South ଅଭିନେତ୍ରୀ ମାନଙ୍କ Education ବିଷୟରେ ଜାଣି ନଥିବେ ଆପଣ, ଏହି ଅଭିନେତ୍ରୀ ତ କରିଛନ୍ତି MBBS

ଆପଣ ମାନେ ଜାଣିଥିବେ କି ଆମେ ଦେଖୁଥିବା ଅଭିନୟ କେବଳ ଏକ ଡ୍ରାମା । ଏହା କାହା ଜୀବନ ସହ ଯୋଡା ହୋଇ ଥାଏ ତ କାହା ସହ ଯୋଡା ହୋଇ ନଥାଏ । କେହି ଅଭିନୟ କରିବା ପାଇଁ ପିଲା ଦିନୁ ସ୍ଵପ୍ନ ଦେଖିବା ବେଳେ କେହି କେହି ସ୍ଵପ୍ନ ଦେଖିବା ବନ୍ଦ କରି ଦେଇ ଥାନ୍ତି ଓ କିଛି ଜଣ ତ ନିଜ ଅଲଗା ଦୁନିଆରେ ଥାନ୍ତି ।

ତ କଣ ସବୁ ଅଭିନେତ୍ରୀ ମାନେ ନିଜ ପାଇଁ ସମାନ ରାସ୍ତା ବାଛି ଥାନ୍ତି ନା ଏହା ନୁହେଁ । କାରଣ ହେଉଛି କି ଆପଣ ଜାଣିଥିବେ କି ଅଭିନେତ୍ରୀ ମାନେ ସବୁ ବେଳେ ଅଭିନୟ ରେ ବ୍ଯସ୍ତ ରୁହନ୍ତି ମାତ୍ର କିଛି ଜଣ ଏଭଳି ମଧ୍ୟ ଅଛନ୍ତି ଯେଉଁ ମାନେ ନିଜ ଅଭିନୟ ସହ ନିଜର କ୍ଯାରିୟର ମାନେ ପାଠ ଉପରେ ମଧ୍ୟ ଧୟନ ଦେଇ ଥାନ୍ତି ତେଣୁ କରି ଆମେ ଦେଖିବା ପାଇ ଗଲେ ଏହା ଜାଣି ପାରିବାକି କିଛି ଜଣ ନିଜର ପାଠ ପଢାକୁ ଖୁବ ପ୍ରାଧାନ୍ଯ ଦିଅନ୍ତି ଓ ତାକୁ ସାରନ୍ତି ମଧ୍ୟ ।

ଆଜି ଆମେ କିଛି ତେଲୁଗୁ ଅଭିନେତ୍ରୀ ମାନଙ୍କ ପାଠ ପଢା ବିଷୟରେ ଅକ୍ଷୀବ ପାଇ ଯାଉଛୁ । ସାମାନ୍ଥା ଆକିନେନୀ ବିକମ କରିଛନ୍ତି । ତମନା ଭାଟିଆ ବିଏ କରିଛନ୍ତି । ଅନୁସକା ଶେଠୀ ବିଶିଏ କରିଛନ୍ତି । କାଜଲ ଅଗ୍ରୱାଲ ବଚେଲର ଅଫ ମାସ ମିଡିଆ ଇନ ଆଡଭରଟାଇଜିଙ୍ଗ ଆଣ୍ଡ ମାର୍କେଟିଂଗ କରିଛନ୍ତି । ଜେନେଳିଆ ଡିସୋଜା ବିଏସଏମ କରିଛନ୍ତି । ନୟନତାରା ବିଏ ଇନ ଇଂଗ୍ଲିଶ ଲିତେରେଚର କରିଛନ୍ତି ।

ହଂସିକା ମୋଟୱା ନୀ ଦଶମ ଯାଏ ପଢିଛନ୍ତି । ତ୍ରିଶା ବିବିଏ କରିଛନ୍ତି । ଯୋତିକା ବେସୀ କରିଛନ୍ତି ସାଇକୋଲୋଜି ରେ । ରାକୁଲ ପ୍ରୀତ ସିଂ ବେସୀ କରିଛନ୍ତି ମାଥ ରେ । ରାଶି ଖନ୍ନା ବିଏ ଇନ ଇଙ୍ଗ୍ଲିଶ । ପ୍ରିୟା ମନି ବିଏ କରିଛନ୍ତି ସାଇକୋଲୋଜି ରେ । ରଶ୍ମିକା ମଣ୍ଡନା ଗ୍ରାଜୁଏସନ କରିଛନ୍ତି ସାଇକୋଳୋଗି, ଜର୍ନାଲିଜିମ, ଇଂଗ୍ଲିଶ ଲିଟରଚର । ପୂଜା ହେଜେ ଏମ କମ କରିଛନ୍ତି । ଲାବଣ୍ୟା ତ୍ରିପାଠୀ ଡିଗ୍ରୀ ଅନ ଏକୋନୋମି ।

ଅନୁପମା ପରମେଶ୍ଵରୀ ବିଏ ଇନ କମୁନିକେଟିଙ୍ଗ ଇଙ୍ଗ୍ଲିଶ । ନିଥିଆ ମେନନ ଡିଗ୍ରୀ ଅନ ଜର୍ନାଲିଜିମ । ସାଇ ପଲାଭି ଏମ୍ବିବିଏସ ଅଟନ୍ତି । ରିତୁ ଭାରମା ବିଟେକ କରିଛନ୍ତି । କୀର୍ତି ସୁରେଶ ବିଏ କରିଛନ୍ତି ଫାଶନ ଡିଜାଇନ ରେ । ସ୍ରୁତି ହାସନ ବିଏସି କରିଛନ୍ତି ସାଇକୋଲୋଜି ରେ । ମେହେରିମ କୋର ଗ୍ରାଜୁଏଟ ଅଟନ୍ତି । ନିବେଥା ଥୋମାସ ବିଟ୍କ କରିଛନ୍ତି । ଆଦା ଶର୍ମା ଗ୍ରାଜୁଏଟ ଅଟନ୍ତି । ତାପଶି ପାନୁ ବିଟେକ କରିଛନ୍ତି ।

ପୁନମ କୋର ଗ୍ରାଜୁଏଟ ଅଟନ୍ତି । ହଂସା ନନ୍ଦିନୀ ବିକମ କରିଛନ୍ତି । ନିଧି ଅଗରବାଲ ବିବିଏ କରିଛନ୍ତି । ଶରଧା ଦାସ ବଚେଲର ଡିଗ୍ରୀ କରିଛନ୍ତି ମାସ ମିଡିଆରେ । ଅଞ୍ଜଲି ଗ୍ରାଜୁଏଟ ଇନ ମାଥ । ରେଜିନା ବିଏଶୀ କରିଛନ୍ତି ସାଇକୋଲୋଜି ରେ । ଶ୍ରୀୟା ସରନ ବାଚେଳର ଇନ ଆର୍ଟ୍ସ । ମମତା ମୋହନଦା ବିଏଶି କରିଛନ୍ତି । ସୁରଭି ବିଏଫେ କରିଛନ୍ତି । ସ୍ଵାତି ବିଏଶି କରିଛନ୍ତି । ଆସିନ ବିଏ କରିଛନ୍ତି ଆର୍ଟ୍ସ ରେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *