଆ ବୋହୁ ସିରିଏଲରେ ଅଭିନୟ କରୁଥିବା ଐଶ୍ୱର୍ୟାଙ୍କୁ ତ ଆପଣ ସମସ୍ତେ ଚିହ୍ନି ଥିବେ । ତାଙ୍କର ଖରାପ ଗୁଣ ହେଉଛି କି ସେ ସକାଳେ ବହୁତ ସମୟ ପର୍ଯ୍ୟନ୍ତ ବିଛଣାରେ ଥାନ୍ତି ଅର୍ଥାତ ସେ ବହୁର ଲେଟରେ ଉଠନ୍ତି ଓ ସେ ବହୁତ ଅଳସୁଆ ।

ପୂଜା

ଝିଅ ଆମର ନୂଆ ବୋହୁ ସିରିଏଲରେ ମୁଖ୍ୟ ନାୟିକା ରୂପରେ ଅଭିନୟ କରୁଥିବା ପୂଜା ସିରିଏଲ ଦୁନିଆ ଠାରୁ ତାଙ୍କର ଅସଲ ଜୀବନରେ ସେ ପୂରାପୂରି ଭିନ୍ନ ଅଟନ୍ତି । ଅସଲ ଜୀବନରେ ସେ ବହୁତ ଜଲ୍ଦି ଜଲ୍ଦି ନିଜର କଥା କୁହନ୍ତି । ସାମ୍ନାରେ ଥିବା ବ୍ୟକ୍ତିକୁ ସେ କଥା କହିବାକୁ ଚାନ୍ସ ଦିଅନ୍ତି ନାହିଁ ।

ଇତି

ସିନ୍ଦୁରର ଅଧିକାର ସିରିଏଲରେ ଅଭିନେତ୍ରୀ ଇତି ଅଭିନୟ କରନ୍ତି । କିନ୍ତୁ ଅସଲ ଜୀବନରେ ତାଙ୍କର ସବୁଠୁ ଖରାପ ଗୁଣ ହେଉଛି ସେ ବହୁତ ଜଲ୍ଦି ଅନ୍ୟ ଉପରେ ରାଗି ଯାଆନ୍ତି ।

ରୁଦ୍ରୀ

ମାୟା ସିରିଏଲରେ ରୁଦ୍ରୀ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ ମନୋରଞ୍ଜନ କରୁଛନ୍ତି । ରୁଦ୍ରୀ ଖରାପ ଗୁଣ ହେଉଛି କି ସେ ବହୁତ ଅଳସୁଆ । ସେ ସବୁବେଳେ ଶୋଇବାକୁ ଇଚ୍ଛା ରଖନ୍ତି ।

ତାରା

ତାରଣୀ ଆଖିର ତାରା ସିରିଏଲରେ ତାରାଙ୍କ ଦମଦାର ଅଭିନୟ ସମସ୍ତଙ୍କୁ ମନମୁଗ୍ଧ କରି ଦେଇଛି । କିନ୍ତୁ ତାରାଙ୍କ ଖରାପ ଗୁଣ ହେଉଛି ସେ ବହୁତ କଥା କୁହନ୍ତି । ଏହି କାରଣରୁ ତାଙ୍କର ଆଖପାଖରେ ଥିବା ଲୋକମାନେ ତାଙ୍କ ଉପରେ ଚିଡି ଯାଆନ୍ତି ।

ମଙ୍ଗଳା

ମଙ୍ଗଳା ସିରିଏଲରେ ନଜର ଆସୁଥିବା ଅଭିନେତ୍ରୀ ମଙ୍ଗଳା ବହୁତ ଶାନ୍ତ ସ୍ଵଭାବରେ ଦେଖା ଯାଆନ୍ତି । କିନ୍ତୁ ସେ ବି ବହୁତ ଜଲ୍ଦି ରାଗି ଯାଆନ୍ତି ।

ତାରିଣୀ

କହିଦେଉଛୁ କି ଏକ ରିୟାଲିଟି ଶୋରୁ ତାରିଣୀ ଓଲିଉଡ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଛନ୍ତି । ତାରିଣୀ ଆଖିର ତାରା ସିରିଏଲରେ ତାରିଣୀ ମୁଖ୍ୟ ଅଭିନେତ୍ରୀ ଅଟନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାରଣୀଙ୍କ କିଛି ଖରାପ ଗୁଣ ସାମ୍ନାକୁ ଆସି ନାହିଁ ।

ଶ୍ରଦ୍ଧା

କୁଆଁରୀ ବୋହୁ ସିରିଏଲରେ ଶ୍ରଦ୍ଧା ଅଭିନୟ କରନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଶ୍ରଦ୍ଧା ଅସଲ ଜୀବନରେ ବହୁତ ଗର୍ବୀ ଅଟନ୍ତି ।

Leave a Reply

Your email address will not be published. Required fields are marked *