ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ଝିଅ ଆମର ନୂଆବୋହୁ”ର କଳାକାର ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ?

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । କିଛି କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ସହ ଷ୍ଟାଇଲ ଓ ଲୁକ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ଓଡିଆ ଜଗତର କଳାକାର ମାନେ ସୋସିଆଲ ମିଡିଆରେ ମଧ୍ୟ ଅଧିକ ସକ୍ରିୟ ରହିଥାନ୍ତି । କଳାକାର ମାନେ ନିଜର ପର୍ଫୋମାଂସ ଯୋଗୁ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା “ଝିଅ ଆମର ନୂଆ ବୋହୁ” ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର ଶିକ୍ଷାଗତ ଯୋଗ୍ୟତା କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଜ୍ୟୋତିକା : “ଝିଅ ଆମର ନୂଆ ବୋହୁ” ସିରିଏଲରେ ଅଭିନେତ୍ରୀ ଜ୍ୟୋତିକା ରାଜା ରାଜେନ୍ଦ୍ର ବଳିୟାର ସିଂ ଙ୍କର ତୃତୀୟ ସ୍ତ୍ରୀ ଭାବେ ଅଭିନୟ କରୁଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜ୍ୟୁସନ କରିଛନ୍ତି ।

୨- ଲୋପାମୁଦ୍ରା : ଏହି ସିରିଏଲରେ ଅଭିନେତ୍ରୀ ଲୋପାମୁଦ୍ରା ପୂଜା ଙ୍କର ବଡମା ଭୂମିକରେ ଜବରଦସ୍ତ ଅଭିନୟ କରୁଛନ୍ତି । ସେ ଗ୍ରାଜ୍ୟୁସନ ଶେଷ କରିଛନ୍ତି ।

୩- ରାହୁଲ : ଏହି ସିରିଏଲରେ ଅଭିନେତା ରାହୁଲ ପୂଜା ଙ୍କ ବନ୍ଧୁ ଭୂମିକରେ ନଜର ଆସୁଛନ୍ତି । ସେ ଇଂଜିନିୟରିଂ ଶେଷ କରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରୁଛନ୍ତି ।

୪- ଅର୍ଚ୍ଚନା : ଏହି ସିରିଏଲରେ ଅଭିନେତା ଅର୍ଚ୍ଚନା ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି । ସେ କିଟ କଲେଜରୁ ଏମବିଏ ଶେଷ କରିଛନ୍ତି ।

୫- ଐଶ୍ଵରୀୟା : ଏହି ସିରିଏଲରେ ଅଭିନେତ୍ରୀ ଐଶ୍ଵରୀୟା ଜ୍ୟୋତିକାଙ୍କ ଝିଅ ଭୂମିକାରେ ଜବରଦସ୍ତ ଅଭିନୟ କରୁଛନ୍ତି । ସେ ହୋଟେଲ ମ୍ୟାନେଜମେଣ୍ଟ ସହ ଏମବିଏ ଶେଷ କରିଛନ୍ତି ।

୬- ରାଜା ରାଜେନ୍ଦ୍ର ବଳିୟାର ସିଂ : ଏହି ସିରିଏଲରେ ରାଜ ରାଜେନ୍ଦ୍ର ଖଳନାୟକ ଭୂମିକରେ ନଜର ଆସୁଛନ୍ତି । ସେ ଗ୍ରାଜ୍ୟୁସନ ଶେଷ କରିହକନ୍ତି ।

୭- ବୈଶାଳୀ : ଏହି ସିରିଏଲରେ ଅଭିନେତ୍ରୀ ବୈଶାଳୀ ରାଜା ରାଜେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ଭୂମିକାରେ ନଜର ଆସୁଛନ୍ତି । ସେ ୧୨ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି ।

୮- ବିରାଜ : ଏହି ସିରିଏଲରେ ଅଭିନେତା ବିରାଜ ପୂଜା ଙ୍କ ବଡବାପା ଚରିତ୍ରରେ ନଜର ଆସୁଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି । ସେ ଏମବିଏ ଶେଷ କରିଛନ୍ତି ।

୯- ଶିବ : ଏହି ସିରିଏଲରେ ମୁଖ୍ୟ ଅଭିନେତା ଭାବେ ଶିବ ଅଭିନୟ କରୁଛନ୍ତି । ସେ ଏବିଏମ କିଟ କଲେଜରୁ ଶେଷ କରିହକନ୍ତି । ପିଲା ଦିନୁ ସେ ଅଭିନୟ ପ୍ରତି ଆଗ୍ରହୀ ଥିଲେ ।

୧୦- ପୂଜା : ଏହି ସିରିଏଲରେ ମୁଖ୍ୟ ନାୟିକା ଭାବେ ପୂଜା ନଜର ଆସୁଛନ୍ତି । ସେ ଲ୍ୟାବିନ ଫକିରମୋହନ କଲେଜରେ ପାଠ ପଢୁଥିଲେ । ବର୍ତ୍ତମାନ ପୂଜା ନିଜର କାଶଟିଙ୍ଗ କମ୍ପାନୀ ଖୋଲିଛନ୍ତି । ଯେଉଁଥିରେ ସେ କଳାକାର ମାନଙ୍କୁ ଅଭିନୟ କରିବାର ସୁଯୋଗ ଦେଉଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *