କୋଟି କୋଟି ଟଙ୍କାର ଅଫରକୁ ଠୋକର ମାରନ୍ତି, କିମତୁ ଦିଅନ୍ତି ନାହିଁ କିସିଙ୍ଗ ସିନ

ସିରିୟଲ ହେଉକି ଫିଲ୍ମରେ ବହୁତ ବାର ଦାବି କାରଣରୁ କିଛି ଏମିତି ସିନ କରିବାକୁ ପଡିଥାଏ ଯାହାକୁ କେବେ ସେ କରିବାକୁ ଚାହାନ୍ତି ନହିଁ । ତାଙ୍କ ସଫଳ କାରିୟର ପାଇଁ ତାଙ୍କୁ ଏମିତି ସିନ କରିବା ପାଇଁ ହଁ କହିବାକୁ ପଡିଥାଏ । ଆଜିକାଲି ସମସ୍ତେ କିସିଙ୍ଗ ସିନ ଏମିତି ଦେଖାଉଛନ୍ତି କି ତାଙ୍କ ବିନା ସୋ ଯେମିତି ଚାଲିବ ନହିଁ । ଟିଭି ଆଉ ଫିଲ୍ମର କିଛି ଅଭିନେତ୍ରୀ ପ୍ରସିଦ୍ଧ ହେବା ପାଇଁ ଓ ଲାଇମ ଲାଇଟରେ ଆସିବା ପାଇଁ କିସିଙ୍ଗ ସିନ କରି ମଧ୍ୟ ନିଅନ୍ତି ।

କିନ୍ତୁ ଆଉ ମଧ୍ୟ କିଛି ଅଭିନେତ୍ରି ଅଛନ୍ତି  ଏହି ସିନ କରନ୍ତି ନହିଁ । ସୋର ରେଟିଙ୍ଗ କମ ହେଉ ମଧ୍ୟ ସେ ଏମିତି ସିନ କରନ୍ତି ନହିଁ । ଆଜି ଆମେ ସେହି ଟିଭିର ୫ ଟି ଅଭିନେତ୍ରୀଙ୍କୁ ଦେଖାଇବୁ ଯିଏ କେବେବି ଏମିତି ସିନ କରନ୍ତି ନହିଁ । ଆଉ ସବୁବେଳେ ସଂସ୍କାରୀ ବହୋ ଚରିତ୍ର ନିବାଇ ଥାନ୍ତି । ତେବେ ଆସନ୍ତୁ ଜାଣିବା କିଏ ଅଟନ୍ତି ସେମାନେ …


ସୁରଭି ଚନ୍ଦନା :- ଛୋଟ ପରଦାର ଅଭିନେତ୍ରୀ ସୁରଭି ଚନ୍ଦନା ଆଜି ପର୍ଯ୍ୟନ୍ତ ଯେତେବୀ ସୋ କରିଛନ୍ତି ସେଥିରେ ସେ ଗୋଟେ ସଂସ୍କାରୀ ଝିଅର ଅଭିନୟ କରିଛନ୍ତି । ବର୍ତମାନ କଲରସ ଟିଭି ସୋରେ ସେ ସଜୀବନୀ ୨ ରେ ଇଶାନି ଆରୋରଙ୍କ ଅଭିନୟ କରୁଛନ୍ତି । ଜିଏକି ଲୋ ଏଙ୍ଗଲରେ ଦେଖା ଯାଉଛି । କିନ୍ତୁ ଏହି ସୋରେ କିସିଙ୍ଗ ସୋ ର ଅଧିକ ଡିମାଣ୍ଡ  ହେଉଥିଲା କିନ୍ତୁ ସେ ଏହି ସିନ  ସେ କରିବାକୁ ଚାହୁଁ ନଥିଲେ । ପ୍ରଦ୍ଯୁସର ବହୁତ କହିଲା ପରେ ମଧ୍ୟ ସେ କିସିଙ୍ଗ ସିନ କରିନଥିଲେ ।

ପରିଧି ସର୍ମା :- ଜି ଟିଭିର ପ୍ରିୟ ସୋ ଯୋଦ୍ଧା ଆକବରରେ ପ୍ରସିଦ୍ଧ ହୋଇଥିବା ପରିଧି ଶର୍ମାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନହିଁ । ଆଜି ସେ ନିଜ ଟ୍ୟାଲେନ୍ଟ ବଳରେ ନିଜର ଅଲଗା ପରିଚୟ ବନାଇଛନ୍ତି । ଆଜି ତାଙ୍କର ନାମ ପ୍ରସିଦ୍ଧ ଅଭିନେତ୍ରୀଙ୍କ ସହିତ ଜଡିତ ଥିବା ସହ ସେହି ଅଭିନେତ୍ରୀଙ୍କ ସହିତ ମଧ୍ୟ ରହିଛି ଯିଏ କେବେ କିସିଙ୍ଗ ସିନ ଦେଇ ନାହାନ୍ତି । ସେଥିଲାଗି ଦର୍ଶକ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କର ସନମାନ ମଧ୍ୟ କରିଥାନ୍ତି ।


ଜେସ୍ମିନ ଭସିନ :- ଚୂଳବୁଲି ଅଭିନେତ୍ରୀ ‘ ଟସନ ଇସ୍କ  ଓ ଡିଲସେ ଦିଲ ତକ,କାମ କରି ସେ ତାଙ୍କର ଅଲଗା ପରିଚୟ ବନାଇଛନ୍ତି  । ଆଜି ସେ ଯେଉଁ ସଫଳତା ପାଇଛନ୍ତି ସେ ତାଙ୍କର  ଅଭିନୟ ଜରିଆରେ ହିଁ ପାଇଛନ୍ତି । ସେ ସୋରେ କୌଣସି ପ୍ରକର କିସିଙ୍ଗ ସିନ ବା ଇଣ୍ଟିମେଟ ସିନ କରନ୍ତି ନହିଁ । ତାଙ୍କୁ ଏହି ସବୁ କରିବା ଭଲ ଲାଗିନଥାଏ । ଯଦି ସଫଳ ହେବାର ଅଚିତ ନିଜ ଟ୍ଯାଲେନ୍ଟ ଦମରେ ବନନ୍ତୁ ।


ଦୀପିକା କକ୍କଡ :- ଛୋଟ ପରଦାର ସବୁଠୁ ସୁନ୍ଦର ଅଭିନେତ୍ରୀଙ୍କ ଭିତରୁ ଜଣେ ଅଟନ୍ତି ଦୀପିକା । ଯାହାକୁ ଆପଣ ସୀମରଙ୍କ ରୂପରେ ଜାଣିଛନ୍ତି । ସେ ତାଙ୍କର ଗୋଟିଏ ଇନ୍ଟାରଭିଉରେ କହିଥିଲେ ସେ କେବେବି କାମ କୁ ନେଇ ଚୁଜି ହୋଇନାହାନ୍ତି । ସେ ସୋରେ କେବେ କିସିଙ୍ଗ ସିନ କରିବାକୁ ଚାହାନ୍ତି ନହିଁ । ସେ ଏହି ସିଁ କରିବାକୁ କମଫୋର୍ଟ ଫିଲ କରନ୍ତି ନହିଁ ।


ଋତିକା ସେନଗର :- କୋଲୋର୍ଷ ଟିଭି ସିରିୟାଲରେ ‘ କସମ ତେରେ ପ୍ୟାର କି ‘ ତନୁ ଅଭିନୟରେ ପ୍ରସିଦ୍ଧ ହୋଇଥିବା ଏହି ରୀତିକ ଆଜି ଟିଭିର ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ପ୍ରସିଦ୍ଧ ହେବ ପାଇଁ କେବେ ଛୋଟ କପଡା କି କିସିଙ୍ଗ ସିନ ମଧ୍ୟ କରିନାହାନ୍ତି । ଏହା ତାଙ୍କୁ ବିଲକୁଲ ପସନ୍ଦ ନୁହେଁ ।

Leave a Reply

Your email address will not be published. Required fields are marked *