ତିନୋଟି ସ୍ତ୍ରୀଙ୍କ ସହ ଐଶ୍ କରୁଛି ଏହି ଭିକାରୀ, କରୁଥିଲା ଏପରି ବିଜିନେସ୍ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ – ଥରେ ନିଶ୍ଚୟ ପଢନ୍ତୁ

କିଛି ଦିନ ପୂର୍ବେ ଝାଡଖଣ୍ତ ଚକ୍ରଧରପୁର ରେ ଏକ ଏମିତି ମାମଲା ସାମନାକୁ ଆସିଥିଲା । ଲ‍କ୍ଷପତି ହେବା ସ୍ୱପ୍ନ ସମସ୍ତଙ୍କୁ ଥାଏ । କିନ୍ତୁ ଆପଣ କେଉଁ ଭିକାରୀ କୁ ଦେଖିକି ଭାବିଛନ୍ତି କି ସେ ଲକ୍ଷପତି ବୋଲି । ହଁ ଆଞ୍ଜା ଆଜି ଯେଉଁ କାହାଣୀ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣି ଆପଣଙ୍କୁ ବିଶ୍ୱାସ ହେବନାହିଁ । କିନ୍ତୁ ଏହା ସତ୍ୟ ଅଟେ, ଭିକାରୀ ଭିକ ମାଗି ମାଗି ଲ‍କ୍ଷପତି ହୋଇଛି । କିନ୍ତୁ ସେ ଭିକାରୀ କେବେ ବି ଭାବି ନଥିବ କି ସେ ଭିକ ମାଗି ମାଗି ଆଗକୁ ବଢିଯିବ ।

ସେ ଭିକ ମାଗିକରି ସେ ନିଜେ ସ୍ଥାୟୀ ହେଇଗଲା । ଓ ତା ସହ ପରିବାରର ଭରଣ ପୋଷଣ ନାହିଁ । ତେବେ ଜାଣିବାକୁ ଚାହିଁବେ ସେ ଭିକାରୀ ବିଷୟରେ ।

ବହୁଥର ଆପଣ ଦେଖିଥିବେ ରେଲୱେ ଷ୍ଟେସନ୍ ମାନଙ୍କରେ ଭିକାରୀ ବସିଥିବାର, କିନ୍ତୁ ଝାଡଖଣ୍ତର ରେଲୱେ ଷ୍ଟେସନରେ  ଏକ ଲକ୍ଷପତି ଭିକାରୀ ବସୁଛି । ଯାହାର ମାସିକ ଆୟ ୩୦ ହଜାର ଅଟେ । ସବୁଠାରୁ ଖାସ୍ କଥା କି ତାର ତିନୋଟି ସ୍ତ୍ରୀ ଅଛନ୍ତି । ଓ ସିମ୍ ଡେଗାରେ ଏକ ବାସନ ଦୋକାନ ଅଛି । କିଛି ଲୋକ ତାକୁ ଛୋଟୁ ବାରିକ ବୋଲି ଜାଣିଛନ୍ତି । ଆଉ କିଛି ଲୋକ ତାକୁ ଲକ୍ଷପତିଆ ଭିକାରୀ ବୋଲି ଜାଣିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ଛୋଟୁ ବାରିକ ଛୋଟା ଅଟେ । ସେ ଭେଷ୍ଟିଜ୍ ନାମର ଏକ ଚେନ୍ ମାର୍କେଟିଙ୍ଗ୍ କମ୍ପାନୀରେ ମେମ୍ବର ଅଛି ।

 

ସେ ସବୁବେଳେ କୋଟ୍ , ଟାଏ, ପିନ୍ଧିକରି ମିଟିଙ୍ଗ୍ ଆଟେଣ୍ଟ କରିବାକୁ ଯାଏ । ମାତ୍ର ୪୦ ବର୍ଷରେ ଦିବ୍ୟାଙ୍ଗ ହୋଇମଧ୍ୟ ଏପରି କିଛି ପାଇଯିବା ବଡ କଥା ନୁହେଁ । ଓ ତାସହ ଏତେ ସବୁ ହାସିଲ୍ କଲାପରେ ମଧ୍ୟ ଭିକ ମାଗିବା , ସେ ସବୁଦିନ ଟ୍ରେନ୍ ରେ ଭିକ ମାଗେ । ଓ ତା ପାଖେ ସେ ମୋବାଇଲ୍ ବି ରଖିଥାଏ ।ଛୋଟୁ ବାରିକ୍ ଏକ ବିଜ୍ ନେସ୍ ମ୍ୟାନ୍ ଅଟେ, ଯିଏ କି ବିନା ପୁଞ୍ଜିରେ ଲକ୍ଷପତି ହେଇଗଲା । ଓ ପଇସା କମେଇବା ଫଳରେ ନିଜ ଗାଁ ରେ ବାସନ ଦୋକାନ ବି ଖୋଲିଦେଇଛି । ବାସନ ଦୋକାନରୁ ଆୟ ତା ପତ୍ନୀ ଓ ପିଲାଙ୍କ ଭରଣ ପୋଷଣରେ ଖର୍ଚ୍ଚ ହେଇଯାଉଛି । ଛୋଟୁ ବାରିକ୍ ଭେଷ୍ଟିଜ୍ ବିଜ୍ ନେସ୍ ର ଏକ ସ୍ୱତନ୍ତ୍ର ଡିଲର୍ ଅଟେ ।

ସେ ତା ଆଇ ଡି କାର୍ଡ ଦେଖେଇକି କହିଥିଲା କି ମୋର ତଳ ଶାଖାରେ ୨୦ ରୁ ଅଧିକ ଲୋକ ଯୋଡି ହେଇ ଅଛନ୍ତି। ଯେଉଁମାନେ ମାର୍କେଟିଙ୍ଗ୍ ବିଜ୍ ନେସ୍ କରୁଛନ୍ତି । ସମସ୍ତଙ୍କୁ ଏହି ବିଷୟରେ ହିଁ କହୁଛି । ସେ କହୁଥିଲା କି ସେ ଚକ୍ରଧରପୁର ପୋଟକା ଗାଁ ର ବାସିନ୍ଦା ଅଟେ, ଛୁଆ ବେଳଠୁ ସେ ଦିବ୍ୟାଙ୍ଗ ଅଟେ । ଗରିବ କାରଣରୁ ସେ ଭିକ ମାଗିବା ଆରମ୍ଭ କରିଥିଲା । ରେଲୱେ ଷ୍ଟେସନ୍ ଓ ଟ୍ରେନ୍ ରେ ଭିକ ମାଗିବା ଦେଖିକରି କିଏ ବି କହିପାରିବନି କି ସରକାରୀ ନିୟମନୁସାରେ ତାକୁ କର ଦାତା ହେବା ଉଚିତ୍ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *