ବହୁତ ବୁଦ୍ଧିମାନ ଓ ଭାଗ୍ୟଶାଳୀ ଅଟନ୍ତି ଏହିମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ।

କୁହାଯାଏ ଜନ୍ମ ଏବଂ ମୃତ୍ୟୁ ଗୋଟିଏ ଅପ୍ରିୟ ସତ୍ୟ ବୋଲି । ମାତ୍ର ଜନ୍ମ ସମୟରେ ମଣିଷ ନିଜର ଭାଗ୍ୟ ନେଇ ଜନ୍ମ ହୁଏ ଏବଂ ମୃତ୍ୟୁ ତାର କର୍ମ ନିର୍ଦ୍ଧାରଣ କରିଥାଏ । କିଛି ଲୋକ ଏପରି ଥାନ୍ତି ଯେ ସେମାନେ ବହୁତ ଭଲ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ କିଛି ତଥ୍ୟ କେଉଁ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କେତେ ଭାଗ୍ୟଶାଳୀ ।

ଫ୍ରେବ୍ରୁଆରୀ ମାସ:-

ଏହି ମାସ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମାନେ ନିଜ ବୁଦ୍ଧିର ପ୍ରୟୋଗ କରି ଜୀବନରେ ସବୁ କିଛି ହାସଲ କରିଥାନ୍ତି । ଏମାନଙ୍କ ମସ୍ତିଷ୍କ କୋମ୍ପୁଟର ଠୁ ବି ଅଧିକା କ୍ଷିପ୍ର ରେ ଚାଲିଥାଏ । ଏମାନଙ୍କ ଜୀବନରେ କିଛିବି ସମସ୍ୟା ଆସିଲେ ସେମାନେ ତାହାର ସମାଧାନ କରିକି ହିଁ ଛାଡିଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଲୋକମାନଙ୍କ ମସ୍ତିଷ୍କ ଅନ୍ୟ ମାନଙ୍କ ଠୁ ଅଲଗା ହୋଇଥାଏ । ସେମାନେ ନିଜ କର୍ମ କ୍ଷେତ୍ରରେ ରେ ସଫଳ ହୋଇଥାନ୍ତି ।

ମେ ମାସ:-

ଏହି ମାସରେ ଜନ୍ମ ହୋଇଥିବା ପିଲାମାନେ ଜୀବନରେ ଏମିତି କାମ କରି ଦେଖାଇଥାନ୍ତି ଯେ ଯେଉଁ କାରଣରୁ ଏମାନଙ୍କ ପରିବାର ଏମାନଙ୍କ ଉପରେ ଗର୍ବ ଅନୁଭବ କରିଥାନ୍ତି । ଏହି ପିଲାମାନେ ପାଠପଢ଼ା କ୍ଷେତ୍ରରେ ବହୁତ ଆଗକୁ ଯାଇଥାନ୍ତି । ଏମାନଙ୍କ ମସ୍ତିଷ୍କ ସମସ୍ତଙ୍କ ଠୁ ସ୍ପୀଡ଼ ହୋଇଥାଏ ।

ଏମାନଙ୍କୁ ଖାଲି ବସିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ସବୁବେଳେ କିଛି ନା କିଛି ଶିଖିବାକୁ ଇଛା ରଖିଥାନ୍ତି । ଏମାନଙ୍କ ମସ୍ତିଷ୍କ ରେ ଥିବା ସୂଚନା ହିଁ ଏମାନଙ୍କୁ ଅନ୍ୟ ମାନଙ୍କ ଠାରୁ ବୁଦ୍ଧିମାନ ବନେଇଥାଏ ।

ସେପ୍ଟେମ୍ବର ମାସ:-

ଏହି ମାସରେ ଜନ୍ମ ହୋଇଥିବା ଲୋକମାନଙ୍କ ସ୍ମରଣ ଶକ୍ତି ଅନ୍ୟମାନଙ୍କ ଠୁ ଅଧିକା ହୋଇଥାଏ । ଏହି ମାସରେ ଜନ୍ମ ହୋଇଥିବା ଲୋକମାନେ ଡ଼ାକ୍ତର କିମ୍ବା ଶିକ୍ଷକ କ୍ଷେତ୍ରରେ ଅଧିକ ସଫଳ ହୋଇଥାନ୍ତି । ଏମାନଙ୍କର ସବୁଠୁ ଖାସ କଥା ହଉଛି ଏମାନେ ଅନ୍ୟମାନଙ୍କୁ ଜ୍ଞାନ ବାଣ୍ଟିବାକୁ ବହୁତ ଭଲ ପାଇଥାନ୍ତି ।

ଏମାନେ ନିଜ ସହ ଅନ୍ୟମାନଙ୍କୁ ଶିକ୍ଷା ଦେବାକୁ ପସନ୍ଦ କରନ୍ତି । ଏମାନଙ୍କର ଏହି ଅଭ୍ୟାସ ଏବଂ ବୁଦ୍ଧିମାନ କାରଣ ରୁ ଏମାନଙ୍କୁ ସମାଜ ରେ ଅଧିକ ଇଜ୍ଜତ ମିଳିଥାଏ । ସମସ୍ତେ ଏମାନଙ୍କ ସହ ଯୋଡି ରହିବାକୁ ପସନ୍ଦ କରନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *